Daily Archives

February 24, 2024

ବୀରମହାରାଜପୁରକୁ ଏନ୍‌ଏସି ଘୋଷଣା କରାଯାଇ ନଥିବାରୁ ମୋତେ ବ୍ୟଥିତ କରିଛି: ପଦ୍ମନାଭ ବେହେରା

ବୀରମହାରାଜପୁର: ରାଜ୍ୟ ସରକାର ଶନିବାର ୫ଟି ମ୍ୟୁନିସିପାଲିଟି ଓ ୩୪ଟି ନୂଆ ଏନ୍‌ଏସି ଘୋଷଣା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ସ୍ଥାନୀୟ ଅଞ୍ଚଳର ଲୋକେ ଏହି ତାଲିକାରେ ଦେଖିବାକୁ ଚାହିଁଥିଲେ ମଧ୍ୟ ତାହା ହୋଇପାରି ନାହିଁ। ବୀରମହାରାଜପୁରକୁ ଏନ୍‌ଏସି ମାନ୍ୟତା ନମିଳିବା…
ଅଧିକ ଖବର ଦେଖନ୍ତୁ...

ବିନା କୌଣସି ଘୋଷଣା ଓ କାରଣରେ ୭ ଦିନ ଧରି ପାକିସ୍ତାନରେ ବନ୍ଦ ରହିଛି ଏକ୍ସ

ଲାହୋର: ଲଗାତାର ୭ ଦିନ ଧରି ପାକିସ୍ତାନରେ ସୋସିଆଲ ମିଡିଆ ପ୍ଲାଟଫର୍ମ "ଏକ୍ସ" ର ବ୍ୟବହାର ଉପରେ କଟକଣା ଜାରି ରହିଛି | ଫେବୃଆରୀ ୧୭ ଠାରୁ ଲାଗୁ ହୋଇଥିବା ପ୍ରତିବନ୍ଧକ ଏପର୍ଯ୍ୟନ୍ତ ହଟାଯାଇ ନାହିଁ, ଯେଉଁ କାରଣରୁ ଲୋକମାନେ ସୂଚନା ବା ସେମାନଙ୍କ ମତାମତ ବାଣ୍ଟିବାରେ ଅସୁବିଧାର ସମ୍ମୁଖୀନ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶରେ ମେଣ୍ଟ ନିମନ୍ତେ ବିଜେପି ପାଇଁ ରାସ୍ତା ଖୋଲା ଅଛି : ଟିଡିପି-ଜେଏସପି

ହାଇଦ୍ରାବାଦ: ତେଲୁଗୁ ଦେଶମ ପାର୍ଟି ସଭାପତି ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ୧୧୮ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛନ୍ତି, ଯେଉଁଥିରେ ଟିଡିପି ୯୪ ଏବଂ ଜନସେନା ୨୪ ଆସନରେ ଲଢ଼ିବ। ରାଜ୍ୟର ୨୫ଟି…
ଅଧିକ ଖବର ଦେଖନ୍ତୁ...

‘ଏମରଜେନସି’ ଦେଖିବା ପରେ ମୁଁ ପ୍ରଧାନମନ୍ତ୍ରୀ ହୁଏ ବୋଲି କେହି ଚାହିବେନି : କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସବୁବେଳେ ନିଜ ବିବୃତି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବେଳେବେଳେ ଏଥିପାଇଁ ତାଙ୍କୁ ବିବାଦରେ ଛନ୍ଦି ମଧ୍ୟ ହେବାକୁ ପଡ଼େ । ଏହା ସତ୍ତ୍ବେ ବି ସାମାଜିକ କିମ୍ବା ରାଜନୈତିକ ପ୍ରସଙ୍ଗ ଉପରେ କଙ୍ଗନା ଖୋଲାଖୋଲି ଭାବରେ ତାଙ୍କ ମତ ଉପସ୍ଥାପନ କରନ୍ତି…
ଅଧିକ ଖବର ଦେଖନ୍ତୁ...

‌ଚେହେରାର ଦାଗ ଦୂର କରିପାରେ ପଇଡ଼ ପାଣି, ମହୁ, ଆଲୋବେରା ଓ ବେସନ

ବେଳେ ବେଳେ ଶରୀରରେ ଥିବା ଛୋଟିଆ ଦାଗଟିଏ ବି ପୂରା ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ। କେବଳ ମୁହଁ କାହିଁକି ହାତ, ଗୋଡ଼, ବେକ ଆଦି ବିଭିନ୍ନ ସ୍ଥାନରେ ଥିବା ଦାଗ ଆମ ଚିନ୍ତାର କାରଣ ପାଲଟିଯାଏ।  ଘରୋଇ ଉପାୟରେ ବି ଆପଣ ଆପଣଙ୍କ ଶରୀରରେ ଥିବା କଳା କିମ୍ବା ଧଳା ଦାଗକୁ ଛଡ଼ାଇ ପାରିବେ। ସେ…
ଅଧିକ ଖବର ଦେଖନ୍ତୁ...

ଉନ୍ନତ କୃଷି, ଜ୍ଞାନ ଓ ପର୍ଯ୍ୟଟନ ସହ ଶିଳ୍ପାୟନ ମାଧ୍ୟମରେ ବିକାଶର ପେଣ୍ଠସ୍ଥଳୀ ହେବ ଦେବଗଡ଼: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: ଉନ୍ନତ ଓ ଅତ୍ୟାଧୁନିକ କୃଷି, ଜ୍ଞାନ, ପର୍ଯ୍ୟଟନ ଓ ଶିଳ୍ପାୟନ ମାଧ୍ୟମରେ ଅପାର ସମ୍ଭାବନାର ଅଞ୍ଚଳ ଦେବଗଡ଼ ବିକାଶର ପେଣ୍ଠସ୍ଥଳୀ ହେବ ବୋଲି ଶନିବାର ଦେବଗଡ଼ରେ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଆୟୋଜିତ ବୌଦ୍ଧିକ ଆଲୋଚନା ଚକ୍ରରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ…
ଅଧିକ ଖବର ଦେଖନ୍ତୁ...

୧୦୦୦ଟଙ୍କା ପାଇଁ ୫୦୦ ଖର୍ଚ୍ଚ! ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶତାଧିକ ହିତାଧିକାରୀ

ରାୟଗଡ଼ା: ରାଜ୍ୟ ସରକାର ପ୍ରତ୍ୟେକ ରାସନକାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ ନେଇ ଘୋଷଣା କରିବା ପରେ ଜିଲ୍ଲାରେ ଖୁସିର ଲହରି ଖେଳିଗଲା ସତ। କିନ୍ତୁ କିଛି ଦିନ ହେଲା ଏହି ଟଙ୍କା ପାଇବା ଆଶାରେ ହିତାଧୀକାରୀମାନେ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି।  କିଛି ଦିନ ହେଲା ଇଣ୍ଟରନେଟ୍‌…
ଅଧିକ ଖବର ଦେଖନ୍ତୁ...

ବ୍ୟବହାର କରି ଫୋଫାଡ଼ିଦେବାରେ ବିଶ୍ୱାସ କରେ କଂଗ୍ରେସ: ବିଜେପି

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ) ମଧ୍ୟରେ ସପ୍ତାହେ ଧରି ଚାଲିଥିବା ବିବାଦ ଶନିବାର ଶେଷ ହୋଇଛି। ଇଣ୍ଡିଆ ମେଣ୍ଟର ଉଭୟ ଦଳ କଂଗ୍ରେସ ଏବଂ ଆପ ଆନୁଷ୍ଠାନିକ ଭାବେ ଦିଲ୍ଲୀ, ଗୁଜୁରାଟ, ହରିୟାଣା, ଚଣ୍ଡିଗଡ଼ ଏବଂ ଗୋଆ ପାଇଁ ସିଟ୍ ବଣ୍ଟନ ନେଇ…
ଅଧିକ ଖବର ଦେଖନ୍ତୁ...

ଟାଟାଷ୍ଟିଲ କଳିଙ୍ଗନଗର ବୁଲିଲେ ଆଇଏନଡବ୍ଲୁଇସି ପ୍ରତିନିଧିମଣ୍ଡଳୀ

ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ମହିଳା ଉଦ୍ୟୋଗ ପରିଷଦ (ଆଇଏନଡବ୍ଲୁଇସି)ର ଏକ ପ୍ରତିନିଧିମଣ୍ଡଳୀ ଗତ ୨୨ ତାରିଖରେ ଟାଟାଷ୍ଟିଲର କଳିଙ୍ଗନଗର କାରଖାନାକୁ ଏକ ଦିନିକିଆ ଗସ୍ତ କରିଥିଲା । ପରିଷଦର ଆବାହକ ପ୍ରୀତି ପଲ୍ଲବୀ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଗସ୍ତ ସମୟରେ…
ଅଧିକ ଖବର ଦେଖନ୍ତୁ...

ବାୟୋପିକ ପାଇଁ ଟଙ୍କା ନନେବା ପଛର କାରଣ କହିଲେ ଆଇପିଏସ ମନୋଜ

ନୂଆଦିଲ୍ଲୀ: ଚର୍ଚ୍ଚାରେ ଆଇପିଏସ ଅଧିକାରୀ ମନୋଜ କୁମାର ଶର୍ମା ଓ ତାଙ୍କ ସ୍ତ୍ରୀ ଆଇଆରଏସ ଅଧିକାରୀ ଶ୍ରଦ୍ଧା ଜୋଶୀ | ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦେଶିତ ଫିଲ୍ମ ଟୁଏଲଥଫେଲରେ ତାଙ୍କ କାହାଣୀ ସମସ୍ତେ ଜାଣିବା ପରେ ଏବେ ଦୁହିଁଙ୍କ ଚର୍ଚ୍ଚା ଲୋକେ କରିବା ଆରମ୍ଭ କରିଛନ୍ତି | କିଭଳି ସେ…
ଅଧିକ ଖବର ଦେଖନ୍ତୁ...