Daily Archives

February 26, 2024

ମହାମହିମ ରାଷ୍ଟ୍ରପତିଙ୍କ ମୟୁରଭଞ୍ଜ ଗସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ରାଇରଙ୍ଗପୁର: ଆସନ୍ତା ଫେବୃୟାରୀ ୨୮ ତାରିଖ ବୁଧବାର ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ବାୟୂସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯାଇ ଅପରାହ୍ନ ୪.୪୫ ରେ ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ଅବତରଣ କରିବା ପରେ ୦୫.୧୫ ରେ ରାଇରଙ୍ଗପୁର ନିକଟସ୍ଥ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକ ସମ୍ମିଳନୀରେ ପୁଣି ଗର୍ଜିଲେ ସାଂସଦ: ପଦ୍ମପୁରକୁ ଏନଏସି, ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ଦାବି ଉଠାଇଲେ

ରାୟଗଡା: ଆଜି ସ୍ଥାନୀୟ କଂଗ୍ରେସ ଭବନରେ ପୁଣି କଂଗ୍ରେସ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ସାଂସଦ ସପ୍ତଗିରି ଉଲାକା ପଦ୍ମପୁରକୁ ଏନଏସି ମାନ୍ୟତା ନେଇ ପୁଣି ଦାବି ଉଠାଇଛନ୍ତି । ସେ ପୂର୍ବରୁ କୋରାପୁଟର ବୋରିଗୁମ୍ମା, ରାୟଗଡାର ମୁନିଗୁଡା, ଚାନ୍ଦିଲି…
ଅଧିକ ଖବର ଦେଖନ୍ତୁ...

ଘୃଣା ମନ୍ତବ୍ୟ ମାମଲା: ୧ ବର୍ଷରେ ବିପଜ୍ଜନକସ୍ତର ଛୁଇଁଛି, ୭୫%, ବିଜେପି ଶାସିତ ରାଜ୍ୟରେ

ୱାଶିଂଟନ/ନୂଆଦିଲ୍ଲୀ: ଭାରତରେ ୨୦୨୩ର ପ୍ରଥମ ୬ମାସରେ ଘୃଣା ମନ୍ତବ୍ୟ ମାମଲାରେ ବୃଦ୍ଧି ଘଟିଛି। ଏଭଳି ଭାଷଣରେ ୬୨ ପ୍ରତିଶତ ବୃଦ୍ଧି ଘଟିଛି। ବିଜେପି ଶାସିତ ରାଜ୍ୟରେ ଏଭଳି ଘଟଣା ୭୫% ହୋଇଥିବା ଆମେରିକାର ୱାଶିଂଟନ ସ୍ଥିତ ଇଣ୍ଡିଆ ହେଟ୍ ଲ୍ୟାବ୍ ରିସର୍ଚ୍ଚ ଗ୍ରୁପ୍ ରିପୋର୍ଟରେ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଅମୃତ ଭାରତ ଯୋଜନାରେ ରାୟଗଡା ରେଳଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ

ରାୟଗଡା/ରାଇରଙ୍ଗପୁର: ଅମୃତ ଭାରତ ପ୍ରକଳ୍ପ ଯୋଜନାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟଗଡ଼ା ରେଳଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମଗ୍ର ଭାରତରେ ଅମୃତ ଭାରତ ଯୋଜନାରେ ୪୧ ହଜାର କୋଟି ଟଙ୍କା ମୂଲ୍ୟରେ ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଏଥିରେ ୫୫୪…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ଭଲ ଶାଢ଼ି ନ ପିନ୍ଧିବାରୁ ଛାଡପତ୍ର ଦେବାକୁ ପରିବାର କୋର୍ଟରେ ପହଞ୍ଚିଲେ ସ୍ବାମୀ

ଆଗ୍ରା: ଉତ୍ତରପ୍ରଦେଶ ଆଗ୍ରାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ସ୍ତ୍ରୀ ଭଲ ଶାଢ଼ି ନ ପିନ୍ଧିବାରୁ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଛି। ଶେଷରେ ସ୍ବାମୀ ଏନେଇ ପରିବାର କୋର୍ଟର ଦ୍ବାରସ୍ଥ ହୋଇ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ ଆବେଦନ କରିଛନ୍ତି। ସ୍ବାମୀ କହିଛନ୍ତି ଭଲ ଶାଢ଼ି ନ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ରାମନବମୀ ହିଂସା, ୧୬ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କଲା ଏନଆଇଏ

କଲିକତା: ପଶ୍ଚିମବଙ୍ଗରେ ଗତ ବର୍ଷ ହୋଇଥିବା ରାମନବମୀ ହିଂସା ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ବଡ଼ ସଫଳତା ମିଳିଛି। ରାମନବମୀ ଶୋଭାଯାତ୍ରା ସମୟରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଏନଆଇଏ ୧୬ ଜଣଙ୍କୁ ଗିରଫ କରିଛି। ତଦନ୍ତ ବେଳେ ସାମ୍ନାକୁ ଆସିଥିବା ତଥ୍ୟ ଏବଂ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ମହିଳା ନିର୍ଯାତନା: ମନ ପସନ୍ଦର ପୋଷାକ ପିନ୍ଧିବା ମନା, ଡିଜିଟାଲ ପ୍ରିଣ୍ଟ୍ ଡ୍ରେସ ପିନ୍ଧି ହାଜତରେ…

ଇସଲାମାବାଦ: ଆର୍ଥିକ ତଥା ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ସାଂସ୍କୃତିକ ସଙ୍କଟର ସାମ୍ନା ମଧ୍ୟ କରୁଛନ୍ତି। ଦେଶରେ ମହିଳା ନିର୍ଯାତନ ବଢ଼ିବାରେ ଲାଗିଛି। ମହିଳାଙ୍କୁ ତାଲିବାନୀ ଆଇନର ଶିକାର ହେବାକୁ ପଡୁଛି। ସେମାନଙ୍କୁ ମନ ପସନ୍ଦର ପୋଷାକ ପିନ୍ଧିବାକୁ ବାରଣ…
ଅଧିକ ଖବର ଦେଖନ୍ତୁ...

ପେଟିଏମ୍ ଅଧ୍ୟକ୍ଷ ପଦ ଛାଡ଼ିଲେ ବିଜୟ ଶେଖର ଶର୍ମା

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ବିଜୟ ଶେଖର ଶର୍ମା ପେଟିଏମ୍ ପେମେଣ୍ଟ୍ ବ୍ୟାଙ୍କର ପାର୍ଟ ଟାଇମ୍ ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ପେଟିଏମର ମୂଳ କମ୍ପାନି ଓ୍ଵାନ୍-୯୭ କମ୍ୟୁନିକେସନ୍ ଲିମିଟେଡ୍ (ଓସିଏଲ୍) ସୋମବାର ଏକ ନିୟାମକ ଫାଇଲିଂରେ କହିଛି ଯେ ପେଟିଏମ୍…
ଅଧିକ ଖବର ଦେଖନ୍ତୁ...

ବିପିଏନସଆଇ ଓ ଟାଟା ଷ୍ଟିଲ ପ୍ରତିଷ୍ଠାନର ଶିଳ୍ପ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଆନୁକୁଲ୍ୟରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ସମ୍ମିଳନୀ କକ୍ଷରେ ଏକ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା | ଏକ ଶୈକ୍ଷିକ ପରିବେଶରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଟାଟା ଷ୍ଟିଲର…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କୁ ପୋଷାକ ପାଇଁ ମେଟ୍ରୋ ସେବାରୁ ନିବୃତ୍ତ କରିଥିବା ସୁରକ୍ଷା ପର୍ଯ୍ୟବେକ୍ଷକଙ୍କୁ ମିଳିଲା ଉଚିତ ଜବାବ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ମେଟ୍ରୋ ଜଣେ ଚାଷୀଙ୍କୁ ତାଙ୍କ ପୋଷାକ ପାଇଁ ଟ୍ରେନ୍ ସେବାରୁ ନିବୃତ୍ତ କରିଥିବା ସୁରକ୍ଷା ପର୍ଯ୍ୟବେକ୍ଷକଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି। ଜଣେ ଯାତ୍ରୀ ରାଜାଜୀନଗର ମେଟ୍ରୋ ଷ୍ଟେସନରେ ଫେବୃଆରି ୧୮ ତାରିଖରେ ଚାଷୀଙ୍କ ସହିତ ଘଟିଥିବା ଏକ ଘଟଣାକୁ ଏକ୍ସରେ…
ଅଧିକ ଖବର ଦେଖନ୍ତୁ...