Daily Archives

February 11, 2024

ବିକଶିତ ଭାରତ ସଂକଳ୍ପ ଯାତ୍ରା: କେନ୍ଦ୍ରୀୟ ଯୋଜନାର ପ୍ରସାର ସହ ଜାରି ରହିଛି ହିତାଧିକାରୀଙ୍କ ପଞ୍ଜୀକରଣ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ନେଇ ଗତ ନଭେମ୍ବର ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ବିଭିନ୍ନ ଗ୍ରାମାଞ୍ଚଳରେ ପୁନର୍ବାର ଜାରି ରହିଛି। ବିଭିନ୍ନ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ଯୁବକକୁ ୨୦ ବର୍ଷ ଜେଲଦଣ୍ଡ ଦେଲେ ମଥୁରା କୋର୍ଟ

ମଥୁରା: ଉତ୍ତରପ୍ରଦେଶର ମଥୁରାର ଏକ ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ଘଟଣା ୟୁକ୍ରେନର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ସହ ସମ୍ପର୍କିତ । କୋର୍ଟ ତାଙ୍କୁ ୨୩ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଏମିତି ଫଟୋ କେମିତି ହେଲା: ରଣବୀରଙ୍କ ଝିଅର ଫଟୋ ଦେଖି ଏଭଳି ପ୍ରତିକ୍ରିୟା ଦେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଗେହ୍ଲି ଝିଅ ରାହା କପୁର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି | ବାସ୍ତବରେ ଯେବେଠାରୁ ରାହାଙ୍କ ଫଟୋ ସାମ୍ନାକୁ ଆସିଥିଲା, ତାଙ୍କ ଫଟୋକୁ ନେଇ ଏତେ ସବୁ ଏଡିଟିଂ କରାଯାଇଛି ଯାହାକି ସୋସିଆଲ ମିଡିଆରେ ଘୁରି ବୁଲୁଛି | କିନ୍ତୁ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଯୌତୁକ ନିର୍ଯାତନା ହେଲା କାଳ! ଚିକିତ୍ସା ଅବହେଳାରୁ ବିବାହିତା ମହିଳାଙ୍କ ମୃତ୍ୟୁ ଅଭିଯୋଗ 

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଲୋଧାଚୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଦେଖିବାକୁ ମିଳିଛି। ଏହି ଗାଁର ଜନୈକ ବିବାହିତା ମହିଳାଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିଲାବେଳେ ଯୌତୁକ ଜନିତ ନିର୍ଯ୍ୟାତନା ଯୋଗୁ ଏଭଳି ଘଟିଲା ବୋଲି ମୃତ ମହିଳାଙ୍କ ବାପା ଘର ଲୋକେ…
ଅଧିକ ଖବର ଦେଖନ୍ତୁ...

ବିହାର : ତେଜସ୍ବୀ ଯାଦବଙ୍କ ଘର ଆଗରେ ପହଞ୍ଚିଲା ପୁଲିସ୍, କାରଣ ଜାଣନ୍ତୁ

ପଟନା : ସୋମବାର ବିହାର ବିଧାନସଭାରେ ଆସ୍ଥାଭୋଟ ଥିବାବେଳେ ରାଜଧାନୀ ପଟନାରେ ରାଜନୈତିକ ଉଷ୍ମତା ଚରମରେ ପହଞ୍ଚିଛି । ସେପଟେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବାସଭବନ ବାହାରେ ବିପୁଳ ସଂଖ୍ୟକ ପୁଲିସ ପହଞ୍ଚିଛି। ଏସଡିଏମ ଓ ସିଟି ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସିଟି ଏସପି ଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଆରପିଏନ୍ ସିଂ ଏବଂ ସୁଧାଂଶୁ ତ୍ରିବେଦୀଙ୍କୁ ଉତ୍ତରପ୍ରଦେଶରୁ ପ୍ରାର୍ଥୀ କରାଯାଇଛି। ଏହା ବ୍ୟତୀତ ଦଳ ବିହାର, ଛତିଶଗଡ, ହରିୟାଣା, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ନିଜର…
ଅଧିକ ଖବର ଦେଖନ୍ତୁ...

ପ୍ରୋଟୋକଲ୍‌ ଭାଙ୍ଗି ବୁଲିଲେ ରାଜ୍ୟପାଳ; ବିଧାୟିକା ଦେଖାଇଲେ ଜବରଦସ୍ତପଡ଼ାର ଦୁଃଖ

ସୁନ୍ଦରଗଡ଼: ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସିଛନ୍ତି ରାଜ୍ୟପାଳ ରଘୁବର ଦାସ। ଝାରସୁଗୁଡ଼ାକୁ ବିମାନରେ ଆସି ସେଠାରୁ ସନ୍ଧ୍ୟାରେ ସଡ଼କ ପଥରେ ଆସୁଥିବାବେଳେ ବାଟରେ କିରେଇ ନିକଟରେ ଅଟକାଇଥିଲେ ବିଧାୟିକା କୁସୁମ ଟେଟେ। ରାସ୍ତାକଡ଼ ଜବରଦସ୍ତପଡ଼ାର ଦୁର୍ଦ୍ଦଶା କଥା କହିଥିଲେ। ଏହା ପରେ ରାଜ୍ୟପାଳ…
ଅଧିକ ଖବର ଦେଖନ୍ତୁ...

ଭିକ୍ଷାବୃତ୍ତି କରି ୪୫ଦିନରେ ମହିଳା ଏକାଠି କରିଛନ୍ତି ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା

ନୂଆଦିଲ୍ଲୀ: ‘ଭିକ୍ଷାବୃତ୍ତି ବନ୍ଦ ‌ହେଉ’ ଅନେକ ଦିନ ହେବ ଏହି ସ୍ଲୋଗାନ ଆମେ ଶୁଣି ଆସିଛୁ। କିନ୍ତୁ ଏବେ ବି ଲୋକେ ଭିକ୍ଷାବୃତ୍ତି କରୁଛନ୍ତି। ନିକଟରେ ‘ଭିକ୍ଷୁକ ମୁକ୍ତ’ ଅଭିଯାନ ଜରିଆରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଥିଲା। ଅଟକ ଥିବା ମହିଳା ଜଣକଙ୍କ ପାଖରେ ଥିବା ଟଙ୍କାର ପରିମାଣ…
ଅଧିକ ଖବର ଦେଖନ୍ତୁ...

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ପରେ ପୋଡ଼ିଦେଲେ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଓ ଜରଡ଼ା ଥାନା ଆଙ୍କୁଲି ପଞ୍ଜାୟତ ଆଦିବାସୀଅଧ୍ୟୁଷିତ ହଳଦୀବାଡ଼ ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଗୁରୁବାରିଆ ଡାକୁଆ (୪୫)ଙ୍କୁ ହତ୍ୟା ପରେ ଶବକୁ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ପତ୍ନୀ ଶ୍ରୀମତୀ ଡାକୁଆ ଅଭିଯୋଗ କରିବା…
ଅଧିକ ଖବର ଦେଖନ୍ତୁ...

୧୯ ବର୍ଷରୁ କମ ବିଶ୍ବକପ : ଭାରତକୁ ୭୩ ରନରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ

ବେନୋନି: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ ବର୍ଷରୁ କମ ବିଶ୍ବକପ କ୍ରିକେଟରେ ନିରାଶ ହୋଇଛି ଭାରତ । କାରଣ ଭାରତୀୟ ଦଳକୁ ୭୩ ରନରେ ପରାସ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ଚାମ୍ପିଅନ ହେବା ପାଇଁ ଭାରତ ଆଗରେ ୨୫୪ ରନର ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ । କିନ୍ତୁ ଏହାର…
ଅଧିକ ଖବର ଦେଖନ୍ତୁ...