Daily Archives

February 9, 2024

ମଦ ଜବତ, ୯ ଗିରଫ

ତୁଷୁରା/ସୋନପୁର: ବଲାଙ୍ଗୀର ଜିଲ୍ଲା ତୁଷୁରା ଅବକାରୀ ବିଭାଗ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ୯୪ ଲିଟର ଦେଶୀ ମଦ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଗୁରୁବାର ସନ୍ଧ୍ୟାରେ ଗୁଡ଼ଭେଲା ବ୍ଲକ କୁରେଭନା ଗ୍ରାମର ଫକିର ଭୋଇଙ୍କଠାରୁ ୧୫ ଲିଟର ଦେଶୀ ମଦ ଜବତ କରିବା ତାଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନରେ ହିଜାବ ବିବାଦ : ଶିକ୍ଷାମନ୍ତ୍ରୀ କହିଲେ ସ୍କୁଲକୁ ୟୁନିଫର୍ମ ପିନ୍ଧି ଯିବାକୁ ସମସ୍ତେ ବାଧ୍ୟ

ଜୟପୁର: ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ମଦନ ଦିଲାଓ୍ଵର ଶୁକ୍ରବାର କହିଛନ୍ତି ଯେ ସ୍କୁଲର ଡ୍ରେସ୍ କୋଡ୍ ସ୍ଥିର ହୋଇଛି। ଯଦି କେହି ଆଦେଶ ମାନୁନାହିଁ, ତା'ହେଲେ ଏହାକୁ କିପରି ପାଳନ କରାଇଦିଆଯିବ ତାହା ମଧ୍ୟ ଆମେ ଜାଣୁ। ଦିଲାୱର କହିଛନ୍ତି ଯେ କିଏ ମୁହଁ ଢାଙ୍କିକରି ଯାଉଛି ତ କିଏ ଓଢଣୀ ଟାଣି…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସକୁ ଲାଗିପାରେ ବଡ ଝଟକା, ବିଜେପି ସହ ବଢ଼ିଲା କମଲନାଥଙ୍କ ପରିବାରର ଆତ୍ମୀୟତା!

ଭୋପାଳ: ମଧ୍ୟପ୍ରଦେଶରେ କଂଗ୍ରେସକୁ ଝଟକା ଦେବାକୁ ବିଜେପି ପ୍ରସ୍ତୁତ ହେଉଛି। ଚର୍ଚ୍ଚା ଅନୁସାରେ, କମଲନାଥଙ୍କ ସହ ବିଜେପିର ଘନିଷ୍ଠତା ବଢ଼ିବାରେ ଲାଗିଛି | ସୂତ୍ରରୁ ପ୍ରକାଶ ଯେ କମଲନାଥଙ୍କ ସହ ତାଙ୍କ ପୁଅ ନକୁଲନାଥ ମଧ୍ୟ ବିଜେପିରେ ଯୋଗ ଦେଇ ପାରନ୍ତି। ଚର୍ଚ୍ଚା ମୁତାବକ ମଧ୍ୟପ୍ରଦେଶ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ବାଇକରେ ଶୋଇଶୋଇ ଯାତ୍ରା କରୁଥିବା ବେଳେ ଫୋନ ଦେଖୁଛନ୍ତି ବ୍ୟକ୍ତି: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ସଚେତନତା ଅଭିଯାନ କ୍ରମାଗତ ଭାବେ ଚାଲିଛି। ଏହା ସତ୍ତ୍ବେ ବି ରାସ୍ତାରେ ଯିବା ସମୟରେ ଏମିତି କିଛି ଘଟଣା ନଜରକୁ ଆସିଥାଏ ଯେଉଁଥିରେ ଗାଡ଼ି ଚାଳକ ନିଜ ଜୀବନକୁ  ବିପଦରେ ପକାଇବା ସହିତ ଅନ୍ୟର ଜୀବନକୁ ବି ସଙ୍କଟକୁ ଠେଲି ଦେଇଥାଆନ୍ତି। ଏମିତି ଏକ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କଠାରୁ ୫୦ ହଜାର ଲୁଟ୍‌

ଚମକପୁର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ନାରଦପୁର ଛକ ନିକଟରେ ଆଜି ଜଣେ ଯୁବତୀଙ୍କଠାରୁ ୫୦ହଜାର ଟଙ୍କା ଲୁଟି ନେଇଛନ୍ତି ଦୁଇଜଣ ଦୁର୍ବୃତ୍ତ। ଏ ସମ୍ପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ୫୨୦ ନମ୍ବର ଜାତୀୟ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ସରକାରୀ ଶିକ୍ଷକଙ୍କ ସାମ୍ବାଦିକତା; ଦଲମ ସ୍କୁଲ୍‌ ଶିକ୍ଷକ ଚାକିରିରୁ ନିଲମ୍ବିତ

ବେଗୁନିଆ: ମହଙ୍ଗା ପଡ଼ିଲା ସରକାରୀ ପ୍ରାଥମିକ ସ୍କୁଲ୍ ଶିକ୍ଷକଙ୍କ ସାମ୍ବାଦିକ ନିଶା। ଏପାଖେ ସ୍କୁଲ ଶିକ୍ଷକ ହିସାବରେ ସରକାରୀ ତହବିଲ୍‌ରୁ ଦରମା ଉଠାଉଥିଲେ, ସେପାଖେ ସାମ୍ବାଦିକ ପରିଚୟ ନେଇ ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା କାର୍ଡ ବି ନେଇଥିଲେ। ସାମ୍ବାଦିକ ଦର୍ଶାଇ ସରକାରୀ ଅଫିସରଙ୍କୁ…
ଅଧିକ ଖବର ଦେଖନ୍ତୁ...

ମହାପ୍ରସାଦରେ ଉଷୁନା ଚାଉଳ! ଅର୍ପଣ ଚାଉଳକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା: ମହାପ୍ରଭୁଙ୍କ ମହାପ୍ରସାଦରେ ଉଷୁନା ଚାଉଳ। ଅର୍ପଣ ରଥରୁ ସଂଗୃହୀତ ବାର ମିଶା ଚାଉଳରେ ଏହା ତିଆରି ଚାଲିଛି। ମହାପ୍ରଭୁଙ୍କ ଲାଗି କରି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅପବିତ୍ର କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଏମିତି ସାଙ୍ଘାତିକ…
ଅଧିକ ଖବର ଦେଖନ୍ତୁ...

ମାଲେସିଆ ସୁପ୍ରିମକୋର୍ଟ ରଦ୍ଦ କଲେ ସରିଆ ଆଇନ, କଠୋରପନ୍ଥୀଙ୍କୁ ଧକ୍କା

କ୍ୱାଲାଲମ୍ପୁର: ମାଲେସିଆର ସର୍ବୋଚ୍ଚ ଅଦାଲତ ଶୁକ୍ରବାର କେଲଣ୍ଟାନ୍ ରାଜ୍ୟ ଦ୍ୱାରା ପ୍ରଣୟନ କରାଯାଇଥିବା ପ୍ରାୟ ଏକ ଡଜନ ସରିଆ ଭିତ୍ତିକ ଆଇନକୁ ରଦ୍ଦ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହି ଆଇନଗୁଡ଼ିକ ସଂଘୀୟ କର୍ତ୍ତୃପକ୍ଷଙ୍କୁ ଉଲ୍ଲଂଘନ କରୁଛି। ଏହି ନିଷ୍ପତ୍ତିକୁ ଇସଲାମିକ…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ ସୁଜ୍ଞାନ କୁମାରୀଙ୍କୁ ଚେନ୍ନାଇର ହସ୍‌ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାତି ତାମିଲନାଡୁ ଗସ୍ତରେ ଯାଇ ଗଂଜାମର ପୂର୍ବତନ ବିଧାୟିକ ଭି ସୁଜ୍ଞାନ କୁମାରଙ୍କୁ ଭେଟିଛନ୍ତି। ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ସୁଜ୍ଞାନ କୁମାରଙ୍କୁ ଭେଟିଲା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଛୋଟ କଥାରେ ବଡ ବାର୍ତ୍ତା, ପତ୍ନୀଙ୍କୁ ଆରାମ ପାଇଁ ତକିଆ ବଢ଼ାଇଦେଲେ ଆଦିତ୍ୟ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ୟାମି ଗୌତମ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଆର୍ଟିକିଲ ୩୭୦' ପାଇଁ ଚର୍ଚ୍ଚାରେ ଅଛନ୍ତି | ତାଙ୍କ ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଏବଂ ଫିଲ୍ମ ୨୩ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ | ନିକଟରେ ଅଭିନେତ୍ରୀ ୟାମି ଗୌତମ ତାଙ୍କ ସ୍ୱାମୀ ଆଦିତ୍ୟ ଧରଙ୍କ…
ଅଧିକ ଖବର ଦେଖନ୍ତୁ...