Daily Archives

February 8, 2024

ଚିକିତ୍ସା ଅଭାବରୁ ମାନସିକ ଭାରସାମ୍ୟ ହରାଇଲା ନାବାଳକ, ଘର ଭିତରେ ବନ୍ଧା ହୋଇଛି ହାତ-ଗୋଡ଼

ଭଦ୍ରକ: ୭ ବର୍ଷ ବୟସରୁ ୧୩ ବର୍ଷ ହେଲା ସିକୁଳିର ବନ୍ଧା ହୋଇଛି ଭେଣ୍ଡିଆ ପୁଅ। ଚିକିତ୍ସା ଅଭାବରୁ ମାନସିକ ଭାରସାମ୍ୟ ହରାଇଲେଲିପୁନ। ନିରାଶ୍ରୟ ହୋଇ ପୁଅକୁ ଭଲ କରିବା ପାଇଁ ବାପ ମା’ ଆକୁଳ ନିବେଦନ କଲେ। ଧାର କରଜ କରି ଡ଼ାକ୍ତରଙ୍କୁ ଦେଖେଇବା ଓ କେତେ ଦିଅଁ ଦେବତାଙ୍କୁ ପୂଜି ବିଫଳ ହେବାର…
ଅଧିକ ଖବର ଦେଖନ୍ତୁ...

ପ୍ରଖ୍ୟାତ ଝୁମର ବିଶାରଦ ସଜନ ବଳ ଆଉ ନାହାନ୍ତି, ହୃଦ୍‌ଘାତରେ ପରଲୋକ 

ରାଇରଙ୍ଗପୁର: ଓଡ଼ିଶାର ଜଣାଶୁଣା ଖ୍ୟାତନାମା ଝୁମର ବିଶାରଦ ଓ ପ୍ରଚାରକ ସଜନ ବଳ (୭୩)ଙ୍କ ଦେହାନ୍ତ ହୋଇଛି। ଆଜି ସକାଳୁ ରାଇରଙ୍ଗପୁରସ୍ଥିତ ନିଜ ବାସ ଭବନରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି। ସେ ଜଣେ ମେଳାପି, ମିଷ୍ଟଭାଷୀ, ପରୋପକାରୀ, ଦରଦୀ ମଣିଷ ଥିଲେ। ସେ ସାରଳା ପୁରସ୍କାର ପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

ଦେଶର ପରବର୍ତ୍ତୀ ଲୋକପାଳ କିଏ ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସିଏମ ଖାନୱିଲକରଙ୍କୁ ଭାରତର ପରବର୍ତ୍ତୀ ଲୋକପାଳ ଭାବେ ନିଯୁକ୍ତ କରାଯିବ । ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିରୋଧୀ ଦଳ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଭୂମିକାରେ ନଜର ଆସିଲେ ‘ରାମାୟଣ’ର ରାମ

ନୂଆଦିଲ୍ଲୀ: ୨୦୨୨ ମସିହାରେ ରିଲିଜ ହୋଇଥିବା ଫିଲ୍ମ 'କାଶ୍ମୀର ଫାଇଲସ'ରେ କାଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣାଦାୟକ କାହାଣୀ ଦେଖିବାକୁ ମିଳିଥିଲା, ଯାହାକି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା | ବର୍ତ୍ତମାନ ଚଳଚ୍ଚିତ୍ର 'ଆର୍ଟିକିଲ ୩୭୦' ର ଟ୍ରେଲର ରିଲିଜ ହୋଇଛି, ଯେଉଁଥିରେ ଅନୁଛେଦ ୩୭୦ ଉଛେଦ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀର ଉଲଗ୍ନ ଫଟୋ ଭାଇରାଲ କରି ସ୍ବାମୀ ଗିରଫ

ବେଲପଡ଼ା: ଏମିତି ବି ସ୍ବାମୀ ଥାଆନ୍ତି, ଯାହା ବିଶ୍ବାସ କରିହେବ ନାହିଁ। କିନ୍ତୁ ଘଟଣା ସତ ବୋଲି ଅଭିଯୋଗ ହୋଇଛି। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ମଧ୍ୟପୁର ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଅଶ୍ଳୀଳ ଫୋଟୋ ଭାଇରାଲ କରି ଗିରଫ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗାଁର…
ଅଧିକ ଖବର ଦେଖନ୍ତୁ...

ଜଗା ଦର୍ଶନ ନୋହିଲା; ଅଧାବାଟରେ ବୃଦ୍ଧଙ୍କ ମୃତ୍ୟୁ

ହରଭଙ୍ଗା: ପରିକ୍ରମା ପ୍ରକଳ୍ପ ପରିଦର୍ଶନ ପାଇଁ ବସ୍‌ରେ ଯାଉଥିବା ବେଳେ ଖୋର୍ଦ୍ଧା ନିକଟରେ ‌ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ସରସରା ପଂଚାୟତ ସରସରା ଗାଁର ପୂର୍ଣ୍ଣଚନ୍ଦ୍ର ବାରିକ (୬୦)ଙ୍କ ମୃତ୍ୟୁ ଘଟିଛି। ବୁଧବାର ହରଭଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା…
ଅଧିକ ଖବର ଦେଖନ୍ତୁ...

ମନ୍ନତ ଭିତର ଭିଡିଓ ଭାଇରାଲ; ପୁଅ ସହିତ ଶାହାରୁଖ ଫୁଟବଲ ଖେଳୁଥିବା ନଜର ଆସିଲେ

ନୂଆଦିଲ୍ଲୀ: ଶାହାରୁଖ ଖାନ ବଲିଉଡର ଷ୍ଟାର। ମୁମ୍ବାଇରେ ଶାହାରୁଖ ମନ୍ନତରେ ରହିଥାଆନ୍ତି। ପ୍ରାୟତଃ ଫ୍ୟାନ୍ସମାନେ ସୁପରଷ୍ଟାରଙ୍କ ଗୋଟିଏ ଝଲକ ପାଇବ‌ା ପାଇଁ ମନ୍ନତ ଘର ସାମ୍ନାରେ ଭିଡ଼ ଜମାଇଥାଆନ୍ତି। ‌ତେବେ ଶାହାରୁଖଙ୍କ ମନ୍ନତ ଭିତର କେମିତି ହୋଇଥିବ ତାହାକୁ ‌ନେଇ ସର୍ବଦା ଅଭିନେତାଙ୍କ…
ଅଧିକ ଖବର ଦେଖନ୍ତୁ...

ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା କିକିରିବେଡ଼ା ଗ୍ରାମର ଅକ୍ଷୟ ମାଝୀଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ ଘଟିଛି। ଶବ ଗାଁକୁ ଫେରିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅକ୍ଷୟ, ସ୍ତ୍ରୀ ମଦନେ ମାଝୀ ଓ ଦୁଇ ବର୍ଷର ପୁଅ ଥବିରାମକୁ ଧରି ଗ୍ରାମର ଅନ୍ୟମାନଙ୍କ ସହିତ ଆନ୍ଧ୍ରପ୍ରଦେଶକୁ ଇଟା…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନରେ ଟିକଟ୍‌ ବିକ୍ରି ନୈରାଶ୍ୟଜନକ; ହକି ପ୍ରୋ-ଲିଗ୍‌ ଟିକଟ୍‌ ବିକ୍ରି ଆରମ୍ଭ

ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଉଭୟ ପୁରୁଷ ଓ ମହିଳା ବର୍ଗର ହକି ପ୍ରୋ-ଲିଗ୍‌ ଖେଳାଯିବ। ଏଥିପାଇଁ ପୂର୍ବରୁ ଅନଲାଇନ୍‌ ଟିକଟ ବିକ୍ରି ହୋଇସାରିଥିବାବେଳେ ଗୁରୁବାର ଦିନଠାରୁ ଅଫ୍‌ଲାଇନ୍‌ ଟିକଟ୍‌ ବିକ୍ରି ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ନିର୍ବାଚନ:  ଭୋଟ ଗଣତିରେ ଇମ୍ରାନ ଖାଁଙ୍କ ଦଳ ପିଟିଆଇ ଆଗୁଆ, କିନ୍ତୁ ସରକାର ଗଢିବା ନେଇ ସଂଦେହ

ଇସ୍ଲାମାବାଦ:  ପାକିସ୍ତାନ ନିର୍ବାଚନରେ ଏକ ବଡ଼ ଓଲଟପାଲଟ ହେବାକୁ ଯାଉଛି । ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଇମ୍ରାନ ଖାଁଙ୍କ ସମର୍ଥକମାନେ ଆଗୁଆ…
ଅଧିକ ଖବର ଦେଖନ୍ତୁ...