Daily Archives

February 10, 2024

‘ସ୍ତ୍ରୀ-୨’ରେ ନଜର ଆସିବେ ବରୁଣ ଧାୱନ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଭିଡି ୧୮' ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି | ତାଙ୍କ ଚଳଚ୍ଚିତ୍ରର ଟାଇଟଲ୍ ଏବଂ ପ୍ରଥମ ଲୁକ୍ ପ୍ରକାଶ କରି ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ୍ କରିଛନ୍ତି | ବରୁଣ ଧାୱନଙ୍କ ଏହି ଫିଲ୍ମ ମେ ୩୧, ୨୦୨୪ରେ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ : ଜମ୍ମୁ ଓ କଶ୍ମୀରର ୧୫ଟି ସ୍ଥାନରେ ଏନଆଇଏ ଚଢଉ

ଶ୍ରୀନଗର: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଶନିବାର ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ନିଷିଦ୍ଧ ଜମାତ-ଇ-ଇସଲାମି (ଜେଇଆଇ) ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏନଆଇଏ ଶନିବାର ଜମ୍ମୁ-କଶ୍ମୀରର ୧୫ଟି ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ସଲ୍‌ମାନଙ୍କ ସହ ରୋମାନ୍ସ କରି ସାରିଛନ୍ତି ଐଶ୍ବର୍ଯ୍ୟାଙ୍କ ପରି ଦିଶୁଥିବା ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: ଅନେକ ବଲିଉଡ ଅଭିନେତ୍ରୀ ସଲମାନ ଖାନଙ୍କ ସହ ଡେବ୍ୟୁ କରିଛନ୍ତି। ସୋନାକ୍ଷୀ ସିହ୍ନାଙ୍କଠାରୁ ନେଇ ଜରିନ ଖାନ୍‌ଙ୍କ ନାମ ଏହି ତାଲିକାରେ ରହିଛି। ସେହି ତାଲିକାରେ ଆଉ ବି ଏକ ନାମ ରହିଛି, ଯାହାଙ୍କୁ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ହମ୍‌ସକଲ୍‌ ବୋଲି କୁହାଯାଉଛି। ତେବେ…
ଅଧିକ ଖବର ଦେଖନ୍ତୁ...

ପହଞ୍ଚିଲେ ୫ ମହିଳା ହକି ଦଳ: ୧୨ରୁ ଆରମ୍ଭ ପ୍ରୋ-ଲିଗ୍‌

ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ପ୍ରୋ-ଲିଗ୍‌ ମ୍ୟାଚ୍‌ ଖେଳିବାକୁ ଶନିବାର ରାଉରକେଲା ପହଞ୍ଚିଛନ୍ତି ୫ଟି ମହିଳା ଦଳ। ଭାରତ ସମେତ ଚୀନ, ୟୁଏସଏ, ନେଦରଲାଣ୍ଡ୍‌ସ ଓ ଅଷ୍ଟ୍ରେଲିଆ ଦଳ ପହଞ୍ଚିଛନ୍ତି। ସମସ୍ତ ୫ଟି ଦଳ ଭୁବନେଶ୍ବରରୁ ବିମାନରେ ଝାରସୁଗୁଡ଼ା ପହଞ୍ଚିଥିଲେ।…
ଅଧିକ ଖବର ଦେଖନ୍ତୁ...

ସାଇବର ଅପରାଧର ଶିକାର ହେଲେ ମହେଶ ବାବୁଙ୍କ ଝିଅ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ମହେଶ ବାବୁ ଏବଂ ନମ୍ରତା ଶିରୋଡ଼କରଙ୍କ ଝିଅ ସୀତାରା ଘଟମନେନି ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ବେଳେବେଳେ ସେ ତାଙ୍କର ଡ୍ୟାନ୍ସ ଭିଡିଓ ଏବଂ ପାରିବାରିକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଓ ଏହା ଇଣ୍ଟରନେଟରେ ଭାଇରାଲ ହୋଇଥାଏ | ତେବେ…
ଅଧିକ ଖବର ଦେଖନ୍ତୁ...

ମହିଳାମାନେ ଭାରତର ବିକାଶ କାହାଣୀର ନେତୃତ୍ୱ ନେବେ: ଡକ୍ଟର ପି. କେ. ମିଶ୍ର

ସମ୍ବଲପୁର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି କେ ମିଶ୍ର ଆଜି ସମ୍ବଲପୁର ଠାରେ ଓଡ଼ିଶା ଅର୍ଥନୈତିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି । ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ବିଶ୍ୱ ଅର୍ଥନୀତିରେ ଦେଖାଦେଇଥିବା ଅଦ୍ଭୁତ ଅସ୍ଥିରତା ଏବଂ ଅନିଶ୍ଚିତତା ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ନିର୍ବାଚନ : ନଓ୍ବାଜ୍ ସରିଫ ଓ ମରିୟମ ନଓ୍ବାଜଙ୍କ ବିଜୟକୁ କୋର୍ଟରେ ଚ୍ୟାଲେଞ୍ଜ କଲା ପିଟିଆଇ

ଇସ୍ଲାମାବାଦ: ପିଏମଏଲ-ଏନ ସୁପ୍ରିମୋ ନୱାଜ ସରିଫ ଏବଂ ତାଙ୍କ ଝିଅ ମରିୟମ ନୱାଜଙ୍କ ବିଜୟ ବିରୋଧରେ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଲାହୋର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ନିର୍ବାଚନରେ ଜାଲିଆତି କରି ଉଭୟ ବିଜୟ ହାସଲ କରିଛନ୍ତି ବୋଲି ପିଟିଆଇ ଅଭିଯୋଗ କରିଛି ।…
ଅଧିକ ଖବର ଦେଖନ୍ତୁ...

ଫିରିଙ୍ଗିଆ ସହରରେ ମାଓ ପୋଷ୍ଟର୍‌: ଆତଙ୍କିତ ଲୋକେ

ଫିରିଙ୍ଗିଆ: ଗତ ଫେବ୍ରୁଆରି ୩ରେ ଟପ୍ ମାଓନେତା ଦସୁରୁ ପୁଲିସ ଗୁଳିରେ ପ୍ରାଣ ହରାଇବା ପରେ ଏବେ ପ୍ରତିକ୍ରିୟାଶୀଳ ହୋଇଛି ଲାଲ୍ ବାହିନୀ। ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର୍‌ ଲଗାଇ ପୁଲିସକୁ ଚ୍ୟାଲେଞ୍ଜ୍‌ ଦେବାକୁ ଚେଷ୍ଟା କରିଛି ‌କେକେବିଏନ୍‌ ସଂଗଠନ। ଆଜି ପ୍ରଥମ ଥରପାଇଁ ଫିରିଙ୍ଗିଆ ସହରରେ…
ଅଧିକ ଖବର ଦେଖନ୍ତୁ...

ମୁହଁରେ ଏହି ସବୁ ଜିନିଷ ଲଗାଇଲେ ଦୂର ହେବ ବ୍ରଣ ଓ କଳାଦାଗ

ମୁହଁରେ ବ୍ରଣ କିମ୍ବା କଳା ଦାଗ ହୋଇଗଲେ ପୂରା ମନଟା ହିଁ ବିରକ୍ତିପୂର୍ଣ୍ଣ ହୋଇଯାଏ। କେଉଁ ବି କାର୍ଯ୍ୟରେ ମନ ଲାଗେ ନାହିଁ। ଦାଗ କିପରି କମ୍‌ କରାଯାଇ ପାରିବ ସେହି ସବୁ ଭାବନା ମନକୁ ଆସେ। ଆପଣଙ୍କ ମୁହଁରେ ବି ଯଦି କଳାଦାଗ ଅଛି ତେବେ ତାହା ଏକ ଚିନ୍ତା କରିବା ପରି ବିଷୟବସ୍ତୁ ଆଦୌ ବି…
ଅଧିକ ଖବର ଦେଖନ୍ତୁ...

ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଜନଜାତି ଶିକ୍ଷା ସମ୍ବନ୍ଧୀୟ ଜାତୀୟ ଦୁଇ ଦିବସୀୟ ପତ୍ରବାଚନ ଉଦଘାଟିତ

ଜୟପୁର: ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ତଫସିଲଭୁକ୍ତ ଜନଜାତି ଶିକ୍ଷା ପ୍ରସଙ୍ଗ ଆଧାରିତ ଦୁଇ ଦିବସୀୟ ଜାତୀୟ ପତ୍ରବାଚନ (ସେମିନାର) ବିଶ୍ବବିଦ୍ୟାଳୟର କୁଳପତିଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବ କୁଳପତି ପ୍ରଫେସର ଡ.ଦେବୀ ପ୍ରସାଦ…
ଅଧିକ ଖବର ଦେଖନ୍ତୁ...