Daily Archives

February 21, 2024

ବିଡିଓଙ୍କ ବିରୋଧରେ ପୁଣି ଗର୍ଜିଲେ ଲୋକ ପ୍ରତିନିଧି, ୨୮ରୁ ଧାରଣା ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ରାୟଗଡ଼ା: ରାୟଗଡା ଜିଲ୍ଲାର ଗୁଡାରୀ ବ୍ଲକର ବିଡିଓଙ୍କୁ ନେଇ ବିବାଦ ଥମିବାର ନାମ ନେଉ ନାହିଁ। ଲୋକ ପ୍ରତିନିଧିମାନଙ୍କୁ ଅବହେଳା କରିବା, କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ଲୋକ ପ୍ରତିନିଧିଙ୍କୁ ସାମିଲ ନକରିବା ଏବଂ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଉପେକ୍ଷା କରିବାକୁ ନେଇ ଲୋକପ୍ରତିନିଧିମାନେ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ ନିଷିଦ୍ଧ ହେଲା ହୁକ୍କା ବାର୍‌; ୨୧ ବର୍ଷରୁ କମ୍‌ ଯୁବକଙ୍କୁ ସିଗାରେଟ୍‌ ବିକ୍ରି ଉପରେ କଟକଣା

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ବୁଧବାର ରାଜ୍ୟବ୍ୟାପୀ ହୁକ୍କା ବାର୍‌କୁ ନିଷିଦ୍ଧ କରିବା ପାଇଁ ରାଜ୍ୟ ବିଧାନସଭାରେ ଏକ ବିଲ୍‌ ପାରିତ କରିଛନ୍ତି। ବିଧାନସଭାରେ ପାରିତ ହୋଇଥିବା ବିଲରେ ନିଷେଧାଦେଶ ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଏକରୁ ତିନି ବର୍ଷ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

କୃଷକଙ୍କ ‘ଦିଲ୍ଲୀ ଚଲୋ’ ଅଭିଯାନ ୨ ଦିନ ପାଇଁ ସ୍ଥଗିତ, ସରକାର ବଢାଇଲେ ଆଖୁ ଏମଏସପି

ନୂଆଦିଲ୍ଲୀ: ହରିୟାଣାର ଖାନୌରୀ ସୀମାରେ ଆନ୍ଦୋଳନରତ କୃଷକ ଓ ପୁଲିସ ମଧ୍ୟରେ ସଂଘର୍ଷ ଘଟି ଜଣେ କୃଷକଙ୍କ ମୃତ୍ୟୁ ଘଟିଛି। ତେବେ ହରିୟାଣା ପୁଲିସ ଚାଷୀଙ୍କ ମୃତ୍ୟୁକୁ ଅସ୍ୱୀକାର କରିଛି। କୃଷକଙ୍କ ମୃତ୍ୟୁ ପରେ କୃଷକ ନେତାମାନେ ଦିଲ୍ଲୀ ଅଭିମୁଖେ ପଦଯାତ୍ରାକୁ ଦୁଇ ଦିନ ପାଇଁ ସ୍ଥଗିତ ରଖିବାକୁ…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀ ଆମ୍ବୁଲାନ୍ସ ଚେରାଇ ହେଲେ ଫେରାର

ନୂଆଦିଲ୍ଲୀ: ଆମେରିକାର ଭର୍ଜିନିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ରୋଗୀଙ୍କ ହସ୍ପିଟାଲ‌ରେ ଚିକିତ୍ସା ଚାଲୁଥିବା ବେଳେ ସେ ଆମ୍ବୁଲାନ୍ସ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଉକ୍ତ ରୋଗୀ ଜଣକ ଫେରାର ‌ଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଶେଷ ଦରମା ଠାରୁ ୧୧୯ ଗୁଣା ଅଧିକ ରୋଜଗାର କରିଛନ୍ତି ବିହାରର ପୂର୍ବତନ ସରକାରୀ ବାବୁ; ତଦନ୍ତକାରୀ ଏଜେନ୍‌ସି

ନୂଆଦିଲ୍ଲୀ: ବିହାର କ୍ୟାଡରର ଜଣେ ଆଇଏଏସ୍‌ ଅଫିସର ଅବସର ନେବା ପରେ ଏକ ଡଜନରୁ ଅଧିକ କମ୍ପାନିରୁ କୋଟି କୋଟି ଟଙ୍କା କନସଲଟିଂ ଫି’ ପାଇଛନ୍ତ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସମେତ ଏକାଧିକ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତର ସମ୍ମୁଖୀନ…
ଅଧିକ ଖବର ଦେଖନ୍ତୁ...

ସହର ଦେଇ ଗୋ-ଚାଲାଣ: ଗୋରୁ ବୋଝେଇ ଟ୍ରକ୍‌ ଜବତ, ଜଣେ ଗିରଫ

ବଲାଙ୍ଗୀର: ବୁଧବାର ରାତି ୯ଟାରେ ସ୍ଥାନୀୟ ମିସନ ପଡ଼ିଆ ପାଖରେ ପୁଲିସ୍‌ ଏକ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି। ଏଥିରେ ୧୦ରୁ ଅଧିକ ଗୋରୁ ବୋଝେଇ ରହିଥିବା ଦେଖାଯାଇଛି। ତେବେ ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ଟ୍ରକକୁ ଅଟକାଇ ଥିଲେ। ଟ୍ରକ ଡିଭାଇଡର ଦେଇ ଖସିବାକୁ ଉଦ୍ୟମ କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ମୁରିବାହାଲ ତହସିଲର ବରିଷ୍ଠ ରାଜସ୍ବ ସହାୟକ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ତଥା ରେକର୍ଡକିପର ହେବଲେଟ ବାର୍ଲା ଏକ ଦାଖଲ ଖାରଜ ମାମଲାରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସମ୍ବଲପୁର, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଭିଜିଲାନ୍ସ ଟିମ୍‌ ମିଳିତ ଚଢ଼ଉ କରି ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ପ୍ରୋଲିଗ୍ ହକି: ସୁଟ୍ଆଉଟ୍‌ରେ ହାରିଲା ଭାରତ, ୨-୪ ଗୋଲ୍‌ରେ ନେଦରଲାଣ୍ଡ୍ସଠାରୁ ପରାସ୍ତ

ରାଉରକେଲା:ବିର୍ସା ମୁଣ୍ଡା ଷ୍ଟାଡିୟମରେରେ ଗୁରୁବାର ଖେଳାଯାଇଥିବା ଭାରତ-ନେଦରଲାଣ୍ଡ୍ସ ଦ୍ବିତୀୟ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଛି। ମ୍ୟାଚ୍‌ରେ ଉଭୟ ଦଳର ଖେଳାଳି ଉତ୍କୃଷ୍ଟ ପ୍ରଦର୍ଶନକରି ପ୍ରତିପକ୍ଷଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। କିନ୍ତୁ ମ୍ୟାଚ୍ ଶେଷସୁଦ୍ଧା ସ୍କୋର୍ ୧-୧…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇର କଲ୍ୟାଣ ରେଳଷ୍ଟେସନରୁ ମିଳିଲା ୫୪ଟି ଡିଟୋନେଟର, ସତର୍କ ହେଲା ପୁଲିସ୍

ମୁମ୍ବାଇ: ମୁମ୍ବାଇର କଲ୍ୟାଣ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମ ବାହାରେ ଆଜି ପ୍ରାୟ ୫୪ଟି ଡେଟୋନେଟର ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କେବଳ ପୁଲିସ ନୁହେଁ, ଅନ୍ୟ ସମସ୍ତ ସୁରକ୍ଷା ଏଜେନ୍ସି ସ୍ତବ୍ଧ ହୋଇଯାଇଛନ୍ତି। କାରଣ ଦେଶରେ ଲୋକସଭା ନିର୍ବାଚନ ୨୦୨୪କୁ ଆଉ ମାତ୍ର କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ମହିଳା କନେଷ୍ଟବଳଙ୍କୁ ସାଢ଼େ ୩ଲକ୍ଷ ଟଙ୍କା ଠକିଲେ ପୁଲିସ ବାବୁ! ଥାନାରେ ଅଭିଯୋଗ

ଜୟପୁର: ପୁଲିସ ଠକି ଦେଲା ପୁଲିସକୁ। ଏଭଳି ଏକ ଅଜବ ଘଟଣା ଘଟିଛି ଜୟପୁର ସହରରେ। ଅବକାରୀ ବିଭାଗର ସବଇନିସପେକ୍ଟର ପଦବିରେ ନିଯୁକ୍ତି କରାଇଦେବା ନାଁରେ ଜଣେ ପୁଲିସ କନେଷ୍ଟବଲ ଆଉ ଜଣେ ମହିଳା ପୁଲିସ କନେଷ୍ଟବଳଙ୍କୁ ଠକି ସାଢ଼େ ୩ଲକ୍ଷ ଟଙ୍କା ହଡପ କରିଥିବା ଜୟପୁର ଟାଉନଥାନାରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...