Daily Archives

February 13, 2024

ପାନୀୟ ଜଳ ଆଜି ବି ଅପହଞ୍ଚ; ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ରାୟଗଡ଼ା: ରାୟଗଡ଼ା ପୈାର ପରିଷଦର ୱାର୍ଡ ନମ୍ବର ୨୪ ଅଧିନସ୍ଥ ଅଡୁଗୁଡା ଗ୍ରାମକୁ ଯାତାୟାତ ପାଇଁ ରାସ୍ତା ଖଣ୍ଡିଏ ନ ଥିବାରୁ ପକ୍କା ରାସ୍ତା ନିର୍ମାଣ ପାଇଁ ଆଜି ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଡୁଗୁଡା ଗ୍ରାମବାସୀ।ଜିଲ୍ଳାପାଳ ମନୋଜ କୁମାର ସତ୍ୟବାନଙ୍କୁ ସାକ୍ଷାତ କରି ରାସ୍ତା ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୧୦ ଟଙ୍କାରେ କ୍ୟାରିୟର ଆରମ୍ଭ କରିଥିଲେ ଏହି ଅଭିନେତ୍ରୀ, ଅନେକ ଦର୍ଶକଙ୍କ ହୃଦୟରେ କରିଥିଲେ ରାଜ

ମୁମ୍ବାଇ: ନିଜ ଅଭିନୟ ସହ ସୌନ୍ଦର୍ଯ୍ୟର ଯାଦୁରେ ଅନେକ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ଏହି ଅଭିନେତ୍ରୀ | ବଲିଉଡ ଅଭିନେତା ରାଜେଶ ଖାନ୍ନା ଏବଂ ଜିତେନ୍ଦ୍ରଙ୍କ ଭଳି ସୁପରଷ୍ଟାରଙ୍କ ସହ ଅଭିନୟ କରି ଦେଇଛନ୍ତି ଅନେକ ହିଟ୍ ଫିଲ୍ମ । ଖୁବ୍ କମ୍ ଲୋକ ଜାଣନ୍ତି ଯେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

‘ଲକ୍ଷ୍ୟ’ ପାଇଁ ଡିଏଚଏଚ୍ ପାଇଲା ମୁଖ୍ୟମନ୍ତ୍ରୀ ପୁରସ୍କାର

ଜୟପୁର: ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପ୍ରସୂତି ଓମହିଳା ବିଭାଗରେ ସର୍ବୋତ୍ତମ ସେବା ଯୋଗାଇଥିବାରୁ ୨୦୨୧-୨୨ ‘ଲକ୍ଷ୍ୟ’ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ଏହାକୁ ଅଧାର କରି ଭୁବନେଶ୍ବରରେ ଆଜି ଡିଏଚଏଚ୍ ‌ସ୍ବାସ୍ଥ୍ୟ ସେବା ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଡାକ୍ତରଖାନା…
ଅଧିକ ଖବର ଦେଖନ୍ତୁ...

ଜ୍ବାଇଁ ପାଇଁ ଗଲା ଆମ ଝିଅର ଜୀବନ; ପୀଡ଼ିତାଙ୍କ ପରିବାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହମିରପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହର ୭ଦିନ ପରେ ନବବଧୂଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଖୁବ ଧୁମଧାମରେ ବିବାହ ହେବାପରେ ନବବଧୂ ଶାଶୁଘରକୁ ଆସିଥିଲେ। ଚତୁର୍ଥୀ ରାତିରେ ସ୍ବାମୀ ‌‌ଯୌନ ଉଦ୍ଦୀପକ ଔଷଧ ଖାଇ ବଧୂଙ୍କ…
ଅଧିକ ଖବର ଦେଖନ୍ତୁ...

ଏସ୍‌ପିଏସ୍‌ବି ହକି: ଆର୍‌ଏସ୍‌ପି ଚାମ୍ପିଅନ

ରାଉରକେଲା: ଷ୍ଟିଲ ପ୍ଳାଣ୍ଟ ସ୍ପୋର୍ଟ୍ସ ବୋର୍ଡ (ଏସ୍‌ପିଏସ୍‌ବି) ପକ୍ଷରୁ ସେକ୍ଟର-୫ସ୍ଥ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଚାଲିଥିବା ଅନ୍ତଃଇସ୍ପାତ କାରଖାନା ହକି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଏହି ପ୍ରତିଯୋଗିତାରେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ବିଜେତା ହୋଇଛି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କ ଶୈବପୀଠ ଦର୍ଶନ ଓ ମିସନକାଫେ ପରିଦର୍ଶନ

ରାଉରକେଲା/ବେଦବ୍ୟାସ: ଓଡ଼ିଶାର ରାଜ୍ୟପାଳ ଆଜି ରାଉରକେଲାର ବେଦବ୍ୟାସ ଶୈବପୀଠରୁ ଆରମ୍ଭ କରି ଶିକ୍ଷା ଅନୁଷ୍ଠାନ, ମିସନ ଶକ୍ତି କାଫେ ଆଦି ପରିଦର୍ଶନ କରିଥିଲେ। ପ୍ରଥମେ ବେଦବ୍ୟାସ ଶୈବ ପୀଠ ଯାଇ ପୂଜାଅର୍ଚ୍ଚନା କରିଥିଲେ। ଏହା ପରେ ପାନପୋଷ ସ୍ଥିତ କ୍ରୀଡାବାସ ପରିଦର୍ଶନ କରି ସେଠାର…
ଅଧିକ ଖବର ଦେଖନ୍ତୁ...

ୟୁଏଇରେ ବି ମିଳିବ ଭାରତର ୟୁପିଆଇ ଓ ରୁପେ ସେବା

ଆବୁଧାବି : ବିଦେଶରେ ମଧ୍ୟ ଭାରତର ୟୁପିଆଇର ଜୟଯାତ୍ରା ଜାରି ରହିଛି। ଆଜି ( ମଙ୍ଗଳବାର) ୟୁଏଇରେ ଭାରତର ୟୁପିଆଇ ଓ ରୁପେ କାର୍ଡ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହା ପୂର୍ବରୁ ଭାରତ ସମେତ ୬ଟି ଦେଶରେ ୟୁପିଆଇ ସେବା ପ୍ରଚଳିତ ଥିଲା । ସେସବୁ ଦେଶ ହେଉଛନ୍ତି ଫ୍ରାନ୍ସ, ସିଙ୍ଗାପୁର, ମରିସସ,…
ଅଧିକ ଖବର ଦେଖନ୍ତୁ...

ରାଞ୍ଚି-ବିଜୟୱାଡ଼ା ରାଜପଥ ପାଲଟିଛି ମରଣଯନ୍ତା: ଜଣେ ଯୁବକଙ୍କ ମୃତ୍ୟୁ, ଦୁଇ ଗୁରୁତର

ରାଇରଙ୍ଗପୁର/ବାଦାମପାହାଡ଼: ରାଞ୍ଚି-ବିଜୟଓ୍ବାଡା ୨୨୦ ନଂ ଜାତୀୟ ରାଜପଥର ରାଇରଙ୍ଗପୁର-ଯଶିପୁର ମୁଖ୍ୟ ରାସ୍ତାର ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅନ୍ତର୍ଗତ ଖେରଣା ନିକଟରେ ହାଇୱା ଧକ୍କା ଦେବାରୁ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ପଢ଼ିଆ ଗ୍ରାମର ରାମଚନ୍ଦ୍ର ସୋରେନ୍‌ଙ୍କ ପୁଅ ସିଂରାୟ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ଅନୁମତି ପରେ ମୃତ୍ୟୁକୁ ଆଲିଙ୍ଗନ କଲେ ନେଦରଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀ

ନେଦରଲ୍ୟାଣ୍ଡ: ନେଦରଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଡ୍ରାଇସ୍ ଏଗ୍ଟ ଏବଂ ତାଙ୍କ ପତ୍ନୀ ଇଉଜିନ୍ ପରସ୍ପର ସହିତ ପ୍ରାୟ ୭୦ ବର୍ଷ ବିତାଇବା ପରେ ମୃତ୍ୟୁକୁ ଗ୍ରହଣ କରିଛନ୍ତି। ଉଭୟଙ୍କ ବୟସ ଯଥାକ୍ରମେ ୯୩ ବର୍ଷ ହୋଇଥିବାବେଳେ ଡ୍ରାଇସ୍ ଓ ଇଉଜିନ୍ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ | କେବଳ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ି ଘରକୁ ଫେରିଲେ ନାରାୟଣ, ଧରିଲେ ପଦ୍ମ

ଭଦ୍ରକ: ଜିଲ୍ଲାର ଜଣେ ପୁରୁଖା ନେତା ତଥା ମା’ ଭଦ୍ରକାଳୀ ମଣ୍ଡଳର ମଣ୍ଡଳ ସଭାପତି ନାରାୟଣ ସେନାପତି ବିଜେଡ଼ି ଛାଡ଼ି ପୁଣି ବିଜେପିକୁ ଫେରିଛନ୍ତି, ଯାହାକୁ ତାଙ୍କର ଘରବାହୁଡ଼ା ବୋଲି ବ୍ୟକ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ।…
ଅଧିକ ଖବର ଦେଖନ୍ତୁ...