Daily Archives

February 20, 2024

ଭଦ୍ରକରେ ସିକ୍କିମ୍‌ ସତ୍ୱାଧାରୀଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ

ଭଦ୍ରକ: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାଷି ସମାରୋହାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭଦ୍ରକ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାର ସିକିମ ସତ୍ଵାଧିକାରୀଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଏଥିପାଇଁ ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ…
ଅଧିକ ଖବର ଦେଖନ୍ତୁ...

ପୁଅର ମୃତଦେହ ଫେରାଇଦେବାକୁ ପୁଟିନଙ୍କୁ ନିବେଦନ କଲେ ମା’

ମସ୍କୋ: ରୁଷର ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନିଙ୍କ ମା' ମଙ୍ଗଳବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହସ୍ତକ୍ଷେପ କରି ତାଙ୍କ ପୁଅର ମୃତଦେହ ହସ୍ତାନ୍ତର କରିବାକୁ ନିବେଦନ କରିଛନ୍ତି। ଆର୍କ୍ଟିକ୍ ଅଞ୍ଚଳରେ ଏକ ଭିଡିଓରେ ଲୁଡ୍ମିଲା ନାଭାଲନାୟା ନଜର ଆସିଥିଲେ ଯେଉଁଠାରେ ନାଭାଲନିଙ୍କ…
ଅଧିକ ଖବର ଦେଖନ୍ତୁ...

ଆରପାରିରେ ଜର୍ମାନୀକୁ ବିଶ୍ଵବିଜେତା କରାଇଥିବା ଖେଳାଳି ଆଣ୍ଡ୍ରିଆସ୍ ବ୍ରେହେମ

ନୂଆଦିଲ୍ଲୀ: ୧୯୯୦ ଫୁଟବଲ ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ବିପକ୍ଷରେ ଗୋଲ ଦେଇ ବିଜେତା କରାଇଥିବା ପ୍ରକୃତ ହିରୋ ଆଣ୍ଡ୍ରିଆସ୍ ବ୍ରେହେମଙ୍କର ଦେହାନ୍ତ ହୋଇଛି। ୬୩ ବର୍ଷ ବୟସରେ ଜର୍ମାନୀର କିମ୍ବଦନ୍ତୀ ଖେଳାଳି ଆଣ୍ଡ୍ରିଆସ୍ ବ୍ରେହେମଙ୍କର ପରଲୋକ ହୋଇଯାଇଛି | କୁହାଯାଉଛି ଯେ ହୃଦ୍‌ଘାତରେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନଶିକ୍ଷକଙ୍କ ଦ୍ବାରା ୧୦ମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: ରାଜସ୍ଥାନର ଜାଲୋର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାରଲୋକଙ୍କ କହିବାନୁସାରେ, ‘ଆମକୁ ଝିଅର ସ୍ବଭାବ ଦେଖି ସନ୍ଦେହ ହୋଇଥିଲା। ଏହାପରେ ଚାପ ପକାଇବାରୁ ଝିଅ ନିଜ…
ଅଧିକ ଖବର ଦେଖନ୍ତୁ...

ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ଜାଗର ମହାଦୀପ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୮ ତାରିଖ ଦିନ ପବିତ୍ର ମହାଶିବରାତ୍ରୀ ଅନୁଷ୍ଠିତ ହେବ। ସେହିଦିନ ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ଜାଗର ଦିନ ରାତି ୧୦ଟାରୁ ସାଢେ ୧୦ଟା ଭିତରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହେଇଛି। ତେବେ ଚଳିତବର୍ଷ  ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ…
ଅଧିକ ଖବର ଦେଖନ୍ତୁ...

ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରେ ପିକଅପ୍-ବାଇକ୍ ଧକ୍କା, ଜଣେ ମୃତ 

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ତଥା ହାଟବାଦଡା ଫାଣ୍ଡି ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ଦଲକି ନିକଟରେ ବିଳମ୍ବିତ ରାତିରେ ବାଇକ-ପିକଅପ୍ ମଧ୍ୟରେ ଧକ୍କା ହେବାରୁ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ସିଜୁକଳା…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶର ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ଶିବରାଜ ସିଂ ଚୌହାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ (୨୦୨୪)ରେ ପ୍ରଧାନମନ୍ତ୍ରୀ ମୋଦୀ ୪୦୦ ଆସନ ଜିତିବାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରଣକୌଶଳ ପ୍ରସ୍ତୁତିରେ ଲାଗିପଡ଼ିଛି ବିଜେପି । ବିଭିନ୍ନ ଆସନ ପାଇଁ ନାମ ଚୂଡ଼ାନ୍ତ କରିଚାଲିଛି ଦଳ । ଏନଡିଟିଭିର ଏକ ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶର ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ନିଜ ରୋଗକୁ ନେଇ ଖୋଲାଖୋଲି ଆଲୋଚନା କଲେ ସାମନ୍ଥା

ନୂଆଦିଲ୍ଲୀ: ସାମନ୍ଥା ରୁଥ ପ୍ରଭୁ ଦକ୍ଷିଣ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ଗତ କିଛି ମାସ ହେବ ଅଭିନେତ୍ରୀ କାମରୁ ବିରତି ନେଇଥିଲେ, କିନ୍ତୁ ବର୍ତ୍ତମାନ ସେ ଫେରି ଆସିଛନ୍ତି। ଏନେଇ ନିଜେ ସାମନ୍ଥା ରୁଥ ପ୍ରଭୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହା କଥା ପ୍ରକାଶ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପୁତ୍ର ସନ୍ତାନର ବାପା-ମା ହେଲେ ବିରାଟ-ଅନୁଷ୍କା, ପୁଅର ନାମ କଣ ଜାଣନ୍ତୁ

ମୁମ୍ବାଇ: ଶେଷରେ ଚର୍ଚ୍ଚା ଭିତରେ ଖୁସି ଖବର ଦେଇଛନ୍ତି ବିରୁଷ୍କା | ମିଳିଥିବା ସୂଚନା ମୁତାବକ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି। ଅନୁଷ୍କା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସେ ଏହି ସୂଚନା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ୧୫ ଫେବୃଆରୀରେ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରୁ ମିଳିଲା ୧୧୦୦ କୋଟିର ଡ୍ରଗ୍ସ,, କୋରିୟର କର୍ମଚାରୀଙ୍କ ସଂପୃକ୍ତି ସଂଦେହ

ପୁଣେ : ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ପ୍ରାୟ ୧୧୦୦ କୋଟି ଟଙ୍କାର ନିଶାଦ୍ରବ୍ୟ (ଡ୍ରଗ୍ସ) ଜବତ ହେବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ପ୍ରାୟ ୧୧୦୦ କୋଟି ଟଙ୍କା ମୂଲ୍ୟର ୬୦୦ କେଜିରୁ ଅଧିକ ମେଫେଡ୍ରୋନ୍ ଜବତ କରାଯାଇଛି ଏବଂ ଏହି ଘଟଣାରେ ୩ ଜଣଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...