Daily Archives

February 19, 2024

ଆଫଗାନିସ୍ତାନରେ ଭୟଙ୍କର ଭୂସ୍ଖଳନ, ୨୫ ମୃତ

କାବୁଲ: ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶରେ ଭୂସ୍ଖଳନରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଏହି ଭୂସ୍ଖଳନ ଯୋଗୁଁ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ସୂଚନା ଓ ଯୋଗାଯୋଗ ମୁଖ୍ୟ ମହମ୍ମଦ ଅବଦୁଲ୍ଲା ଜାନ୍ କହିଛନ୍ତି ଯେ ନୂରଗରାମ ଜିଲ୍ଲାର ନାକ୍ରା ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଅନେକ…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍‌ସ ଓ ଅଗ୍ନିଶମ ଗାଡ଼ିକୁ ବାଟ ନଛାଡ଼ିଲେ ଟ୍ରାଫିକ୍‌ ପୁଲିସ ଆଦାୟ କରିବ ୧୦ ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଆମ୍ବୁଲାନ୍‌ସ ଓ ଅଗ୍ନିଶମ ଗାଡ଼ିକୁ ଯିବାକୁ ଅନୁମତି ନ ଦେଇ ବାଟ ନଛାଡ଼ିଲେ ଚଳିତ ସପ୍ତାହରୁ ଟ୍ରାଫିକ ପୁଲିସ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରିବ ବୋଲି ନୂଆଦିଲ୍ଲୀର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଡିସିପି (ଟ୍ରାଫିକ) ବୀରେନ୍ଦ୍ର ଭିଜ୍‌ କହିଛନ୍ତି ଯେ ଗୁରୁଗ୍ରାମ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ୟୁଟ୍ୟୁବରଙ୍କ ସହ କାମ କରିବାକୁ ଇଚ୍ଛା ଜାହିର କଲେ କପିଲ !

ମୁମ୍ବାଇ: ପାକିସ୍ତାନୀ ୟୁଟ୍ୟୁବରଙ୍କ ସହ କାମ କରିବାକୁ ଚାହାନ୍ତି ଟିଭିର ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମା। ପାକିସ୍ତାନୀ ୟୁଟ୍ୟୁବର୍ ନାଦିର ଅଲିଙ୍କ ସହ କପିଲ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ୟୁଟ୍ୟୁବର୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀର ଓ ଲଦାଖରେ ୫.୨ ତୀବ୍ରତାର ଭୂମିକମ୍ପ

ଶ୍ରୀନଗର: ଜମ୍ମୁ-କଶ୍ମୀର ଏବଂ ଲଦାଖରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହା ସୋମବାର (୧୯ ଫେବୃଆରୀ) ରାତି ୨୧ଟା ୩୫ମିନିଟରେ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୨ ଥିଲା। ଏହାର କେନ୍ଦ୍ରସ୍ଥଳ କାର୍ଗିଲଠାରୁ ୧୪୮…
ଅଧିକ ଖବର ଦେଖନ୍ତୁ...

ପୁରୁଷ ପ୍ରୋଲିଗ୍ ହକି : ସ୍ପେନ ବିପକ୍ଷରେ ଚମତ୍କାର ବିଜୟରୁ ଭାରତର ଅଭିଯାନ ଆରମ୍ଭ

ରାଉରକେଲାମ: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତୀୟ ପୁରୁଷ ହକି ଦଳ ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଛି। ସ୍ପେନ୍ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍କୁ ସୁଟ୍ଆଉଟରେ ୭-୮ ଗୋଲରେ ଜିତିନେଇଛି ଭାରତ। ମ୍ୟାଚର ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଉଭୟ ଦଳ ୨-୨ରେ ବରାବର ଥିବାବେଳେ ସୁଟଆଉଟରେ ମ୍ୟାଚର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେଶୀ ଲାଭ ପାଇଁ ମନ ଲଗାଇ କାମ କରିବେ। ଆପଣଙ୍କ ବ୍ୟବହାରରେ ଜୀବନସାଥୀ ଖୁସି ରହିବେ। ଚାକିରିଆଙ୍କ ଲାଗି ଦିନଟି ଭଲ। ବୃଷ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ନୂଆ କଥା ଜାଣିବେ। ମାଗଣାରେ କାହାରିକୁ ପରାମର୍ଶ ଦିଅନ୍ତୁ ନାହିଁ। ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ଆଗକୁ ଗ୍ରୀଷ୍ମ ଋତୁ: ୫ ବର୍ଷ ହେଲା ପାନୀୟ ଜଳ ନିର୍ମାଣ କାର୍ଯ୍ୟ ଶେଷ ହେଉନି

ରାଇରଙ୍ଗପୁର: ଗତ ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଇରଙ୍ଗପୁର ଗସ୍ତରେ ଆସି ପାନୀୟ ଜଳ ମେଗା ପ୍ରକଳ୍ପ ନିମନ୍ତେ ଘୋଷଣା କରିଥିଲେ । ଉକ୍ତ ପ୍ରକଳ୍ପରେ ଗ୍ରାମାଂଚଳର ପ୍ରତ୍ୟେକ ପରିବାରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା ରହିଛି । ଉକ୍ତ ପ୍ରକଳ୍ପ ଗତ…
ଅଧିକ ଖବର ଦେଖନ୍ତୁ...

ସନ୍ଦେଶଖାଲି ଗସ୍ତ ପାଇଁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମିଳିଲା ହାଇକୋର୍ଟଙ୍କ ଅନୁମତି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ତଥା ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟକର୍ତ୍ତା ଶୁଭେନ୍ଦୁ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଅଶାନ୍ତ ସନ୍ଦେଶଖାଲି ଗସ୍ତ ପାଇଁ କଲିକତା ହାଇକୋର୍ଟ ଅନୁମତି ଦେଇଛନ୍ତି। ଏଥିସହ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ରୂପାନ୍ତରିକରଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ବସ୍ତରୀୟ ଲାଇବ୍ରେରୀରେ ପରିଣତ କରିବାକୁ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଖଣି ନିଗମ (ଓଏମସି)ର…
ଅଧିକ ଖବର ଦେଖନ୍ତୁ...

ହିନ୍ଦୀ ଫିଲ୍ମ‌ରେ ଆଉ ଦମ୍ ନାହିଁ; ଜାଣନ୍ତୁ କାହିଁକି ଏଭଳି କହିଲେ ନାସିରୁଦ୍ଦିନ ଶାହ

ମୁମ୍ବାଇ: ହିନ୍ଦୀ ଫିଲ୍ମ‌ରେ ଆଉ ଦମ୍ ନାହିଁ। ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହା ହିନ୍ଦୀ ଚଳଚ୍ଚିତ୍ରର ବିଷୟବସ୍ତୁକୁ ନେଇ ଏଭଳି କହିଛନ୍ତି। ତାଙ୍କ କହିବାନୁସାରେ, ହିନ୍ଦୀ ସିନେମା ପ୍ରାୟ ୧୦୦ବର୍ଷ ହେଲାଣି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି। କିନ୍ତୁ ଚଳଚ୍ଚିତ୍ର ନିର୍ମାତାଙ୍କର…
ଅଧିକ ଖବର ଦେଖନ୍ତୁ...