Daily Archives

February 17, 2024

ରାୟଗଡ଼ା ଜିଲ୍ଲାର ୩ଟି ଆମ ହସପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା: ଆମ ୫ଟି ଉପକ୍ରମରେ "ଆମ ହସ୍ପିଟାଲ" ଯୋଜନାରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ୧୫ ଜିଲ୍ଲାର ୭୩ ଟି "ଆମ ହସ୍ପିଟାଲ" ଅଭାସି ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି। ଏହି ଯୋଜନାରେ ଆମ ଜିଲ୍ଲା ସଦରର ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ-ଗୁଣୁପୁର ଏବଂ…
ଅଧିକ ଖବର ଦେଖନ୍ତୁ...

ସନ୍ଦେଶଖାଲି ଘଟଣାର ଅଭିଯୁକ୍ତ ଶିବପ୍ରସାଦ ହାଜରା ଗିରଫ

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣାର ଅଭିଯୁକ୍ତ ଶିବପ୍ରସାଦ ହାଜରାକୁ ଆଜି ଗିରଫ କରାଯାଇଛି | ଆଉ ଏପର୍ଯ୍ୟନ୍ତ ଏହି ଘଟଣାରେ ୧୮ ଜଣଙ୍କୁ ଗିରଫ କରାଯାଇଛି | ପଶ୍ଚିମବଙ୍ଗର ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାରେ ବଶିରହାଟ ଏସପି ଏଚଏମ ରହମାନ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ନେତା…
ଅଧିକ ଖବର ଦେଖନ୍ତୁ...

ବିଜେଡ଼ି ସହ ବିଜେପିର ବିବାହ

ଭଦ୍ରକ: ବିଜେଡ଼ି ଓ ବିଜେପିର ମଧୁର ସମ୍ପର୍କକୁ ନେଇ ଆଜି ଭଦ୍ରକ କଂଗ୍ରେସ ପକ୍ଷରୁ ଏକ ବିବାହ ଉତ୍ସବ କରାଯାଇଥିଲା। କ୍ଷମତା ଲାଳସାରେ ବିଜେଡ଼ି ପ୍ରଥମରୁ ବିଜେପି ସହ ସମ୍ପର୍କ ରଖି ଦୁଇ ଦୁଇଥର ଭାଗିଦାରୀ ଶାସନ କଲା ପରେ ପରବର୍ତ୍ତୀ ସମୟରେ ଉଭୟ ବିଜେଡ଼ି ଓ ବିଜେପି ମଧ୍ୟରେ ଭଲ ସମ୍ପର୍କ ରଖି…
ଅଧିକ ଖବର ଦେଖନ୍ତୁ...

କାର୍‌-ହାଇୱା ଧକ୍କା; ଚାଳକ ମୃତ, କାର୍‌ ଚାଳକ ଗୁରୁତର

କଲେଇପୋଷ/ଲହୁଣିପଡ଼ା: ଶନିବାର ଅପରାହ୍ନରେ ଏକ କାର୍‌ ଓ ହାଇୱା ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ଷ୍ଟିୟରିଂରେ ଚାପି ହେଇ ହାଇୱା ଚାଳକଙ୍କ ମୃତ୍ୟୁ ହେବା ସହ କାର୍‌ ଚାଳକ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନାରୁ ପ୍ରକାଶ ଯେ ଆଜି ଅପରାହ୍‌ଣ ପ୍ରାୟ ୧ଟା ସମୟରେ ଓଡ଼ି ୧୯ଆର୍‌/୪୨୭୨ ହାଇଓ୍ବା…
ଅଧିକ ଖବର ଦେଖନ୍ତୁ...

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଉଭୟ ପାଇଁ ଜରୁରୀ ସବୁଜ ଚା’

ସବୁଜ ଚା’(ଗ୍ରିନ୍‌ ଟି) ପିଇବାର ଉପକାରିତା ବିଷୟରେ ଅଳ୍ପ ବହୁତ ସମସ୍ତେ ଜାଣନ୍ତି। ଭାରତୀୟମାନେ ପିଉଥିବା ବିଭିନ୍ନ ରକମର ଚା’ ମଧ୍ୟରେ ବୋଧହୁଏ ଦ୍ୱିତୀୟ ସ୍ଥାନରେ ରହିଛି ଗ୍ରିନ୍‌ ଟି। ଏହା ଲୋକେ ସଉକ ପାଇଁ କମ୍‌, ନିଜ ସ୍ୱାସ୍ଥ୍ୟ ପାଇଁ ଅଧିକ ପିଇଥାନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ…
ଅଧିକ ଖବର ଦେଖନ୍ତୁ...

ସେକ୍ଟର-୨୦ ମାଚ୍ଛମାର୍କେଟ ହତ୍ୟା ଘଟଣା: ୨ ଯୁବକଙ୍କୁ ବାନ୍ଧିଲା ପୁଲିସ

ରାଉରକେଲା: ସେକ୍ଟର-୨୦ ମାଚ୍ଛମାର୍କେଟ ନିକଟ ହତ୍ୟାକାଣ୍ଡ ଘଟଣାରେ ଝିରପାଣି ପୁଲିସ ଦୁଇ ଯୁବକକୁ ଗିରଫ କରିଛି। ସେମାନେ ହେଲେ ବରଟୋଲିର ଅଶୋକ ପ୍ରସାଦ ଓ କୋଏଲନଗର ଡି ବ୍ଲକର କେବଲ ସିଂହ। ଦୁହିଁଙ୍କୁ ଆସନ୍ତାକାଲି (ରବିବାର) ଜେଲ ପଠାଯିବ ବୋଲି ଡିଏସ୍‌ପି ପୁଷ୍ପାଞ୍ଜଳି ‌ନିଙ୍ଗି…
ଅଧିକ ଖବର ଦେଖନ୍ତୁ...

ଶିଶୁ ଚୋରି ମାମଲା: ନର୍ସଙ୍କ ଭୂମିକା ସନ୍ଦେହରେ, ଚୋରି ଉପରେ ସିନାଜୋରି!

ବଲାଙ୍ଗୀର: କଥାରେ ଅଛି, ଏକ୍‌ ତୋ ଚୋରି.. ଉପର୍‌ସେ ସିନାଜୋରି। ଏହି କଥାକୁ ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲର ନର୍ସମାନଙ୍କ କାରନାମା ଦେଖିଲେ ପ୍ରାସଂଗିକ ମନେ ହେଉଛି। ଶୁକ୍ରବାର ଦିନ ନର୍ସମାନେ ସମସ୍ତ ପ୍ରକ୍ରିୟାକୁ ଘଣ୍ଟ ଘୋଡ଼ାଇ କୌଣସି ଯାଞ୍ଚ ନକରି ସୁଶୀଳ ସ୍ୱାଇଁଙ୍କ ନବଜାତ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ, ୨୫ ହଜାର ଟଙ୍କା ଜରିମାନା

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଏବଂ ସେସନ ଜଜ୍‌ ସନ୍ଦୀପ ପଟ୍ଟନାୟକ ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ସ୍ବର୍ଣ୍ଣରାଜା ଦୀପକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୮ ଅଗଷ୍ଟ ୧୦ ତାରିଖ ସଇନ୍ତଲା ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଏନଡିଏକୁ ଫେରିପାରନ୍ତି ଚନ୍ଦ୍ରବାବୁ, ୬ଟି ଲୋକସଭା ଆସନ ଦେବାକୁ ରାଜି ଟିଡ଼ିପି

ନୂଆଦିଲ୍ଲୀ: ପୁଣିଥରେ ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ର ଏନଡିଏକୁ ପ୍ରତ୍ୟାବର୍ତ୍ତନ ନିଶ୍ଚିତ ହୋଇଛି। ଦୁଇ-ତିନି ଦିନ ମଧ୍ୟରେ ଏହା ଘୋଷଣା କରାଯିବ | ତେବେ ସିଟ୍ ବଣ୍ଟନକୁ ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ଅଛି | ବିଜେପିକୁ ୬ଟି ଲୋକସଭା ଏବଂ ୨୦ଟି ବିଧାନସଭା ଆସନ ଦେବାକୁ…
ଅଧିକ ଖବର ଦେଖନ୍ତୁ...

ରେଳ ଫାଟକ ନିକଟରେ ୪୫ ମିନିଟ ଅଟକିଲା ଟ୍ରେନ୍‌

ବଡ଼ବିଲ: ବଡ଼ବିଲ ପୁରୁଣା ପୌରପାଳିକା କାର୍ଯ୍ୟାଳୟ ନିକଟ‌ ରେଳଫାଟକରେ ଆଜି ଅପରାହ୍ନ ୫.୨୦ରେ ଲୁହାପଥର ବୋଝେଇ କରି ବଲାଣିରୁ ଦୁର୍ଗାପୁର ଯାଉଥିବା ଏକ ମାଲ୍‌ବାହୀ ଟ୍ରେନ୍‌ ୪୫ ମିନିଟ ଧରି ଅଟକି ରହିବା ଯୋଗୁଁ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇଛି। ଫାଟକର ଉଭୟ ପାର୍ଶ୍ବରେ ଶହଶହ…
ଅଧିକ ଖବର ଦେଖନ୍ତୁ...