Daily Archives

February 14, 2024

ନବରଙ୍ଗପୁର ଜିଲ୍ଲାର ୨ୟ ଚାଉଳ କଳରେ ପଡ଼ିଲା ତାଲା, ଫେରାଇନାହିଁ ୭୯୭୭ କୁଇଣ୍ଟାଲ ଚାଉଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଅବଧିର ଦେଢ଼ ମାସ ପରେ ବି ମିଲିଂ ପାଇଁ ଧାନ ନେଇ ଫେରାଉନାହାନ୍ତି ଚାଉଳ। ଏପରି ୫ ଗୋଟି ମିଲ ଫେରାଇନାହାନ୍ତି ୨୧ ହଜାର ୪୪୯ କୁଇଣ୍ଟାଲ ଚାଉଳ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ସେହି ମିଲରସ୍ ଉପରେ ଚାଲିଛି ଚଢ଼ାଉ। ମଙ୍ଗଳବାର ନବରଙ୍ଗପୁର ସହରରେ ଗୋଟିଏ ମିଲ…
ଅଧିକ ଖବର ଦେଖନ୍ତୁ...

ଗୁରୁବାରଠାରୁ ସିବିଏସଇର ୧୦ମ, ୧୨ଶ ବୋର୍ଡ ପରୀକ୍ଷା, ୩୯ ଲକ୍ଷ ଛାତ୍ରଛାତ୍ରୀ  ପରୀକ୍ଷା ଦେବେ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ପକ୍ଷରୁ ଆସନ୍ତା କାଲି ଅର୍ଥାତ୍ ଫେବ୍ରୁଆରି ୧୫ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏଥର ଭାରତ ସମେତ ବିଶ୍ବର ୨୬ଟି ଦେଶରୁ ୩୯ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଉଦ୍ୟମ ଓ ଅଶ୍ଳୀଳ ଭିଡିଓ ଭାଇରାଲ ହେବାପରେ ଜୀବନ ହାରିଲେ ବିଜେପି ନେତ୍ରୀଙ୍କ ଝିଅ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାମପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତମଙ୍ଗଳବାର ଜଣେ ବିଜେପି ନେତ୍ରୀଙ୍କ ଝିଅ ଜୀବନ ହାରି ଦେଇଛନ୍ତି।  କିଛି ଯୁବକଙ୍କ ଅସଦାଚରଣ, ଦୁଷ୍କର୍ମ ଉଦ୍ୟମ ଓ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାକୁ ସହ୍ୟ କରି ନପାରିବାରୁ ବିଜେପି ନେତ୍ରୀଙ୍କ ଝିଅ  ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା ଅଭିଯୋଗ; ଗ୍ରାମରେ ଉତ୍ତେଜନା, ପୁଲିସ ଫୋର୍ସ ମୁତୟନ

ଖୁଣ୍ଟୁଣୀ: କଟକ ଜିଲ୍ଲା ଆଠଗଡ଼ ବ୍ଲକ କୁଳାଇଲୋ ପଞ୍ଚାୟତ ତଥା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅଡାଳ(ରାଧାକୃଷ୍ଣପୁର) ଗ୍ରାମରେ ଆଜି ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ଗ୍ରାମର ସୁଶାନ୍ତ ରଣା(୪୬)ନାମକ ଜଣେ ବ୍ୟକ୍ତିଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା କରିବାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା…
ଅଧିକ ଖବର ଦେଖନ୍ତୁ...

ସୁନାଚେନ, ମଙ୍ଗଳ ସୂତ୍ର ଝାମ୍ପି ନେଲେ ଦୁର୍ବୃତ୍ତ 

ରାୟଗଡ଼ା: ରାୟଗଡାରେ ଡକାୟତି, ରାହାଜାନି ଓ ଚୋରି ଥମିବାର ନାମ ନେଉ ନାହିଁ। ଗତ ଦୁଇ ଦିନ ତଳେ ସହରର ଦୁଇଟି ସ୍ଥାନରେ ଚୋରି ହୋଇଥିବା ବେଳେ ଆଜି ପୁଣି ଜଣେ ମହିଳାଙ୍କ ବେକରୁ ସୁନା ଚେନ, ମଙ୍ଗଳ ସୂତ୍ର ଝାମ୍ପି ନେଲେ ଦୁର୍ବୃତ୍ତ। ଆନ୍ଧ୍ରପ୍ରଦେଶର କମରଡ଼ାର ଗ୍ରାମର ମଣି ଭୂଷଣ ରାଓ ନାମକ…
ଅଧିକ ଖବର ଦେଖନ୍ତୁ...

ଶ୍ରୀପଞ୍ଚମୀରେ ଅନୁକୂଳ ହେଲା ରଥକାଠ; ତିନି ଧଉରା କାଠ ରଖି ପୂଜାର୍ଚ୍ଚନା

ପୁରୀ:‌ ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥ କାଠ ପହଞ୍ଚିବା ପରେ ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ବଡ଼ଦାଣ୍ଡ ରଥଖଳାରେ ରଥକାଠ ଅନୁକୂଳ କାର୍ଯ୍ୟ ସଂପନ୍ନ ହୋଇଛି। ରାଜନଅର ପକ୍ଷରୁ ‌ଦେବୀପ୍ରସାଦ ରାଜଗୁରୁଙ୍କ ସହ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ବିଶାଖାପାଟଣା ରେଳଷ୍ଟେସନରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ଅର୍ଥ ସାଜିଛି ବାଧକ

ରାୟଗଡ଼ା: ଗତ ସପ୍ତାହ ମଧ୍ୟରେ ଦୁଇ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ହେଲାଣି। ଅର୍ଥଅଭାବରୁ ଶବକୁ ଆଣିବା ପାଇଁ ପରିବାର ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି। ଏବେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ବିଶାଖାପାଟଣା ରେଳ ଷ୍ଟେସନରେ ହୋଇଛି। ପାଖରେ ଟଂକା ନଥିବାରୁ ପରିବାର ଲୋକେ ଶବକୁ…
ଅଧିକ ଖବର ଦେଖନ୍ତୁ...

ସଂସଦରେ ଶେଷ ହେବାକୁ ଯାଉଛି ମନମୋହନ ଯୁଗ

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକସଭା ଛାଡ଼ି ରାଜ୍ୟସଭାକୁ ଯିବା ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଘଟଣା । ତେବେ ଗୋଟିଏ ପଟେ ଏହି ଘଟଣା ଘଟୁଥିବାବେଳେ ଆଉ ଏକ ଐତିହାସିକ ଘଟଣା ଘଟିବାକୁ ଯାଉଛି । ତାହା ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ…
ଅଧିକ ଖବର ଦେଖନ୍ତୁ...

କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ସରକାରଙ୍କୁ କୁସ୍ତିଯୋଦ୍ଧାଙ୍କ ଚେତାବନୀ

ନୂଆଦିଲ୍ଲୀ: ଗତକାଲିଠାରୁ କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀ ଟ୍ରାଫିକ୍ ବ୍ୟବସ୍ଥା ବିଗିଡ଼ି ଯାଇଛି। ବିଭିନ୍ନ ଦାବି ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମସ୍ତ ଚାଷୀ ଦିଲ୍ଲୀରେ ପ୍ରବ‌େଶ ପାଇଁ ଉଦ୍ୟମ କରୁଛନ୍ତି। ପଞ୍ଜାବରେ ୧୪୪ ଧାରା ଜାରି ସତ୍ତ୍ବେ ମଙ୍ଗଳବାର ହଜାର ହଜାର…
ଅଧିକ ଖବର ଦେଖନ୍ତୁ...

ପୂର୍ବ ମିଦନାପୁରରେ ଆତଙ୍କ: ସ୍ତ୍ରୀକୁ ହତ୍ୟା କରି କଟାମୁଣ୍ଡ ଧରି ରାସ୍ତାରେ ବୁଲିଲେ ସ୍ୱାମୀ

ମିଦନାପୁର: ପାରିବାରିକ କଳହକୁ କେନ୍ଦ୍ରକରି ପଶ୍ଚିମବଙ୍ଗର ପୂର୍ବ ମିଦନାପୁରରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ତା’ର କଟାମୁଣ୍ଡ ଧରି ରାସ୍ତାରେ ବୁଲିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଆତଙ୍କ ସୃଷ୍ଟି କରିଛି। ରିବୋର୍ଟରୁ ପ୍ରକାଶ, ପଶ୍ଚିମବଙ୍ଗର ପୂର୍ବ…
ଅଧିକ ଖବର ଦେଖନ୍ତୁ...