Daily Archives

April 20, 2024

ରାଉରକେଲା ବିଜେଡ଼ି ପ୍ରାର୍ଥୀଙ୍କୁ ବିରୋଧ

ରାଉରକେଲା: ରାଉରକେଲା ବିଜେଡି ବିଧାନସଭା ପ୍ରାର୍ଥୀଙ୍କୁ ଅସନ୍ତୁଷ୍ଟ ଗୋଷ୍ଠୀ ବିରୋଧ କରିଛନ୍ତି। ଆସନ୍ତା ନିର୍ବାଚନ କାର୍ଯ୍ୟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ବିରୋଧୀ ଗୋଷ୍ଠୀମାନଙ୍କ ଏକ ବୈଠକରେ ବିଜେଡି ସଂଖ୍ୟାଲଘୁ ସେଲ୍‌ ରାଜ୍ୟ ଉପସଭାପତି ଯଶବିନ୍ଦର ସିଂହ,…
ଅଧିକ ଖବର ଦେଖନ୍ତୁ...

ମୁକେଶ ଅମ୍ବାନି ଦେଶର ନଂ୧ ଧନୀ, ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ପ୍ରବେଶ କଲେ ସୁନୀଲ ମିତ୍ତଲ

ନୂଆଦିଲ୍ଲୀ : ଦେଶର ଧନୀ ତାଲିକାରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଭାରତୀ ଏୟାରଟେଲ ସେୟାରରେ ଜବରଦସ୍ତ ବୃଦ୍ଧି ଯୋଗୁଁ ସୁନୀଲ ମିତ୍ତଲ ଦେଶର ଶ୍ରେଷ୍ଠ ୧୦ ଧନୀ ଭାରତୀୟଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ସେ ଲକ୍ଷ୍ମୀ ମିତ୍ତଲଙ୍କୁ ଏହି ତାଲିକାରୁ ବାଦ୍ ଦେଇଛନ୍ତି। ସୁନୀଲ ମିତ୍ତଲ ଏବଂ ପରିବାର…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ନୀତିକୁ ପ୍ରଶଂସା କଲେ ସିଜେଆଇ: କହିଲେ ଭାରତ ପରିବର୍ତ୍ତନ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିକୁ ପ୍ରଶଂସା କରିଛନ୍ତି। ନୂତନ ଅପରାଧିକ ନ୍ୟାୟ ଆଇନକୁ ସମାଜ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଶନିବାର ଦିନ ସେ କହିଛନ୍ତି ଯେ ଭାରତ ଏହାର ଅପରାଧିକ ନ୍ୟାୟ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ନେଇ ଏଭଳି କହିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେରଳର ପଠାନାମାଥିଟାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିଜେପିକୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ସେ ପାକିସ୍ତାନ ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ ଉଭୟ ଭାରତ ଏବଂ ପାକିସ୍ତାନ ଏକାସାଙ୍ଗରେ ସ୍ୱାଧୀନତା…
ଅଧିକ ଖବର ଦେଖନ୍ତୁ...

ପାନୀୟ ଜଳ ସମସ୍ୟା ନେଇ ଗରା ଓ ବାଲଟି ଧରି ଥାନାର ଦ୍ବାରସ୍ଥ ହେଲେ ଗ୍ରାମବାସୀ 

ରାଇରଙ୍ଗପୁର/ବିଜାତଳା: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ନୂଷାଡିହି ଗ୍ରାମର ଲୋକେ ଦେଢ ମାସରୁ ଅଧିକ ହେବ ପାନୀୟ ଜଳ ସମସ୍ୟା ନେଇ ଅତିଷ୍ଠ ହୋଇପଡ଼ିଥିଲେ। ଅଭିଯୋଗ ଅନୁଯାୟୀ ଉକ୍ତ ଗାଁର ଲୋକେ ଅନତି ଦୂରରେ ଥ‌ିବା ଗୋପୀନାଥପୁରରେ ବସୁଧା ଯୋଜନାରେ ନିର୍ମିତ…
ଅଧିକ ଖବର ଦେଖନ୍ତୁ...

ଲମ୍ବାକେଶ ରଖିଥିବାରୁ ଶିକ୍ଷକଙ୍କ ଠାରୁ ମାଡ଼ ଖାଇ ଚତୁର୍ଥଶ୍ରେଣୀ ଛାତ୍ର ଆହତ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଏକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ଖେଡି ଭନୋତା ଗ୍ରାମରେ ଅବସ୍ଥିତ ଗୋପୀଚନ୍ଦ ଇଣ୍ଟର କଲେଜରେ ଘଟିଛି। ଏଠାରେ ଜଣେ ଚତୁର୍ଥଶ୍ରେଣୀ ଛାତ୍ରଙ୍କ ମୁଣ୍ଡରେ କେଶ ବଡ଼ବଡ଼ ହୋଇଯାଇଥିଲା। ଯାହାକୁ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୨୨ରେ ମଣିପୁରର ୧୧ଟି ବୁଥରେ ପୁଣି ମତଦାନ ହେବ

ନୂଆଦିଲ୍ଲୀ: ଆଭ୍ୟନ୍ତରୀଣ ମଣିପୁର ସଂସଦୀୟ କ୍ଷେତ୍ରର ୧୧ଟି ବୁଥରେ ଆସନ୍ତା ସୋମବାର ପୁଣି ଭୋଟଗ୍ରହଣ ହେବ । ଏହା ପୂର୍ବରୁ ମଣିପୁରର ୪୭ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ପାଇଁ କଂଗ୍ରେସ ଦଳ ଦାବି କରିଥିଲା। ଶୁକ୍ରବାର (ଏପ୍ରିଲ ୧୯) ରାଜ୍ୟର ଦୁଇଟି ସଂସଦୀୟ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ…
ଅଧିକ ଖବର ଦେଖନ୍ତୁ...

ଜଣେ ମହିଳା ଭଲ ପତ୍ନୀ ନହେବାର ଅର୍ଥ ସେ ଜଣେ ଭଲ ମା ନୁହଁନ୍ତି: ବମ୍ବେ ହାଇକୋର୍ଟ

ମୁମ୍ବାଇ: ବ୍ୟଭିଚାର ପତି-ପତ୍ନୀଙ୍କର ଶିଶୁର କଷ୍ଟଡି ଅଧିକାରକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଏକ କାରଣ ହୋଇପାରିବ ନାହିଁ, ଯଦିଓ ଏହା ଛାଡପତ୍ର ପାଇଁ ଏକ କାରଣ ହୋଇ ପାରିବ ବୋଲିବମ୍ବେ ହାଇକୋର୍ଟ କହିଛନ୍ତି। ଯଦିଓ ଜଣେ ମହିଳା ଭଲ ପତ୍ନୀ ନୁହଁନ୍ତି, ଏହାର ଅର୍ଥ ନୁହେଁ ଯେ ସେ ଜଣେ ଭଲ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ ଏନକାଉଣ୍ଟର ନେଇ ନକ୍ସଲଙ୍କ ଏପ୍ରିଲ ୨୫ରେ କାଂକେର, ନାରାୟଣପୁର ଜିଲ୍ଲା ବନ୍ଦ ଡାକରା

ମାଲକାନଗିରି: ଗତ ୧୬ ତାରିଖ ଦିନ ଛତିଶଗଡ଼ର କାଂକେର ଜିଲ୍ଲାର ଆପାଟୋଲା ଜଂଗଲରେ ହୋଇଥିବା ଗୁଳିବିନିମୟରେ ନକ୍ସଲ ସଂଗଠନର ୨୯ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିବା ସ୍ବୀକାର କରିବା ସହ ନକ୍ସଲଙ୍କୁ ଧରି ଅତି ନିକଟରୁ ସେମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଆଜି ପ୍ରେସ ବିବୃତ୍ତିରେ…
ଅଧିକ ଖବର ଦେଖନ୍ତୁ...

ଫସଲ ଅମଳ ନେଇ ୟୁପି-ହରିୟାଣା ପୁଲିସ ମୁହାଁମୁହିଁ

ଲକ୍ଷ୍ନୌ/ଚଣ୍ଡିଗଡ଼: ୟୁପି-ହରିୟାଣା ସୀମାର ଟାଣ୍ଡା ଯମୁନା ଖାଦରରେ ଗହମ ଅମଳ ନେଇ ଚାଷୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ୟୁପି ଏବଂ ହରିୟାଣା ପୁଲିସ୍ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବା ସହିତ କଡ଼ା ଯୁକ୍ତିତର୍କ ହୋଇଥିଲା। ଯମୁନା ଖାଦର ଅଞ୍ଚଳ ଜମିକୁ…
ଅଧିକ ଖବର ଦେଖନ୍ତୁ...