Daily Archives

February 23, 2024

ରାଉରକେଲା କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଓ ଜିମ୍ନାଷ୍ଟିକ୍‌ ଏକାଡେମୀ…

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୬୬୦ କୋଟି ଟଙ୍କା ମୂଲ୍ୟର କ୍ରୀଡ଼ା ଭିତ୍ତିଭୂମିର ଉଦ୍‌ଘାଟନ କରିଛନ୍ତି। ଏହି କ୍ରମରେ ରାଉରକେଲାରେ ଅନ୍ତର୍ଜାତୀୟ ମାନର ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଓ ଜିମ୍ନାଷ୍ଟିକ୍‌ ଏକାଡେମୀ ଏବଂ ୧୦ଟି ହକି ପ୍ରଶିକ୍ଷଣ ଉଦ୍‌ଘାଟନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶୁଭକରଣ ସିଂଙ୍କୁ ସହିଦ ମାନ୍ୟତା ମିଳୁ ,ନଚେତ୍ ଆନ୍ଦୋଳନ ଜାରି ରହିବ : କୃଷକ ନେତା

ନୂଆଦିଲ୍ଲୀ: ପଞ୍ଜାବ ଓ ହରିୟାଣା ସୀମାରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। କୃଷକମାନେ ଦିଲ୍ଲୀରେ ପ୍ରବେଶ କରିବାକୁ ଅଡ଼ି ବସିଛନ୍ତି। ସେପଟେ ରାକେଶ ଟିକାୟତଙ୍କ ଟ୍ରାକ୍ଟର ଶୋଭାଯାତ୍ରା ଓ ରମିଳା ମଇଦାନରେ ବିକ୍ଷୋଭ ପାଇଁ ପ୍ରସ୍ତୁତି ଚାଲିଛି । ଅନ୍ୟପକ୍ଷରେ ଆଜି ଶମ୍ଭୁ ସୀମାରେ କୃଷକ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇର ମୀରା ରୋଡରେ ରାଲି କରିବେ ବିବାଦୀୟ ବିଜେପି ନେତା ଟି.ରାଜା ସିଂ

ମୁମ୍ବାଇ: ଜାନୁଆରି ମାସରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ମୁମ୍ବାଇ ନିକଟସ୍ଥ ମୀରା ରୋଡ୍ ରେ ହିଂସା ଦେଖିବାକୁ ମିଳିଥିଲା। ଏହି ହିଂସା କାଣ୍ଡ ପରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏବେ ତେଲେଙ୍ଗାନାର ବିଜେପି ବିଧାୟକ ଟି. ରାଜା ସିଂ ମୀରା ରୋଡରେ ଶୋଭାଯାତ୍ରା…
ଅଧିକ ଖବର ଦେଖନ୍ତୁ...

ଖୁଲାସା କଲେ କିଆରା: ନିଜ ଇନଷ୍ଟାଗ୍ରାମ ନିଜେ ପରିଚାଳନା କରନ୍ତି ଅଭିନେତ୍ରୀ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ କିଆରା ଆଡଭାନୀ ଉତ୍କୃଷ୍ଟ ଅଭିନୟ ବେଶ ପାଇଁ ଜଣାଶୁଣା | କିଆରା ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି | ତେବେ ଏହି ସଫଳତା ପାଇଁ ସେ ବହୁତ ସଂଘର୍ଷ କରିଛନ୍ତି। ତେବେ କିଆରା ଆଡଭାନୀ ଏବେ ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ଚଳଚ୍ଚିତ୍ର…
ଅଧିକ ଖବର ଦେଖନ୍ତୁ...

ବୟସ ବୃଦ୍ଧି ସହ ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ଆମେ ସୁସ୍ଥ ଜୀବନଯାପନ କରି ପାରିବା

ନୂଆଦିଲ୍ଲୀ: ପୂର୍ବ ଅପେକ୍ଷା ଆଜିକାଲି ଲୋକେ ନିଜର ସ୍ବ‌ାସ୍ଥ୍ୟପ୍ରତି ଯତ୍ନବାନ ହେଲେଣି। କିନ୍ତୁ ଏବେ ବି କିଛିଲୋକ ଅଛନ୍ତି ଯେଉଁମାନେ ନିଜର ସ୍ବାସ୍ଥ୍ୟ ପ୍ରତି କଦାପି ଧ୍ୟାନ ଦିଅନ୍ତି ନାହିଁ। ଏମିତିକି ଯେତେବେଳେ ଯାହା ମିଳିଲା ଖାଇ ଦେଇଥାଆନ୍ତି ଶୋଇବାର ବି କିଛି ସମୟସୀମା ନଥାଏ।…
ଅଧିକ ଖବର ଦେଖନ୍ତୁ...

ଧାନବୋଝେଇ ଗାଡ଼ିଚାପାରେ ଶିଶୁ ମୃତ

ବଡ଼ଗାଁ: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍‌ ଡେମୁପଡ଼ାରେ ଗୋଟିଏ ଅଭାବନୀୟ ଘଟଣା ଘଟିଯାଇଛି। ଗୋଟିଏ ଧାନବୋଝେଇ ଗାଡ଼ିଚାପାରେ ଅଢ଼େଇବର୍ଷ ଶିଶୁର ମୃତ୍ୟୁ ହୋଇଯାଇଛି। ଶିଶୁଟି ହେଉଛି ଅକ୍ଷୟ ପଧାନଙ୍କ ପୁଅ ରୂପେଶ। ସୂଚନା ଅନୁସାରେ ଆଜି ଦିନବେଳା ଧାନବୋଝେଇ କରିବାକୁ ଭିକୁ ଅଗ୍ରୱାଲଙ୍କ ପିକ୍‌…
ଅଧିକ ଖବର ଦେଖନ୍ତୁ...

ଡିଜେ ଓ ବାଣ ଶବ୍ଦ ନେଲା ଜୀବନ; ଥାନା ଘେରିଲେ ଲୋକେ

ରାଉରକେଲା: ଦେବାଦେବୀଙ୍କ ଭଷାଣି ଉତ୍ସବରେ ଡିଜେର ବିକଟାଳ ଶବ୍ଦ ସ୍ଥାନୀୟ ଲୋକଙ୍କ ଜୀବନ ପ୍ରତି ବିପଦ ଆଣୁଛି। ସ୍ଥାନୀୟ ଲୋକଙ୍କ ବିରୋଧ ଓ ଜିଲ୍ଲା ପ୍ରଶାସନର ତାଗିଦ ସତ୍ବେ ପୂଜାକମିଟିଗୁଡ଼ିକୁ ଏଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। ଆଜି ଡିଜେ ଓ ବାଣ ଶବ୍ଦରେ ଜଣେ ବ୍ୟକ୍ତିଙ୍କ ଜୀବନ…
ଅଧିକ ଖବର ଦେଖନ୍ତୁ...

ପେଟିଏମ ଆପ୍ ଚାଲୁ ରଖିବାକୁ ରିଜର୍ଭ ନେଲା ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ପେଟିଏମ୍ ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆସିଛି । ପେଟିଏମର ୟୁପିଆଇ ସେବା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏନପିସିଆଇକୁ କହିଛି। ରିଜର୍ଭ ବ୍ୟାଙ୍କ ଏନପିସିଆଇକୁ ଏକ ଆଡଭାଇଜରୀ ଜାରି କରି କହିଛି ଯେ ପେଟିଏମ୍ ଆପକୁ ଚାଲୁ ରଖିବା…
ଅଧିକ ଖବର ଦେଖନ୍ତୁ...

ବିଜେପି ଜିତିପାରିବ କି ୩୦୦ ଲୋକସଭା ଆସନ ! ଜାଣନ୍ତୁ କଣ କହିଲେ ଶଶି ଥରୁର

ନୂଆଦିଲ୍ଲୀ: ୩୦୦ ଲୋକସଭା ଆସନ ବିଜେପି ଜିତିବ ଦାବିକୁ ନେଇ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ଯେ ତାଙ୍କର ସନ୍ଦେହ ରହିଛି | ବାସ୍ତବରେ ବିଜେପି ନେତା ବିନୟ ସହଶ୍ରବୁଧେ ଦାବି କରିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ​​ଦଳ ୩୦୦ଟି ଆସନ ଜିତିବ । ଏହାକୁ ନେଇ କଂଗ୍ରେସ ନେତା ଶଶି ଥରୁର…
ଅଧିକ ଖବର ଦେଖନ୍ତୁ...

ଛୁଟିଦିନ‌ର ମଜାଉଠାଇଲେ ନେଦରଲାଣ୍ଡ୍‌ସ ଖେଳାଳି

ରାଉରକେଲା: ପୁରୁଷ ହକି ପ୍ରୋଲିଗ୍‌ ପାଇଁ ବର୍ତ୍ତମାନ ନେଦରଲାଣ୍ଡ୍‌ସ ଦଳ ରାଉରକେଲାରେ ଅଛନ୍ତି। ଶୁକ୍ରବାର କୌଣସି ମ୍ୟାଚ୍‌ ନ ଥିବାରୁ ଏହି ବିରତିର ଭରପୁର୍‌ ମଜାଉଠାଇଛନ୍ତି ନେଦରଲାଣ୍ଡ୍‌ସ ଖେଳାଳି। ଦଳର ୫ ଜଣ ଖେଳାଳି ଜାସପର ବ୍ରିଙ୍କମାନ, ଫ୍ଲୋରିସ ୱୋର୍‌ଟେଲବୋର୍‌, ଗୁସ୍‌ ଜନସନ, ସେଭ…
ଅଧିକ ଖବର ଦେଖନ୍ତୁ...