Daily Archives

February 15, 2024

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ ପାଳିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିର ର ୪୬ତମ ପ୍ରତିଷ୍ଠା ଦିବସ ମହାସମାରୋହ ରେ ପାଳନ କରାଯାଇଛି।ତିନିଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବ ରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାର ବର୍ଗ, ବନ୍ଧୁବାନ୍ଧବ ଓ…
ଅଧିକ ଖବର ଦେଖନ୍ତୁ...

ଜେଲ ଯାଇପାରନ୍ତି ଟିଏମସି ନେତ୍ରୀ ମହୁଆ ମୈତ୍ର, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଏପରିକି ସେ ଜେଲ ଯିବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଫେମା (ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ) ସହ ଜଡ଼ିତ ଏକ ମାମଲାରେ ପଚରାଉଚରା…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ: କୋଟାରେ କୋଚିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ ଛାତ୍ର ଗିରଫ

କୋଟା: ରାଜସ୍ଥାନର କୋଟାରେ ଜଣେ କୋଚିଂ ଛାତ୍ରୀଙ୍କୁ ଚାରି ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ପରେ କୋଟା ପୁଲିସ ମୁଖ୍ୟ ଅଭିଯୁକ୍ତ ଙ୍କ ସମେତ ୪ ଜଣ କୋଚିଂ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତ ମଧ୍ୟ କୋଟାରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ…
ଅଧିକ ଖବର ଦେଖନ୍ତୁ...

ଅନିୟନ୍ତ୍ରିତ ହୋଇ ଦୋକାନ ଭିତରେ ପଶିଲା କାର; ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ମହିଳା

ନୂଆଦିଲ୍ଲୀ: ତାମିଲନାଡ଼ୁର ବେଲ୍ଲୋରରେ ଅନିୟନ୍ତ୍ରିତ ହୋଇ ଏକ କାର ଦୋକାନ ଭିତରେ ପ୍ରବେଶ କରିଥିଲା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରକାଶିତ ରିପୋର୍ଟ ମୁତାବକ,ଏହି ଘଟଣା ପେନ୍ନାଥୁର ପଲାନି ରାସ୍ତାରେ ଘଟିଛି। ଏଠାରେ ରାସ୍ତାପାର୍ଶ୍ବରେ ଥିବା ଏକ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଭାଗା ପୀଠ ଚଳଚଞ୍ଚଳ: ମାଘ ସପ୍ତମୀରେ ବୁଡ଼ ପକାଇବେ ଶ୍ରଦ୍ଧାଳୁ

କୋଣାର୍କ: ରାତି ପାହିଲେ ମାଘ ସପ୍ତମୀ। ଏଥି ପାଇଁ ଚନ୍ଦ୍ରଭାଗା ପୀଠ ଚଳଚଞ୍ଚଳ ହୋଇଉଠିଛି। ଶୁକ୍ରବାର ଭୋର୍‌ ସକାଳୁ ଚନ୍ଦ୍ରଭାଗା ବୁଡ଼ ହେବ। ୩ ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ଚନ୍ଦ୍ରଭାଗାରେ ସାଧୁସନ୍ଥ ଓ ଭକ୍ତମନେ ବୁଡ଼ ପକାଇବେ। ଏଥି ପାଇଁ ଗୁରୁବାର ସନ୍ଧ୍ୟା ପର ଠାରୁ…
ଅଧିକ ଖବର ଦେଖନ୍ତୁ...

ତିନିଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ବର ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିସନର

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ତିନି ଦନିଆ ଓଡିଶା ଗସ୍ତରେ ଆସିଛନ୍ତି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଓ ତାଙ୍କ ଟିମ ଓଡ଼ିଶାରେ ପହଞ୍ଚିଛନ୍ତି। ଓଡିଶାରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ସେମାନେ ଇଭିଏମ୍‌…
ଅଧିକ ଖବର ଦେଖନ୍ତୁ...

ସଂଦେଶଖାଲି ମାମଲା : ମହିଳା ଆୟୋଗ ତଦନ୍ତ ରିପୋର୍ଟରେ ସାଂଘାତିକ ଖୁଲାସା

ନୂଆଦିଲ୍ଲୀ: ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ) ପଶ୍ଚିମବଙ୍ଗର ସନ୍ଦେଶଖାଲି ଉପରେ ଏହାର ତଥ୍ୟ ଅନୁସନ୍ଧାନ ରିପୋର୍ଟରେ କହିଛି ଯେ ଏହା ମହିଳାମାନଙ୍କଠାରୁ ଚିନ୍ତାଜନକ ସାକ୍ଷ୍ୟ ସଂଗ୍ରହ କରିଛି ଯାହା ପୋଲିସ ଅଧିକାରୀ ଏବଂ ଟିଏମସି ସଦସ୍ୟଙ୍କ ଦ୍ୱାରା ସେମାନଙ୍କ ବ୍ୟାପକ ଭୟ ଏବଂ ଶୃଙ୍ଖଳିତ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୩ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଆଲିପୁର ଅଞ୍ଚଳରେ ଥିବା ଏକ ରାସାୟନିକ ରଙ୍ଗ କାରଖାନାରେ ଆଜି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଏନେଇ ଅଗ୍ନିଶମ ନିର୍ଦ୍ଦେଶକ ଅତୁଲ…
ଅଧିକ ଖବର ଦେଖନ୍ତୁ...

ଆକାଶରେ ରିଲିଜ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯୋଦ୍ଧା’ର ପୋଷ୍ଟର

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଯୋଦ୍ଧା' ପାଇଁ ସିଦ୍ଧାର୍ଥ ମଲହୋତ୍ରା ଚର୍ଚ୍ଚାରେ ରହିଛନ୍ତି। ଏହି କ୍ରମରେ ତାଙ୍କ ସିନେମାର ପୋଷ୍ଟର ଏକ ନୂଆ ଶୈଳୀରେ ରିଲିଜ ହୋଇଛି। ଯାହାକୁ ଦର୍ଶକ ବି ଖୁବ ପସନ୍ଦ କରୁଛନ୍ତି। ସିନେମା ପୋଷ୍ଟର ରିଲିଜର ଏକ ଭିଡିଓ ସିଦ୍ଧାର୍ଥ ମଲହୋତ୍ରା…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସ ଡ୍ରାଇଭର, ହେଲପରଙ୍କୁ ବେତନ ସହ ମିଳିବ ଅତିରିକ୍ତ ପ୍ରୋତ୍ସାହନ ରାଶି

ଭୁବନେଶ୍ବର: ଆମ୍ବୁଲାନ୍ସ କର୍ମଚାରୀଙ୍କୁ ବେତନ ସହିତ ସ୍ବତନ୍ତ୍ର ଭତ୍ତା ମିଳିବ। ଆମ୍ବୁଲାନ୍ସ ଡ୍ରାଇଭର, ଇଏମଟିଙ୍କ ମାସିକ ଭତ୍ତା ୫ ହଜାର ଟଙ୍କା ଏବଂ ହେଲପରମାନଙ୍କ ଭତ୍ତା ମାସିକ ୩ ହଜାର ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ଫେବ୍ରୁଆରିରୁ ଏହା ଲାଗୁ ହେବ। ବେସିକ ଦରମା ବାଦ…
ଅଧିକ ଖବର ଦେଖନ୍ତୁ...