Daily Archives

April 24, 2024

ମଦ ଧରିବାକୁ ଆସି ହଟହଟା ହେଲେ ଅବକାରୀ କର୍ମଚାରୀ, ଉଦ୍ଧାର କଲା ପୁଲିସ

ସୋର: ମଦ ଧରିବାକୁ ଆସି ଅବକାରୀ ଅଧିକାରୀ ଓ କର୍ମଚାରୀ ହଟହଟା ହୋଇଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଆଜି ସକାଳେ ଅନନ୍ତପୁର ଫାଣ୍ଡି ଅଧୀନ ଆମ୍ବତୋଟା ଗ୍ରାମର ପର୍ଶୁରାମ ପରିଡ଼ା ଓ ତାଙ୍କ ଭାଇ ବୁଦ୍ଧିରାମ ପରିଡ଼ାଙ୍କ ଘର ଓ ବାଡ଼ିରେ ଚୋରା ମଦ ରଖି ବ୍ୟବସାୟ…
ଅଧିକ ଖବର ଦେଖନ୍ତୁ...

ମୁଁ ମଦ୍ୟପାନ କରିନାହିଁ, ମୋ ଶରୀରରେ ମଦ୍ୟ ଆପେଆପେ ତିଆରି ହୁଏ: କୋର୍ଟରେ ଯୁବକଙ୍କ ଅଜବ ବୟାନ

ବ୍ରୁସେଲ୍ସ: ୟୁରୋପର ବେଲଜିୟମ କୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ହାସ୍ୟାସ୍ପଦ ପରିବେଶ ସୃଷ୍ଟି ହୋଇଥିଲା। ଡଙ୍କନ୍ ଡ୍ରାଇଭିଂରେ ଧରାପଡିଥିବା ଜଣେ ଯୁବକ ବିଚାରପତିଙ୍କ ଆଗରେ ଯୁକ୍ତି କରିଥିଲେ ଯେ ସେ ମଦ୍ୟପାନ କରିନାହାନ୍ତି, କିନ୍ତୁ ତାଙ୍କ ଶରୀରରେ ମଦ୍ୟ ଆପେଆପେ ତିଆରି ହୋଇଥାଏ।…
ଅଧିକ ଖବର ଦେଖନ୍ତୁ...

ଲାଡେନ ପିନ୍ଧିଥିବା ଏହି ଘଣ୍ଟା ବାବଦରେ ଜାଣିଛନ୍ତି କି ରୋଚକ କଥା!

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଅଲକାଏଦା ମୁଖ୍ୟ ଥିବା ଓସାମା ବିନ୍ ଲାଡେନ ଏପରି ଏକ ଆତଙ୍କବାଦୀ ଥିଲା, ଯାହାର ମୃତ୍ୟୁ ପରେ ବି ଏବେ ବି ଅନେକ ସମୟରେ ତାକୁ ନେଇ ଚର୍ଚ୍ଚା ହୋଇଥାଏ | ବାସ୍ତବରେ ଓସାମା ବିନ୍ ଲାଡେନ ହାତରେ ଏକ ବିଶେଷ ପ୍ରକାରର ଘଣ୍ଟା ଥିଲା | ଯଦିଓ ଏହା କ୍ୟାସିଓର ଏକ ବହୁତ…
ଅଧିକ ଖବର ଦେଖନ୍ତୁ...

ସୁପରଷ୍ଟାର ସଲମାନଙ୍କ ଘରର ବିଜୁଳି ବିଲ୍ କରିବ ଆଶ୍ଚର୍ଯ୍ୟ

ମୁମ୍ବାଇ: ବଲିଉଡର ଟାଇଗର ତଥା ସଲମାନ ଖାନ୍ ଏବେ ୫୮ବର୍ଷ ବୟସରେ ପାଦ ଦେଇସାରିଛନ୍ତି। ଏତେ ବର୍ଷ ବୟସରେ ବି ସଲମାନ ନିଜକୁ ଫିଟ୍ ରଖିବା ସହ ହିଟ୍ ପରେ ହିଟ୍ ଫିଲ୍ମ ଦେଇଚାଲିଛନ୍ତି। ସଲମାନଙ୍କୁ ଶେଷ ଥର ପାଇଁ ଟାଇଗର-୩ରେ ଦେଖିବାକୁ ପାଇଥିଲେ ଦର୍ଶକ। ବକ୍ସ ଅଫିସରେ ଫିଲ୍ମଟି ସୁପରହିଟ୍…
ଅଧିକ ଖବର ଦେଖନ୍ତୁ...

ଭବାନୀଭବନ ପଡ଼ିଆରେ ବିଜେଡି ପ୍ରାର୍ଥୀ ଯୋଗେଶ: ଫୁଟବଲ ଖେଳିଲେ, ଲୋକଙ୍କୁ ଭେଟି ଆଶୀର୍ବାଦ ମାଗିଲେ

ସୁନ୍ଦରଗଡ଼: ଚାଲିଛି ନିର୍ବାଚନ ପ୍ରଚାର। କିଛି ପ୍ରାର୍ଥୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଉପାୟ ଆପଣେଇଛନ୍ତି। ଏହିକ୍ରମରେ ନିଆରା ପ୍ରଚାରକୁ ନେଇ ସୁନ୍ଦରଗଡ଼ ବିଧାନସଭାର ବିଜେଡି ପ୍ରାର୍ଥୀ ଯୋଗେଶ ସିଂ ବେଶ ଚର୍ଚ୍ଚାରେ ରହିଛନ୍ତି। ଗାଁ ଅଞ୍ଚଳକୁ ପ୍ରଚାରକୁ ଗଲା ବେଳେ କେତେବେଳେ ସେ…
ଅଧିକ ଖବର ଦେଖନ୍ତୁ...

ପେଟିଏମ୍‌ର ବଡ ଉପହାର: ନୂଆ ୟୁପିଆଇ ଆଇଡି ଦ୍ବାରା ସମସ୍ତ ସେବା ସକ୍ରିୟ ହେବ

ନୂଆଦିଲ୍ଲୀ: ଜଣାଶୁଣା ଅନଲାଇନ୍ ପେମେଣ୍ଟ୍ ଆପ୍ ପେଟିଏମ୍ ଏହାର ଗ୍ରାହକମାନଙ୍କୁ ଏକ ବଡ଼ ଉପହାର ଦେଇଛି । ୟୁପିଆଇ ପେମେଣ୍ଟ ପାଇଁ ଗ୍ରାହକଙ୍କୁ ନୂତନ ବ୍ୟାଙ୍କକୁ ସ୍ଥାନାନ୍ତର କରିବାକୁ ଏନପିସିଆଇ ପେଟିଏମର ପ୍ୟାରେଣ୍ଟ୍ କମ୍ପାନୀ ୱାନ୍-୯୭କମ୍ୟୁନିକେସନ୍‌କୁ ଅନୁମତି ଦେଇଛି । ମାର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ମେଣ୍ଟ ସରକାର ହେଲେ ପ୍ରତିବର୍ଷ ବଦଳିବେ ପ୍ରଧାନମନ୍ତ୍ରୀ: ମୋଦୀ

ନୂଆଦିଲ୍ଲୀ: ବୁଧବାର ମଧ୍ୟପ୍ରଦେଶର ବେତୁଲରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କିଛି ଗଣମାଧ୍ୟମ ରିପୋର୍ଟ ଆସିଛି ଯେ ଇଣ୍ଡିଆ ମେଣ୍ଟରେ ଏକ ଆଲୋଚନା ଚାଲିଛି ଯେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ବର୍ଷିଆ ପ୍ରଧାନମନ୍ତ୍ରୀ ସୂତ୍ର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ଯୁବତୀଙ୍କୁ ମିଳିଲା ଭାରତୀୟଙ୍କ ହୃଦୟ, ପାଇଲେ ନୂଆ ଜୀବନ

ଚେନ୍ନାଇ: ପାକିସ୍ତାନୀ ଯୁବତୀଙ୍କୁ ମିଳିଲା ଭାରତୀୟଙ୍କ ହୃଦୟ। ପାଇଲେ ନୂଆ ଜୀବନ। ପାକିସ୍ତାନର କରାଚୀରେ ରହୁଥିବା ଜଣେ ଯୁବତୀଙ୍କ ହୃଦୟରେ ସମସ୍ୟା ଥିବା ସହ ଜୀବନ ବଞ୍ଚାଇବା ପାଇଁ ହୃଦୟ ପ୍ରତିରୋପଣ ହିଁ ଏକମାତ୍ର ବାଟ ବୋଲି କହିଥିଲେ ଡାକ୍ତର। ଅସ୍ତ୍ରୋପଚାର ପାଇଁ ୩୫ଲକ୍ଷ ଦରକାର ଥିବା…
ଅଧିକ ଖବର ଦେଖନ୍ତୁ...

ଭିଭିପାଟ୍ ଯାଞ୍ଚ୍ ନେଇ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ, କହିଲେ ନିର୍ବାଚନକୁ ଆମେ ନିୟନ୍ତ୍ରଣ କରିପାରିବୁ ନାହିଁ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ ଜାରି ରହିଛି। ଏଭଳି ରାଜନୈତିକ ପରିବେଶ ମଧ୍ୟରେ ବୁଧବାର ସୁପ୍ରିମକୋର୍ଟରେ ଇଭିଏମ୍-ଭିଭିପାଟ୍ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଭୋଟ୍ ଏବଂ ଭୋଟର ଭେରିଫାଏବଲ୍ ପେପର…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ

ଭୁବନେଶ୍ବର: ଭାରତୀୟ ଜାତୀୟ କଂଗ୍ରେସ ଗଂ‌ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି। ଏଠାରେ ସାକା ସୁଜିତ୍ କୁମାରଙ୍କୁ କଂଗ୍ରେସ ନୂତନ ପ୍ରାର୍ଥୀ କରିଛି। ପୂର୍ବରୁ ଶ୍ରୀଧର ଦେବଙ୍କ ନାମ ଘୋଷଣା କରିଥିଲା କଂଗ୍ରେସ। ସୂଚନାଯୋଗ୍ୟ, କଂଗ୍ରେସ ଗତ ୧୪ ତାରିଖ ଦିନ…
ଅଧିକ ଖବର ଦେଖନ୍ତୁ...