Daily Archives

February 18, 2024

ରାୟଗଡ଼ାରୁ ମୁମ୍ବାଇ ଚାଲାଣ କରୁଥିଲେ ଗଂଜେଇ; ୨ ମହିଳାଙ୍କ ସମେତ ୪ ଅଭିଯୁକ୍ତ ଗିରଫ

ରାୟଗଡା: ବେଆଇନ୍‌ ଗଂଜେଇ ଚାଲାଣ ଅଭିଯୋଗରେ ଅବକାରୀ ପୁଲିସ ୨ ଜଣ ମହିଳାଙ୍କ ସମେତ ମୋଟ୍‌ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବବିତା ଗାଂଟା (୨୮), ପ୍ରାଚୀ କାଡ୍ରକା (୩୬),ସଚିନ ନାୟକ(୨୪) ଓ ସାମସନ୍ ସିଂ ଓରଫ ମିଲନ (୨୩)। ରାୟଗଡ଼ା ଜିଲ୍ଳାରେ ସଂପୂର୍ଣ୍ଣ ଭାବେ ବେଆଇନ୍…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ମିଶିବା ବିଷୟକୁ ଖଣ୍ଡନ କଲେ କମଳନାଥ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ବିଜେପିରେ ମିଶିବା ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି। ଦିଲ୍ଲୀରେ ଗଣମାଧ୍ୟମସହ କଥାବାର୍ତ୍ତା କରି କମଲନାଥ ବିଜେପିରେ ଯୋଗ ଦେବା ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ସହ ଆସନ ଭାଗବଣ୍ଟାକୁ ନେଇ ଆପ, ଟିଏମସି ପରେ ଡ଼ିଏମକେ ଅରାଜି

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ ମଜଭୁତ ଅଛି ବୋଲି କଂଗ୍ରେସ ଯେତେ କହୁଥିଲେ ବି ଅନ୍ୟଦଳମାନଙ୍କର ନିଷ୍ପତ୍ତି ଏହାକୁ ଭୁଲ ପ୍ରମାଣିତ କରୁଛି | ଇଣ୍ଡିଆ ମେଣ୍ଟର ସହଯୋଗୀ ଥିବା ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଲୋକସଭା ନିର୍ବାଚନରେ ଏକୁଟିଆ ନିର୍ବାଚନ ଲଢ଼ିବାକୁ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଗୁଣିଗାରେଡ଼ି ସନ୍ଦେହରୁ ଚାଲିଗଲା ୪ ଜୀବନ; ବନ୍ଧାହେଲେ ଗୋଟିଏ ପରିବାରର ୫ ଅଭିଯୁକ୍ତ

ରାଉରକେଲା/ବିଶ୍ରା: ଗତକାଲି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ହାଟଗମ୍‌ହାରିଆ ଥାନା ନୁରଡ଼ା ଗାଁ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ହତ୍ୟା ଘଟଣାରେ ହାଟ୍‌ଗମ୍‌ହାରିଆ ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପୀଡ଼ିତା ବିଚାରପତିଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ତ୍ରିପୁରାର କମାଳପୁରରେ ଏକ କୋର୍ଟରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଅସଦାଚରଣ କରାଯାଇଥିବା ଘଟଣା ସାମ୍ନ‌ାକୁ ଆସିଛି। ଏହି ଅସଦାଚରଣ ଅଭିଯୋଗ ପୀଡ଼ିତା କୋର୍ଟର ଜଣେ ବିଚାରପତିଙ୍କ ବିରୋଧରେ ଆଣିଥିବା ଜଣାପଡ଼ିଛି। ପୀଡିତା ମହିଳା ଅଭିଯୋଗ କରି କହିଛନ୍ତି କି, ମୁଁ ଫେବ୍ରୁଆରି…
ଅଧିକ ଖବର ଦେଖନ୍ତୁ...

ପୁଣି ଜନନୀ ଯନ୍ତ୍ରଣା: ଆସିପାରିଲାନି ଆମ୍ବୁଲାନ୍ସ, ୩ କିମି ଖଟିଆରେ ବୁହାହେଲେ ଗର୍ଭବତୀ

ଚିଲିଗୁଡ଼ା: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ୍‌ରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣୁଥିବା ବେଳେ ସେ ବାଟରେ ଏକ କନ୍ୟାସନ୍ତାନ ପ୍ରସବ କରିଛନ୍ତି। ସୂଚନା ଅନୁସାରେ, ଜୁନାଗଡ଼ ବ୍ଲକ୍‌ ଦାସୀଗାଁ ପଞ୍ଚାୟତ ଚୋରଖସିଗୁଡ଼ା…
ଅଧିକ ଖବର ଦେଖନ୍ତୁ...

ଆଣ୍ଡାମାନରୁ ମିଳିଲା ୬ ମିଆଁମାର ଶିକାରୀଙ୍କ ମୃତଦେହ, ଡଙ୍ଗା ଖରାପ ହୋଇଯିବାରୁ ନିର୍ଜନ ଦ୍ବୀପରେ ଫସିରହିଥିଲେ

ପୋର୍ଟବ୍ଲେୟର: ଆଣ୍ଡାମାନ ନିକୋବରର ନାରକୋଣ୍ଡାମ ଦ୍ୱୀପରୁ ମିଆଁମାରର ୬ ଜଣ ଶିକାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରବିବାର ଜଣେ ଅଧିକାରୀ ଏହି ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି। ସମସ୍ତ ଶିକାରୀ ଅନାହାରରେ ପ୍ରାଣ ହରାଇଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି। ଏଠାରେ ପହଞ୍ଚିବା ବେଳକୁ…
ଅଧିକ ଖବର ଦେଖନ୍ତୁ...

ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରେ ପିକଅପ୍-ବାଇକ୍ ଧକ୍କା; ଯୁବକ ମୃତ, ଅନ୍ୟ ଜଣେ ଗୁରୁତର 

ରାଇରଙ୍ଗପୁର: ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ରାଇରଙ୍ଗପୁର ଗଢ଼ ଛକ ନିକଟରେ ବିଳମ୍ବିତ ରାତିରେ ବାଇକ-ପିକଅପ୍ ମଧ୍ୟରେ ଧକ୍କା ହେବାରୁ ବାଇକ ଚାଳକ ରାସ୍ତା…
ଅଧିକ ଖବର ଦେଖନ୍ତୁ...

ଅଟୋଟ୍ୟୁନର ଯୁଗ: ହିମେଶ ରେଶମିଆଙ୍କୁ କଟାକ୍ଷ କଲେ ବାବୁଲ ସୁପ୍ରିୟୋ

କୋଲକାତା: ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସାଂସଦ ବାବୁଲ ସୁପ୍ରିୟୋ ଆଜି କଥା କଥାରେ ସଂଗୀତ ନିର୍ଦ୍ଦେଶକ ହିମେଶ ରେଶମିଆଙ୍କୁ କଟାକ୍ଷ କରିଛନ୍ତି | ସେ କହିଛନ୍ତି ଯେ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ସେହି ଗାୟକମାନଙ୍କ ମଧ୍ୟରୁ ଜଣେ ଯିଏ ହୃଦୟରୁ ଗୀତ ଗାଆନ୍ତି । ମୁଁ ମଧ୍ୟ ଗୀତ ଗାଉଥିଲି | ମୁଁ ହମ୍…
ଅଧିକ ଖବର ଦେଖନ୍ତୁ...

ବଜ୍ରକାପ୍ତା ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କତୁରୁ ପଞ୍ଚାୟତ ରାମେୟାପଟଣା ସମୁଦ୍ରତଟରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଆଜି ଭୋର୍‌ରେ ମତ୍ସ୍ୟଜୀବୀମାନେ ବଜ୍ରକାପ୍ତାଟିକୁ ଠାବ କରିଥିଲେ। ଗାଁ ମୁଖିଆ ତଥା ନାଇଡୁ ଦିଲ୍ଲେ‌ଶ ରେଡ୍ଡୀ ବଜ୍ରକାପ୍ତାଟିକୁ ବନ ବିଭାଗକୁ ହସ୍ତାନ୍ତର…
ଅଧିକ ଖବର ଦେଖନ୍ତୁ...