Daily Archives

February 7, 2024

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଲାଗି ବିଜ୍ଞପ୍ତି ଜାରି, ଫେବ୍ରୁଆରି ୨୯ ସୁଦ୍ଧା ଅନ୍‌ଲାଇନ୍‌ରେ କରନ୍ତୁ ଆବେଦନ

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ବ୍ୟାଚରେ ନାମଲେଖା ଲାଗି ଆବଦେନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଅତ୍ୟାଧୁନିକ ବିଷୟରେ ନାମଲେଖାଇବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ୨୦୨୪ ଫେବ୍ରୁଆରି…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ମିଶିଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଘନିଷ୍ଠ ସହଯୋଗୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ମଧ୍ୟପ୍ରଦେଶ କଂଗ୍ରେସ ନେତା ସୁମେର ସିଂହ ବୁଧବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ…
ଅଧିକ ଖବର ଦେଖନ୍ତୁ...

ପୁଣି ଏନଡିଏକୁ ଫେରିବେ କି ଚନ୍ଦ୍ରବାବୁ ନାଇଡୁ ?

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ଏନଡିଏରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ଜୋର ଧରିଥିବା ବେଳେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ରାଜନୀତିରେ ବଡ଼ ଧରଣର ହଟଚମଟ ହେବାର ସମ୍ଭାବନା ରହିଛି। ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ଉପରେ  ସମସ୍ତଙ୍କ ନଜର ରହିଛି ।…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତିଗତ ଭିଡିଓ ଭାଇରାଲ ଘଟଣାକୁ ନେଇ ରାପରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ରାପର ଡ୍ରେକଙ୍କ ଫ୍ୟାନ୍ସମାନେ ବୁଧବାର ସକାଳେ ସୋସିଆଲ ମିଡିଆ ଖୋଲିବା ପରେ ଅସ୍ବାଭାବିକ ଅନୁଭବ କରିଥି‌ଲେ। କାରଣ ଟୁଇଟର(ଏକ୍ସ)ରେ ଡ୍ରେକଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା।  ଏହି ଭିଡିଓଟି ରାପରଙ୍କ ବ୍ୟକ୍ତିଗତ ଭିଡିଓ ଥିବା କୁହାଯାଉଛି। ଏହି ଭାଇରାଲ ଭିଡିଓକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରରେ ପଞ୍ଜାବର ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ବୁଧବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ପଞ୍ଜାବର ଜଣେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ବୋଲି ଶ୍ରୀନଗରରେ ପୁଲିସ ଅଧିକାରୀମାନେ କହିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଅମୃତସରର ବାସିନ୍ଦା ଅମୃତପାଲ ସିଂହଙ୍କୁ ସନ୍ଧ୍ୟା…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନରେ ବିଜେଡ଼ିକୁ ଟପିବ ବିଜେପି : ଟାଇମ୍ସ ନାଓ ଜନମତ ସର୍ଭେ

ଭୁବନେଶ୍ବର : ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ବଡ଼ ଫାଇଦା ମିଳିବାର ସମ୍ଭାବନା ରହିଛି । ଏପରିକି ବିଜେପିର ଲୋକସଭା ଆସନ ସଂଖ୍ୟା ବିଜେଡିକୁ ଟପିବାର ସମ୍ଭାବନା ରହିଛି ବୋଲି ଟାଇମ୍ସନାଓ-ମାଟ୍ରିଜ୍ ଏନସି ସର୍ଭେରୁ ଜଣାପଡିଛି । ଏହି ସର୍ଭରେ କୁହାଯାଇଛି ଯେ ଓଡ଼ିଶାର ମୋଟ…
ଅଧିକ ଖବର ଦେଖନ୍ତୁ...

ଇଂଲଣ୍ଡ ବିପକ୍ଷ ୩ୟ ଓ ୪ର୍ଥ ଟେଷ୍ଟରେ ବି ଖେଳିବେ ନାହିଁ ବିରାଟ କୋହଲି

ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମଧ୍ୟ ଇଂଲଣ୍ଡ ବିପକ୍ଷ ତୃତୀୟ ଓ ଚତୁର୍ଥ ଟେଷ୍ଟରୁ ମଧ୍ୟ ବାଦ୍ ପଡ଼ିବେ। ଏପରିକି ୫ମ ଟେଷ୍ଟରେ ବି ସେ ଖେଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କ୍ରୀଡ଼ା ଖବର ପୋର୍ଟାଲ ଇଏସପିଏନ୍ କ୍ରିକଇନ୍ଫୋର ଏକ ରିପୋର୍ଟରେ ବିରାଟ କୋହଲି…
ଅଧିକ ଖବର ଦେଖନ୍ତୁ...

ଡକାଡକି ହୋଇ ଚାଲିଗଲେ ସ୍ବାମୀ-ସ୍ତ୍ରୀ, ପରିବାର ଓ ଗ୍ରାମବାସୀ ସ୍ତବ୍ଧ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଆଗ୍ରାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀଙ୍କ ମୃତ୍ୟୁର ୧୨ଘଣ୍ଟା ପରେ ସ୍ବାମୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଫତେହାବାଦ କସୱେର ଅମ୍ବେଦକର ଅଞ୍ଚଳରେ କମଳେଶ ଓରଫ ମଲୁକିଙ୍କ ବିବାହ ୪୦ବର୍ଷ ପୂର୍ବେ ଗଙ୍ଗାରାମର ନଗଲା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବା ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ମୁର୍ମୁ ପ୍ରଥମ ଥର ପାଇଁ ମେଟ୍ରୋରେ ଯାତ୍ରା କରିଥିଲେ। ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବାରେ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ : ୯୫ ଫୁଟ ଗଭୀର ବୋରଓ୍ବେଲରେ ଖସିପଡ଼ିଲେ ଯୁବତୀ

ଜୟପୁର: ପରିତ୍ୟକ୍ତ ବୋରଓ୍ବେଲରେ ଶିଶୁମାନେ ପଡ଼ିବାର ଅନେକ ଘଟଣା ଆମେ ଦେଶରେ ଘଟିଛି, କିନ୍ତୁ ପ୍ରଥମ ଥର ପାଇଁ ଜଣେ ଯୁବତୀ ବୋରଓ୍ବେଲରେ ଖସିପଡ଼ିଛନ୍ତି । ରାଜସ୍ଥାନରେ ଏହି ଘଟଣା ଘଟିଛି । ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ସୂଚନା ଅନୁସାରେ, ରାଜସ୍ଥାନର ଗଙ୍ଗାପୁର ସିଟି…
ଅଧିକ ଖବର ଦେଖନ୍ତୁ...