Daily Archives

April 23, 2024

ମାଲକାନଗିରି ଓ ମାଥିଲିରେ ବିଜେଡି ସାଂଗଠାନିକ ସଂପାଦକଙ୍କ ବୈଠକ

ମାଲକାନଗିରି: ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମାଲକାନଗିରିରେ ପହଞ୍ଚି ଏକ ଗୁୁରତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଲାଠିଆଗୁଡ଼ାରେ ବିଜେଡି କାର୍ଯ୍ୟାଳୟରେ ବିଧାୟକ ପ୍ରାର୍ଥୀ ମାନସ ମାଡକାମୀଙ୍କ ସମେତ ସମସ୍ତ ବରିଷ୍ଠ ନେତା ଓ କର୍ମୀଙ୍କୁ ନେଇ ଏକ ଜରୁରୀ ବୈଠକ…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କୁ କାହିଁକି ‘ଅମୁଲ ବେବି’ କହିଲେ କେରଳ ମୁଖ୍ୟମନ୍ତ୍ରୀ

ଥିରୁଅନନ୍ତପୁରମ୍‌: କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମଙ୍ଗଳବାର ରାହୁଲ ଗାନ୍ଧିଙ୍କ ପୁରୁଣା ନାମ ‘ଅମୁଲ ବେବି’କୁ ନେଇ ତାଙ୍କର ସଦ୍ୟ ବକ୍ତବ୍ୟକୁ ସମର୍ଥନ କରି କହିଛନ୍ତି ଯେ କଂଗ୍ରେସ ନେତାଙ୍କ ଏଭଳି ଆଚରଣ ସମ୍ପୂର୍ଣ୍ଣ ଅପରିପକ୍ୱ ଏବଂ ତେଣୁ ରାଜ୍ୟରେ ତାଙ୍କ ଦଳର କିଛି ନେତା ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ହେଲିକପ୍ଟର ଦୁର୍ଘଟଣା, ନୌସେନା ପ୍ରତିଷ୍ଠା ଦିବସ ସମାରୋହ ବାତିଲ କଲେ ମାଲେସିଆ ସରକାର

କୁଆଲାଲୁମ୍ପୁର : ମାଲେସିଆରେ ମଙ୍ଗଳବାର ହୋଇଥିବା ଭୟାବହ ହେଲିକପ୍ଟର ଦୁର୍ଘଟଣା ପରେ ସେଠାକାର ସରକାର ରୟାଲ ମାଲେସିଆ ନୌସେନାର ୯୦ତମ ପ୍ରତିଷ୍ଠା ଦିବସ ସମାରୋହକୁ ବାତିଲ କରିଦେଇଛନ୍ତି । ଏହା ସହିତ ସମଗ୍ର ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ, ନୌସେନା…
ଅଧିକ ଖବର ଦେଖନ୍ତୁ...

ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ଅନୁମତି ଦିଆଯିବା ଉଚିତ୍ : ଜେଏନୟୁ କୁଳପତି

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ର କୁଳପତି ଶାନ୍ତିଶ୍ରୀ ଡି ପଣ୍ଡିତ ଡ୍ରେସ୍ କୋଡ୍ ଏବଂ ହିଜାବ ପିନ୍ଧିବା ନେଇ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ଧର୍ମ, ଭାଷା ପରି ଡ୍ରେସ୍ କୋଡ୍ ରେ ବି ସମାନତା କାମ କରେ ନାହିଁ ଏବଂ ଯଦି କୌଣସି ଛାତ୍ର ହିଜାବ…
ଅଧିକ ଖବର ଦେଖନ୍ତୁ...

ଶ୍ମଶାନ ବନ୍ଧୁ, ଜିଲ୍ଲା କ୍ରୀଡ଼ା ସଂସଦ ଓ ସମ୍ବାଦ-ଆମ ଓଡ଼ିଶାର ଜଳଛତ୍ର ଖୋଲିଲା

ସୁନ୍ଦରଗଡ଼: ମଙ୍ଗଳବାର ସୁନ୍ଦରଗଡ଼ ଷ୍ଟାଡିୟମ ଛକଠାରେ ‘ସମର୍ପିତ ସେବା ସଂସ୍ଥାନ’ ( ଟିମ ଶ୍ମଶାନ ବନ୍ଧୁ) ଓ ‘ଜିଲ୍ଲା କ୍ରୀଡ଼ା ସଂସଦ’ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଆନୁକୁଲ୍ୟରେ ଜଳଛତ୍ର ଓ ସରବତ ବଣ୍ଟନ କେନ୍ଦ୍ର ଖୋଲିଲା। ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ର ସମସ୍ତଙ୍କ ପ୍ରିୟ ଡାକ୍ତର ଦିଲୀପ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ମାର୍କସିଟ ସେୟାର କରି ପୁଅ ଦେଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମୟସମୟରେ ଖୁବ ମଜାଳିଆ ଭିଡିଓ ପୋଷ୍ଟ ହୋଇଥାଏ। ଯାହାକି ଲୋକଙ୍କ ଖୁବ ମନୋରଞ୍ଜନ ବି କରାଇଥାଏ। ନିକଟରେ ଜଣେ ବାଳକ ସୋସିଆଲ ମିଡିଆରେ ଏକ ମାର୍କସିଟ ସେୟାର କରିଛି। ଏହି ମାର୍କସିଟ ଟି ପୋଷ୍ଟ ସେୟାର କରିଥିବା ବାଳକଙ୍କ ବାପାଙ୍କର ବୋଲି ଉଲ୍ଲେଖ ରହିଛି।…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ରେଳବାଇ ସାଧାରଣ ଶ୍ରେଣୀ ଯାତ୍ରୀଙ୍କ ପାଇଁ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଏକ ନୂଆ ପଦକ୍ଷେପ ଅଧୀନରେ ଟ୍ରେନ୍‌ର ଅଣସଂରକ୍ଷିତ ବଗିରେ ଯାତ୍ରା କରୁଥିବା ଟ୍ରେନ୍‌ ଯାତ୍ରୀମାନେ ଏବେ ଷ୍ଟେସନଗୁଡ଼ିକରେ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଖାଦ୍ୟ ଏବଂ ଜଳଖିଆ ପାଉଛନ୍ତି। ଭାରତୀୟ ରେଳବାଇର ୧୦୦ରୁ ଅଧିକ ଷ୍ଟେସନ ଏବଂ ପାଖାପାଖି ୧୫୦ଟି କାଉଣ୍ଟରରେ ଏହି…
ଅଧିକ ଖବର ଦେଖନ୍ତୁ...

ଯୋଗେଶ ଚଲାଇଲେ ଦିଲୀପ ବସିଲେ: ବାଇକରେ ଗାଁକୁ ଯାଇ ମାଗିଲେ ଭୋଟ୍‌

ସୁନ୍ଦରଗଡ଼: ମଙ୍ଗଳବାର ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେଶ ସିଂ ଓ ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଦିଲୀପ ତିର୍କୀ ଟାଙ୍ଗରପାଲି ବ୍ଲକରେ ମାରାଥାନ ପ୍ରଚାର କରିଛନ୍ତି। ଏହି ସମୟରେ ଉଜ୍ବଳପୁରଠାରେ ଯୋଗେଶ ଓ ଦିଲୀପ ବାଇକରେ ବସି ଭୋଟ ମାଗିଥିଲେ। ଯୋଗେଶ ବାଇକ୍…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ସମୟରେ ପାକିସ୍ତାନୀ ଆତଙ୍କବାଦର କାହିଁକି ଜବାବ ଦିଆଯାଉନଥିଲା ? ଜବାବ ଦେଲେ ଅମିତ ଶାହା

ମୁମ୍ବାଇ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ-୨୦୨୪ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ରାଜନୈତିକ ନେତାମାନେ ପରସ୍ପରକୁ କଡ଼ା ଭାଷାରେ ସମାଲୋଚନା କରିବାକୁ ପଛଉନାହାନ୍ତି । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର (ଏପ୍ରିଲ ୨୩) ମହାରାଷ୍ଟ୍ରର ଅକୋଲାରେ କଂଗ୍ରେସ ସମେତ…
ଅଧିକ ଖବର ଦେଖନ୍ତୁ...

ବେକରେ ଦଉଡ଼ି ଦେଇ ଝୁଲିପଡ଼ିଲେ ଯୁବକ, ଗଳିତ ଶବ ଉଦ୍ଧାର

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଥାନା ଅଧୀନ ମାଳିକାପୋଡ଼ି ପଞ୍ଚାୟତ ଅଧିନ ଗାମୁଲି ଗ୍ରାମର ଜଣେ ଯୁବକ ବେକରେ ଦଉଡ଼ି ଦେଇ ଝୁଲିପଡ଼ିଛନ୍ତି। ତାଙ୍କର ଗଳିତ ଶବ ଉଦ୍ଧାର ହୋଇଛି ମୃତ ଯୁବକ ହେଲେ ଲିପନ ପ୍ରଧାନ (୧୮)। ସୂଚନା ଅନୁସାରେ ଲବ ପ୍ରଧାନଙ୍କ ପୁଅ ଲିପନ ରୁପେନି ଗତ…
ଅଧିକ ଖବର ଦେଖନ୍ତୁ...