Daily Archives

April 24, 2024

ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା କାର୍‌କୁ ଧକ୍କା ଦେଲେ, ୪ ବର୍ଷୀୟ ଶିଶୁର ମୃତ୍ୟୁ

ରାଉରକେଲା: ଦ୍ରୁତଗତି ମହାବିପତ୍ତି। ଏହା ଜାଣିଥିଲେ ମଧ୍ୟ ଲୋକ ଅସାବଧାନତା ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥାନ୍ତି। ରାଉରକେଲା ପୁଲିସ ଜିଲ୍ଲା ଚାନ୍ଦିପୋଷ ଥାନା ମୂଷାବିରା ଠାରେ ଆଜି ଏକ ଅଲ୍ଟୋ କାର୍‌କୁ ହ୍ୟୁଣ୍ଡାଇ କାର ପଛ ପାର୍ଶ୍ୱରୁ ଧକ୍କା ଦେଇଛି। ଫଳରେ ଜଣେ ୪ ବର୍ଷ ବୟସର ଶିଶୁର…
ଅଧିକ ଖବର ଦେଖନ୍ତୁ...

କିଏ ତିଆରି କରେ ଇଭିଏମ ଓ ଭିଭିପାଟ? ସୂଚନା ଦେବାକୁ ମନା କଲା ଇସିଆଇଏଲ

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL) ଇଭିଏମ୍ ଏବଂ ଭିଭିପାଟର ବିଭିନ୍ନ ଉପାଦାନର ଉତ୍ପାଦକଙ୍କ ନାମ ପ୍ରକାଶ କରିବାକୁ ମନା କରିଦେଇଛି। 'ବ୍ୟବସାୟିକ ବିଶ୍ୱାସ' ଦର୍ଶାଇ କମ୍ପାନୀ ଆରଟିଆଇ ଅଧିନିୟମ ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

୨୪ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରି ଉପରେ; ଭୁବନେଶ୍ବର ଓ ନୂଆପଡ଼ାରେ ପାରା ୪୩.୨ ଡିଗ୍ରି

ଭୁବନେଶ୍ବର: ଆଜି ରାଜ୍ୟର ୨୪ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି। ୪୩.୨ ଡିଗ୍ରି ସହ ଭୁବନେଶ୍ବର ଓ ନୂଆପଡ଼ା ରାଜ୍ୟର ଯୁଗ୍ମ ଉତ୍ତପ୍ତ ସହର ହୋଇଛି। ୧୧ ସହରର ତାପମାତ୍ରା ୪୨ ଡିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ଅବସରରେ ବିନ୍ଧ୍ୟ କଲେକ୍‌ସନର ଶୁଭାରମ୍ଭ କଲେ ଦିଶା ପଟାନୀ

ମୁମ୍ବାଇ: ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ବିନ୍ଧ୍ୟ କଲେକ୍‌ସନ ଶୁଭାରମ୍ଭ କରିଛି।  ଏହାର ପ୍ରସିଦ୍ଧ ‘ଜୁଏଲ୍ସ ଅଫ୍ ଇଣ୍ଡିଆ' କଲେକ୍ସନ ସିରିଜର ନବମ, ବିନ୍ଧ୍ୟ ମଧ୍ୟପ୍ରଦେଶର ସମୃଦ୍ଧ କଳାତ୍ମକ ପରମ୍ପରାରୁ ପ୍ରେରିତ । ଫ୍ୟାସନ ଆଇକନ୍ ତଥା…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ପଂଚାୟତ ବୁଡ଼େଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପିଲାଙ୍କ ଚାଉଳ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗ୍ରାମବାସୀମାନେ ଘେରିବା ପରେ ଅଧା ରାସ୍ତାରୁ ଚାଉଳ ଫେରି ସ୍କୁଲ ପରିସରରେ ଥିବା…
ଅଧିକ ଖବର ଦେଖନ୍ତୁ...

ମୁସଲମାନ ଓବିସି ତାଲିକାରେ ସାମିଲ୍: କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ନେଇ ଆପତ୍ତି ପ୍ରକାଶ କଲା ଏନସିବିସି

ବେଙ୍ଗାଲୁରୁ/ନୂଆଦିଲ୍ଲୀ: ସଂରକ୍ଷଣ ଲାଭ ଯୋଗାଇବା ପାଇଁ କର୍ଣ୍ଣାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି)ରେ ଅନ୍ତର୍ଭୁକ୍ତ କରିଛନ୍ତି। ପଛୁଆ ବର୍ଗଙ୍କ ପାଇଁ ଗଠିତ ଜାତୀୟ ଆୟୋଗ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଆପତ୍ତି ଜଣାଇବା…
ଅଧିକ ଖବର ଦେଖନ୍ତୁ...

କନୌଜ ଆସନରୁ ଲଢ଼ିବା ନେଇ ଅଖିଳେଶ କହିଲେ ଏଭଳି କଥା

ନୂଆଦିଲ୍ଲୀ: ନିକଟରେ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପୁତୁରା ତେଜ ପ୍ରତାପ ଯାଦବଙ୍କୁ କନୌଜ ଆସନରୁ ପ୍ରାର୍ଥୀ କରାଯାଇଥିଲା। ଏବେ କୁହାଯାଉଛି ଯେ ଏସପି କନୌଜ ଆସନରେ ପ୍ରାର୍ଥୀ ବଦଳାଇ ପାରନ୍ତି। ଆଲୋଚନା ହେଉଛି ଯେ ଏସପି ମୁଖ୍ୟ ଅଖିଳେଶ ଯାଦବ ନିଜେ ଏଠାରୁ…
ଅଧିକ ଖବର ଦେଖନ୍ତୁ...

ଆଶ୍ଚର୍ଯ୍ୟ କରିବ କଲ୍କି ପାଇଁ ପ୍ରଭାସ ନେଉଥିବା ପାରିଶ୍ରମିକ, ଦୀପିକା ନେଉଛନ୍ତି ମାତ୍ର ଏତିକି କୋଟି

ମୁମ୍ବାଇ: ଦର୍ଶକମାନେ ଦୀର୍ଘ ସମୟ ହେଲାଣି ‘କଲ୍କି ୨୮୯୮ ଏଡି’କୁ ଅପେକ୍ଷା କରି ରହିଛନ୍ତି | ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ କିନ୍ତୁ ଷ୍ଟାର କାଷ୍ଟଙ୍କ ପ୍ରଥମ ଲୁକ୍ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରରେ ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦିଶା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ଚିନ୍ତାଧାରା ଅତି ବିପଜ୍ଜନକ: ବିଜେପି ନେତାଙ୍କ ଚାଞ୍ଚଲ୍ୟକର ଅଭିଯୋଗ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ସାମ୍ ପିଟ୍ରୋଡାଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଏବେ ସରଗରମ ହେବାରେ ଲାଗିଛି। ପିଟ୍ରୋଡାଙ୍କ ମନ୍ତବ୍ୟ ନେଇ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ତେବେ ପିଟ୍ରୋଡା ଦେଇଥିବା ମନ୍ତବ୍ୟ ନେଇ ସ୍ପଷ୍ଟୀକରଣ ଦେଇ ନିଜକୁ ସୁରକ୍ଷିତ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ବିଜେଡିର ୨, କଂଗ୍ରେସର ୨ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ମାଲକାନଗିରି: ଆଜି ମାଲକାନଗିରି ବିଧାନସଭା ଆସନ ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନରୁ କଂଗ୍ରେସ ଏବଂ ବିଜେଡିର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଗରମକୁ ଖାତିରି ନକରି ବିଜେଡି ଓ କଂଗ୍ରେସ ନିଜ ନିଜର ପରାକ୍ରମ ଆଜି ମାଲକାନଗିରିରେ ଦେଖାଇଛନ୍ତି। ବିଜେଡିର ମାଲକାନଗିରି ବିଧାନସଭା ଆସନ…
ଅଧିକ ଖବର ଦେଖନ୍ତୁ...