Daily Archives

February 12, 2024

ଚିଡିପଦର ଗ୍ରାମବାସୀଙ୍କୁ ଚୁଆ ପାଣି ଭରସା

ଚନ୍ଦ୍ରପୁର: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ପଞ୍ଚାୟତ ଠାରୁ ମାତ୍ର ୩ କିମି ଦୂରରେ ବିଡିପଦର ଗ୍ରାମ ରହିଛି। ବିଡିପଦର ତଳ ସାହିରେ ୧୨ ଆଦିବାସୀ ପରିବାର ରହନ୍ତି। କିନ୍ତୁ ସେମାନଙ୍କ ବଞ୍ଚିବା ପାଇଁ କେବଳ ସାହା ଭରସା ଚୁଆ ପାଣି। ଗ୍ରାମରେ ଏକମାତ୍ର ନଳକୂପ ଅଙ୍ଗନବାଡ଼ି କେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...

ସୋରେନ ତଦନ୍ତରେ ତୀବ୍ର ଅସହଯୋଗ କରୁଛନ୍ତି: ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଅଭିଯୋଗ କରିଛି ଯେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ତାଙ୍କ ଏବଂ ଅନ୍ୟମାନଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡରିଂ ମାମଲାର ତଦନ୍ତରେ ତୀବ୍ର ଅସହଯୋଗ ପ୍ରଦର୍ଶନ କରୁଛନ୍ତି। କେନ୍ଦ୍ରୀୟ ଏଜେନ୍‌ସି କହିଛି ଯେ ସୋରେନ…
ଅଧିକ ଖବର ଦେଖନ୍ତୁ...

କାମକୁ ଆସୁନି ସୁନ୍ଦରଗଡ଼ ସାଇ ଆଷ୍ଟ୍ରୋଟର୍ଫ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭବାନୀପୁରସ୍ଥ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ ଏସଏଜି)ର ହକି ଆଷ୍ଟ୍ରୋଟର୍ଫ ୨୦୧୫ରୁ ଖରାପ ହୋଇପଡ଼ିଛି। ଏହା ସତ୍ତ୍ବେ ସେଠାରେ ନୂଆ ଟର୍ଫ ଲାଗି ନଥିବାରୁ ସୁନ୍ଦରଗଡ଼ ଖେଳାଳିଙ୍କ ହକି ଅଭ୍ୟାସ ବନ୍ଦ ହୋଇଯାଇଛି। ଏସ୍ଥିତିରେ ହକି ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ର ଏ…
ଅଧିକ ଖବର ଦେଖନ୍ତୁ...

ବିହାର : ଜେଡିୟୁ ବିଧାୟକ ବୀମା ଭାରତୀଙ୍କ ସ୍ବାମୀ ଅବଧେଶ ମଣ୍ଡଳ ଗିରଫ

ପଟନା: ଜେଡିୟୁ ବିଧାୟକ ବୀମା ଭାରତୀଙ୍କ ସ୍ୱାମୀ ଅବଧେଶ ମଣ୍ଡଳଙ୍କୁ ଅସ୍ତ୍ରଶସ୍ତ୍ର ଆଇନ (ଆର୍ମସ ଆକ୍ଟ) ଅନୁଯାୟୀ ଗିରଫ କରାଯାଇଛି। ହାତୀଡିହ ଥାନା କେସ୍ ନଂ ୧୭/୨୪ରେ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩ଟି ରାଇଫଲ ଓ ବିପୁଳ ପରିମାଣର ଗୁଳି…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଗଡ଼ିଲା ତିନି ମୁଣ୍ଡ: ଜାତୀୟ ରାଜପଥରେ ପ୍ରାଣ ହରାଇଲେ ଦୁଇ ସାଙ୍ଗ

ଖୋର୍ଦ୍ଧା/ନିରାକାରପୁର: ଖୋର୍ଦ୍ଧାରେ ଭୟଙ୍କର ହେଲାଣି ଦୁର୍ଘଟଣା। ୨୪ଘଣ୍ଟାରେ ଗଡ଼ିଲା ତିନି ଜଣଙ୍କର ମୁଣ୍ଡ। ବୋଲେରୋ ଧକ୍କାରେ ଦୁଇ ଜଣ ଯୁବକଙ୍କର ଜୀବନ ଯାଇଥିବା ବେଳେ ଖୋର୍ଦ୍ଧା ଏସ୍‌ପିଙ୍କ ଅଫିସ୍ ସାମ୍ନାରେ ଆଜି ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ବୁଢ଼ୀ ମା’ଙ୍କ କାର ଚଲାଇବା ଭିଡିଓ ସେୟାର କଲେ ନାଗାଲାଣ୍ଡ ମନ୍ତ୍ରୀ

ନୂଆଦିଲ୍ଲୀ: ନାଗାଲାଣ୍ଡ ପର୍ଯ୍ୟଟନ ମନ୍ତ୍ରୀ ତଥା ଭାଜପା ନେତା ତେମଜେନ ଇମାନ ଆଲୋଙ୍ଗ ସୋସିଆଲ ମିଡିଆରେ ଖୁବ ସକ୍ରିୟ । ସେ ସମୟସମୟରେ ମଜାଳିଆ ଭିଡିଓ ପୋଷ୍ଟ କରିଥାଆନ୍ତି। ନିକଟରେ ତେମଜେନ @ଅଲୋଙ୍ଗଇମ୍ନା ଆକାଉଣ୍ଟରେ ଏକ ଭିଡିଓ ସେୟ‌ାର କରିଛନ୍ତି। ଏହି ଭିଡିଓଟି ଖୁବ ଚର୍ଚ୍ଚାରେ…
ଅଧିକ ଖବର ଦେଖନ୍ତୁ...

ଭାଙ୍ଗା ସିଟ୍‌ରେ ବସାଇ ଦମ୍ପତିଙ୍କୁ ଯାତ୍ରା କରାଇବା ମହଙ୍ଗା ପଡ଼ିଲା; ଏୟାର ଇଣ୍ଡିଆକୁ ୫୦ ହଜାର ଟଙ୍କା ଦେବାକୁ…

ନୂଆଦିଲ୍ଲୀ: ନିକଟରେ ଚଣ୍ଡିଗଡ଼ର ଏକ ଖାଉଟି ଅଦାଲତ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ନ୍ୟୁୟର୍କରୁ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବା ବିମାନ ଯାତ୍ରାରେ ଏକ ଦମ୍ପତିଙ୍କୁ ଭଙ୍ଗା ବିଜନେସ୍‌ କ୍ଲାସ୍‌ ସିଟ୍‌ରେ ବସାଇ ସେମାନଙ୍କୁ ଅସୁବିଧା ଏବଂ ମାନସିକ ଯନ୍ତ୍ରଣା ଦେଇଥିବାରୁ ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏସନ ଦୁର୍ନୀତି : ଫାରୁକ ଅବଦୁଲ୍ଲାଙ୍କୁ ଇଡି ସମନ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି) ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କୁ ପଚରାଉଚରା କରିବାକୁ ସମନ ଜାରି କରିଛି । ଆସନ୍ତାକାଲି ଇଡି ତାଙ୍କୁ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଡକାଇଛି। ଏହା ହେଉଛି ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନ୍ ଦୁର୍ନୀତି ସହ…
ଅଧିକ ଖବର ଦେଖନ୍ତୁ...

ରାମଲଲ୍ଲାଙ୍କ ଦର୍ଶନ ପରେ ଦିଲ୍ଲୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାମ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅଯୋଧ୍ୟାରେ ପହଞ୍ଚି ନବନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ଦର୍ଶନ କରିବା ସହିତ ପୂଜାଅର୍ଚ୍ଚନା କରିଛନ୍ତି। ଏହି ଦୁଇନେତା ରାମମନ୍ଦିରରେ ହୋଇଥିବା ସ୍ବତନ୍ତ୍ର ପ୍ରାର୍ଥନାରେ ବି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ଏମାନଙ୍କୁ ପ୍ରାର୍ଥୀ ଘୋଷଣା କଲେ ନବୀନ

ଭୁବନେଶ୍ୱର: ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯାଇଛି | ବିଜେଡି ସଭାପତି ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି | ବିଜେଡି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...