Daily Archives

February 16, 2024

ଜେପିସିସି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ: ଉଫୁଲାକୁ ହରାଇ ମୁର୍ଷୁଣ୍ଢି ଚାମ୍ପିଅନ୍‌

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧୀନ ଭାଲୁଡୁଙ୍ଗୁରୀରେ ଆୟୋଜିତ ୧୫ତମ ଜୟ ମାଁ ପାଞ୍ଚଖଣ୍ଡା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଉଫୁଲାକୁ ହରାଇ ମୁର୍ଷୁଣ୍ଢି ଚାମ୍ପିଅନ ହୋଇଛି। ଜୟ ମାଁ ପାଞ୍ଚଖଣ୍ଡା କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ଗତ ୧୧ ତାରିଖ ଠାରୁ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଫାରୁକ ଅବଦୁଲ୍ଲା ବିଜେପି ସହ ମେଣ୍ଟ କରିବାକୁ ଚାଁହୁଥିଲେ: ବିଜେପି ନେତା ଦେବେନ୍ଦ୍ର ସିଂ

ଶ୍ରୀନଗର: ବିଜେପି ନେତା ଦେବେନ୍ଦ୍ର ସିଂ ରାଣା କହିଛନ୍ତି ଯେ ଜମ୍ମୁକଶ୍ମୀରର ନ୍ୟାସନାଲ କନ୍ଫରେନ୍ସ (ଏନସି) ନେତା ଫାରୁକ୍ ଅବଦୁଲ୍ଲାଙ୍କ ଏକାକୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ବିବୃତ୍ତିରେ ସେ ଆଶ୍ଚର୍ଯ୍ୟ ହୋଇ ନାହାଁନ୍ତି ଏବଂ ଏନସି ବିଜେପି ସହ ମେଣ୍ଟ କରିବାକୁ ଅନେକ ଥର…
ଅଧିକ ଖବର ଦେଖନ୍ତୁ...

ଅନୁଷ୍କାଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତି ନାହିଁ ବିରାଟ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଦ୍ବିତୀୟ ଥର ଗର୍ଭବତୀ ଥିବା ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅନୁଷ୍କାଙ୍କ ଗର୍ଭବତୀ ଥିବା ଖବର ଭାଇରାଲ ହେବାରେ ଲାଗିଥିଲେ ବି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଅନୁଷ୍କା,…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଭୁଜାଲିରେ ହାଣି ନିର୍ମମ ହତ୍ୟା; ଗୁପ୍ତାଙ୍ଗକୁ ହାଣିବା ପରେ ପଥରରେ ଛେଚିଲେ

ରାଉରକେଲା: ସହରର ସେକ୍ଟର-୨୦ ‘ଡି’ ବ୍ଲକ ମାର୍କେଟ ନିକଟରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଏନ୍ଆଇଟି ପଛପାର୍ଶ୍ବ ବରଟୋଲିର ନିହାର ରଂଜନ ଆଚାର୍ଯ୍ୟ (ଟୁଟୁ ଆଚାର୍ଯ୍ୟ, ୪୫)। ଦୋକାନ ଖାଲି କରିବାକୁ କେନ୍ଦ୍ର କରି ଦୁଇ ଦୁର୍ବୃତ୍ତ ଭୁଜାଲିରେ ଟୁଟୁଙ୍କ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ୧୨ ଘଣ୍ଟିଆ ଧର୍ମଘଟ; ଗଡ଼ିଲାନି ଯାତ୍ରୀବାହୀ ବସ୍‌

ରାଉ‌ରକେଲା: ଶ୍ରମିକ କୃଷକ ଓ ଜନବିରୋଧୀନୀତି ବିରୋଧରେ ଆଜି ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ, ସ୍ବାଧୀନ କର୍ମଚାରୀ ଫେଡେରେସନ୍‌ ଓ ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ୧୨ ଘଣ୍ଟିଆ ଧର୍ମଘଟ ଓ ହରତାଳ ଡାକରା ଦିଆଯାଇଥିଲା। ଯାହାର ପ୍ରଭାବ ରାଉରକେଲା ଓ ଏହାର ଆଖପାଖ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଘରୁ ଚୋରି; ମାମଲା ରୁଜୁ କଲେ ମା’

ନୂଆଦିଲ୍ଲୀ: ହରିୟାଣା ପଞ୍ଚକୁଲା ସେକ୍ଟର-୪ ଏମଡିସିରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ଘରୁ ୭୫ହଜାର ଟଙ୍କା ଓ ଅଳଙ୍କାର ଚୋରି ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ଯୁବରାଜ ସିଂହଙ୍କ ମା’ ସବନମ ସିଂହ ଏହି ଚୋରି ଘଟଣାରେ ଘରେ ଥିବା ତାଙ୍କର ଦୁଇ ସହାୟକଙ୍କୁ ସନ୍ଦେହ କରି…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ଶିବିର ଧ୍ବସ୍ତ: ୩ ଆଇଇଡି ବୋମା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ

ରାଉରକେଲା/ବିଶ୍ରା: କୋହ୍ଲାଣ ଜଙ୍ଗଲରେ ଚାଲିଥିବା ବଡଧରଣ ନକ୍ସଲ ଶିବିରକୁ ମିଳିତ ଯବାନମାନଙ୍କ ପକ୍ଷରୁ ଧ୍ବସ୍ତ କରାଯାଇଛି। ଘଟଣାସ୍ଥଳରୁ ୫ କେଜି ଓଜନର ୩ ଆଇଇଡି ବୋମା, ନକ୍ସଲ ପୁସ୍ତିକା, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ଦୁର୍ଦ୍ଦାନ୍ତ ନକ୍ସଲ ନେତା ମିସ୍‌ରି ବେଶ୍ରା,…
ଅଧିକ ଖବର ଦେଖନ୍ତୁ...

ଚାରି ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ମୋବାଇଲ ଟିମ ଆଜି ଖୋର୍ଦ୍ଧା ସହରର ସାମନ୍ତରାପୁର ସାଗୁଆନି ବଗିଚାରେ ଚଢ଼ାଉ କରି ୪୧ଗ୍ରାମ ବ୍ରାଉନସୁଗାର ଜବତ କରିଛି। ବେଆଇନ କାରବାର ମାମଲାରେ ସ୍ଥାନୀୟ ଅଞ୍ଚଳର ଯୁବକ କାଳୁ ଚରଣ ବେହେରା ଗିରଫ ହୋଇଛନ୍ତି। କାଳୁ ନିଜ ଘରେ ବ୍ରାଉନସୁଗାର ବେପାର କରୁଥିଲା।…
ଅଧିକ ଖବର ଦେଖନ୍ତୁ...

ହମାସର ଦାବି: ଗତ ୨୪ ଘଂଟାରେ ଇସ୍ରାଏଲ ଆକ୍ରମଣରେ ଯାଇଛି ୧୧୨ ଜଣଙ୍କ ଜୀବନ 

ନୂଆଦିଲ୍ଲୀ: ହମାସ ପରିଚାଳିତ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ୧୧୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଇସ୍ରାଏଲ ସହ ଚାଲିଥିବା ଯୁଦ୍ଧରେ ନିହତ ହୋଇଥିବା ପାଲେଷ୍ଟାଇନୀୟଙ୍କ ସଂଖ୍ୟା ୨୮,୭୭୫କୁ ବୃଦ୍ଧି ପାଇଛି। ତେବେ ଟାଇମ୍ସ ଅଫ୍ ଇସ୍ରାଏଲ୍…
ଅଧିକ ଖବର ଦେଖନ୍ତୁ...

କ୍ୟାବିନେଟ ବିସ୍ତାର ପରେ ଝାଡ଼ଖଣ୍ଡରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ରାଞ୍ଚି: ଝାଡ଼ଖଣ୍ଡରେ କ୍ୟାବିନେଟ୍ ବିସ୍ତାର ପରେ କଂଗ୍ରେସ ଶିବିରରେ ଏବେ ଅସନ୍ତୋଷ ଦେଖିବାକୁ ମିଳିଛି | ବାସ୍ତବରେ ନୂଆ ମନ୍ତ୍ରିମଣ୍ଡଳକୁ ନେଇ ଅନେକ କଂଗ୍ରେସ ବିଧାୟକ ଖପ୍ପା ହୋଇପଡିଛନ୍ତି। ଅସନ୍ତୁଷ୍ଟ କଂଗ୍ରେସ ବିଧାୟକମାନେ ରାଜ୍ୟ କଂଗ୍ରେସ ସଭାପତି ରାଜେଶ ଠାକୁରଙ୍କ ସରକାରୀ ବାସଭବନରେ…
ଅଧିକ ଖବର ଦେଖନ୍ତୁ...