Daily Archives

February 27, 2024

ସମ୍ବାଦ ପ୍ରଭାବ: ଟ୍ରାଇ ସାଇକେଲ୍‌ ମିଳିଲା ପରେ ସାଖିନା ମୁଁହରେ ହସ ଫୁଟିଲା

ଘୁ.ଉଦୟଗିରି: ୧୧ ବର୍ଷ ବୟସର ଦିବ୍ୟାଙ୍ଗ ଝିଅ ସାଖିନା କହଁରକୁ ଶେଷରେ ଟ୍ରାଇସାଇକେଲ୍‌ ମିଳିଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଟ୍ରାଇସାଇକେଲ୍‌ ମିଳିବା ପରେ ସାଖିନାର ମୁହଁରେ ହସ ଦେଖିବାକୁ ମିଳିଛି। ଝିଅକୁ ଟ୍ରାଏ ସାଇକେଲ ମିଳିବା ପରେ ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଇଟାଲିରେ ଭାରତୀୟଙ୍କ ପାଇଁ ଖୁସି ଖବର: ୧୫୧,୦୦୦ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ

ରୋମ: ଇଟାଲିରୁ ଭାରତୀୟ ଯୁବବର୍ଗଙ୍କ ପାଇଁ ଖୁସି ଖବର ଆସିଛି। ୟୁରୋପର ସବୁଠାରୁ ଶିଳ୍ପ ବିକଶିତ ଦେଶ ଇଟାଲି‌ରେ ଏବେ କର୍ମଚାରୀ ସଙ୍କଟ ଦେଖାଦେଇଛି। ଏହି କାରଣରୁ ଇଟାଲି ସରକାର ୧୫୧,୦୦୦ ବିଦେଶୀ ନାଗରିକଙ୍କ ପାଇଁ ୱାର୍କ ପରମିଟ ଜାରି କରାଇଛନ୍ତି। ଏହା ସହିତ ଇଟାଲି ସରକାର ନିତିଦିନିଆ…
ଅଧିକ ଖବର ଦେଖନ୍ତୁ...

ହାଇପରସୋନିକ କ୍ଷେପଣାସ୍ତ୍ରକୁ ଖସାଇଲା ରୁଷର ଏସ୍-୫୦୦

ମସ୍କୋ: ଋଷିଆର ଏସ୍-୫୦୦ ପ୍ରୋମେଥିୟସ୍ ଏୟାର ଡିଫେନ୍ସ ସିଷ୍ଟମ ହାଇପରସୋନିକ୍ ଟାର୍ଗେଟକୁ ସଫଳତାର ସହ ଟ୍ରାକ୍ କରି ଖସାଇ ଦେଇଛି। ଏହାକୁ ରୁଷିଆର ପ୍ରତିରକ୍ଷା ଶିଳ୍ପର ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି। ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ଏପର୍ଯ୍ୟନ୍ତ ବିଶ୍ୱର କୌଣସି…
ଅଧିକ ଖବର ଦେଖନ୍ତୁ...

ପଙ୍କଜଙ୍କ ଶେଷକୃତ୍ୟ ସମୟରେ ଭୋ ଭୋ ହୋଇ କାନ୍ଦିଲେ ସୋନୁ ନିଗମ

ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି ଗଜଲ ଗାୟକ ପଙ୍କଜ ଉଧାସ। ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଆଜି ମୁମ୍ବାଇର ୱର୍ଲିରେ ଥିବା ହିନ୍ଦୁ ଶ୍ମଶାନ‌ରେ ପଙ୍କଜ ଉଦାସଙ୍କ…
ଅଧିକ ଖବର ଦେଖନ୍ତୁ...

ଏଭଳି ଜୀବନଶୈଳୀ ଆପଣାଇ ଡାକ୍ତରାଣୀ ହ୍ରାସ କଲେ ୩୯କିଲୋ ଓଜନ

ନୂଆଦିଲ୍ଲୀ: ଲୋକେ ଆଜିକାଲି ସ୍ବାସ୍ଥ୍ୟପ୍ରତି ଖୁବ ଯତ୍ନଶୀଳ ହେଲେଣି। ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ସହିତ ବ୍ୟାୟାମ ବି କରୁଛନ୍ତି। ଏହି କ୍ରମ‌ରେ ଦେଖିବାକୁ ଗଲେ ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କିନ୍ତୁ ନିଜକୁ ପ୍ରସ୍ତୁତ କରିପାରୁ ନାହାନ୍ତି ସେମା‌ନଙ୍କ ପାଇଁ ଡାକ୍ତର ମହିରା…
ଅଧିକ ଖବର ଦେଖନ୍ତୁ...

ମହାମହିମଙ୍କ ମୟୂରଭଂଜ ଗସ୍ତ ନେଇ ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି; ପୁଲିସ କଲା ମକଡ୍ରିଲ୍, କାରକେଡ୍ ରିହର୍ସାଲ୍ 

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଠାରୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତକାଳରେ ସେ ମୟୂରଭଂଜରେ ଦୁଇଦିନ ବିତାଇବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନୂଆଦିଲ୍ଲୀରୁ ବାୟୁସେନାର ବିମାନରେ ଝାରଖଣ୍ଡର ରାଂଚିସ୍ଥିତ ବୀର ବିର୍ସା ମୁଣ୍ଡା ବିମାନବନ୍ଦରରେ…
ଅଧିକ ଖବର ଦେଖନ୍ତୁ...

ଟେଷ୍ଟ କ୍ରିକେଟର ହେବେ ମାଲାମାଲ୍: ବଢ଼ିବ ଦରମା,ବିସିସିଆଇ ଶୀଘ୍ର ନେବ ବଡ଼ ନିଷ୍ପତ୍ତି

କୋଲକାତା: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ହେଉଛି ପୃଥିବୀର ସବୁଠାରୁ ଧନୀ କ୍ରିକେଟ ବୋର୍ଡ। ଭାରତରେ କ୍ରିକେଟ ଖେଳ ମଧ୍ୟ କୌଣସି ଗ୍ଲାମରଠାରୁ କମ୍ ନୁହେଁ। ଦେଶର ପ୍ରତି କ୍ରିକେଟର ଜଣେ ଜଣେ ସେଲିବ୍ରିଟି ହୋଇଥାନ୍ତି। କ୍ରିକେଟରମାନଙ୍କ ଦରମା ନେଇ ମଙ୍ଗଳବାର ବେଶ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ନିର୍ବାଚନ: ଉତ୍ତରପ୍ରଦେଶରେ ବିଜେପିର ୮, ସପାର ୨ ପ୍ରାର୍ଥୀ ବିଜୟୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ୧୫ଟି ଆସନ ପାଇଁ ମଙ୍ଗଳବାର ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହା ମଧ୍ୟରୁ ଉତ୍ତରପ୍ରଦେଶର ୧୦ଟି ଆସନ ଅନ୍ତର୍ଭୁକ୍ତ । ଏହି ୧୦ଟି ମଧ୍ୟରୁ ବିଜେପି ୮ଟିରେ ଓ ସମାଜବାଦୀ ପାର୍ଟି ୨ଟିରେ ବିଜୟୀ ହୋଇଛି । ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ଦୁଇଟି କାର୍‌ର ଗୋଟିଏ ନମ୍ବର; ଜବତକଲା ପୁଲିସ

ରାଉରକେଲା: କାର୍‌ ଦୁଇଟି। ଭିନ୍ନ ଭିନ୍ନ କମ୍ପାନିର ମଧ୍ୟ। କିନ୍ତୁ ଗୋଟିଏ ନମ୍ବର ପ୍ଲେଟ୍‌। ଏଭଳି ଦୁଇଟି କାର୍‌କୁ ଆଜି ଛେଣ୍ଡ୍‌ ପୁଲିସ ଜବତ କରିଛି। ତେବେ କାର୍‌ର ପ୍ରକୃତ ମାଲିକ ବିଷୟରେ ଜଣାପଡ଼ିନାହିଁ। ପୁଲିସ ଛାନଭିନ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ଚମକାଇଦେଲା ସର୍ଭେ! ଆମେଠି ଭଳି ରାଏବରେଲିରେ ହାରିଯିବ କି କଂଗ୍ରେସ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ଆଉ ମାତ୍ର କିଛି ମାସ ହିଁ ବାକି ଅଛି | ତେବେ ନିର୍ବାଚନ ପୂର୍ବରୁ କରାଯାଇଥିବା ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ବାସ୍ତବରେ ଇଣ୍ଡିଆ ମେଣ୍ଟ ଉତ୍ତରପ୍ରଦେଶର ସମସ୍ତ ୮୦ଟି ଆସନ ଜିତିବାକୁ ଚେଷ୍ଟା କରୁଛି। କଂଗ୍ରେସ ଏବଂ ସମାଜବାଦୀ ପାର୍ଟି…
ଅଧିକ ଖବର ଦେଖନ୍ତୁ...