Daily Archives

May 2, 2024

ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା କଲେ ନାମାଙ୍କନ ପତ୍ର ଦାଖଲ

ବୀରମହାରାଜପୁର: ବିଜୁ ଜନତା ଦଳ ପ୍ରାର୍ଥୀ ତଥା ବିଧାୟକ ପଦ୍ମନାଭ ବେହେରା ଗୁରୁବାର ବୀରମହାରାଜପୁରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଥମେ ଜଗନ୍ନାଥ ମନ୍ଦିରକୁ ଯାଇ ଆଶୀର୍ବାଦ ଭିକ୍ଷା କରିଥିଲେ। ସେଠାରୁ ସେ ଚମ୍ପାମାଳ ଚମ୍ପେଶ୍ୱର ମହାଦେବଙ୍କ ଦର୍ଶନ କଲାପରେ ବିଜୁ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ଆମେଥିରୁ ଲଢିପାରନ୍ତି ରାହୁଲ ଗାନ୍ଧି, ଖୁବଶୀଘ୍ର ହୋଇପାରେ ଘୋଷଣା

ଆମେଥି : ଉତ୍ତରପ୍ରଦେଶର ଆମେଥି ଲୋକସଭା ଆସନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଏଠାରୁ ରାହୁଲ ଗାନ୍ଧି ଲଢିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ତାଙ୍କ ନାମ ସମ୍ପର୍କରେ ଯେ କୌଣସି ସମୟରେ ଘୋଷଣା ହୋଇପାରେ । ସେପଟେ ଆମେଥିର କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଆମ ପାଇଲଟ ଉଡାଇଦେବେ, ଆରଜେଡିକୁ ଟାର୍ଗେଟ କରି ଏଭଳି କହିଲେ ରାଜନାଥ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର କହିଛନ୍ତି ଯେ ବିହାରରେ ଲଣ୍ଠନ ଯୁଗ ଆଉ କୌଣସି ପରିସ୍ଥିତିରେ ଫେରିବା ଉଚିତ ନୁହେଁ। ରାଷ୍ଟ୍ରୀୟ ଜନତା ଦଳକୁ ସମାଲୋଚନା କରି ସେ ରାଜୀବ ପ୍ରତାପ ରୁଡିଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ରୁଡିଙ୍କ ସମର୍ଥନରେ ଏଠାରେ ଆୟୋଜିତ ଏକ…
ଅଧିକ ଖବର ଦେଖନ୍ତୁ...

ବିବାହର ୧୧ବର୍ଷ ପରେ ବାପା ହୋଇଥିବା ଅଭିନେତା ବଖାଣିଲେ ନିଜର ଅନୁଭୂତି

ନୂଆଦିଲ୍ଲୀ: ‘ଇମଲି’ ଅଭିନେତା କରଣ ବୋହରା ‘ମେ ହୁଁ ସାଥ ତେରେ’ ସୋ’ ଜରିଆରେ ଛୋଟପରଦାରେ ପ୍ରବେଶ କରିଥିଲେ। ଏହି ସୋ’ରେ ତାଙ୍କ ଭୂମିକାର ନାମ ଥିଲା ଆର୍ଯମନ। ନିକଟରେ କରଣ ଏକ ସାକ୍ଷାତକାରରେ ବାପା ହେବାର ଯାତ୍ରା କିପରି ଥିଲା ତାହାକୁ ସମସ୍ତଙ୍କ ସହିତ ଖୋଲାଖୋଲି ଭାବେ ଆଲୋଚନା…
ଅଧିକ ଖବର ଦେଖନ୍ତୁ...

ଏତେ କୋଟିର ମାଲିକ ଟ୍ବେଣ୍ଟି-୨୦ ବିଶ୍ବକପ୍ ଟିମରୁ ବାଦ୍ ପଡ଼ିଥିବା ରୁତୁରାଜ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଜୁନ୍‌ ୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହିଟ୍‌ମ୍ୟାନ୍ ରୋହିତ ଶର୍ମାଙ୍କୁ ଆଶାଜନକ ଭାବେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଗଠିତ ଦଳର ଅଧିନାୟକ…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶ: ଭୋଟ ପାଇଁ ବଣ୍ଟା ହେଉଛି ନୋଟ୍, ଭିଡିଓ ହେଲା ଭାଇରାଲ୍

ଶିବପୁରୀ : ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ଟଙ୍କା ବଣ୍ଟନର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଟଙ୍କା କ'ଣ ପାଇଁ ବଣ୍ଟନ କରାଯାଉଛି ସେ ନେଇ ସ୍ଥିତି ସ୍ପଷ୍ଟ ହୋଇନଥିଲେ ବି ସ୍ଥାନୀୟ ଲୋକଙ୍କ ମତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଟଙ୍କା ବଣ୍ଟନ କରାଯାଉଛି ।…
ଅଧିକ ଖବର ଦେଖନ୍ତୁ...

ଅମୀୟ ଦାସ ବିଜେଡି ରାଜ୍ୟ ସାଧାରଣ ସଂପାଦକ ନିଯୁକ୍ତ

ଭୁବନେଶ୍ବର: ବିଜେପି ଛାଡ଼ି ବିଜେଡି‌ରେ ଯୋଗଦେଲା ପରେ ଅମୀୟ ଦାସଙ୍କୁ ଦଳରେ ବଡ଼ ଦାୟିତ୍ବ ମିଳିଛି। ଶ୍ରୀ ଦାସଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ସାଧାରଣ ସଂପାଦକ ପଦବିରେ ନିଯୁକ୍ତ କରିଛନ୍ତି। ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ…
ଅଧିକ ଖବର ଦେଖନ୍ତୁ...

ଏହି ରାଜ୍ୟରେ ପେଟ୍ରୋଲ କିଣିବା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ତ୍ରିପୁରା ସରକାର ରାଜ୍ୟରେ ଟ୍ରେନ୍ ଚଳାଚଳ ବ୍ୟାହତ ହେତୁ ଇନ୍ଧନ ଷ୍ଟକର ଅଭାବକୁ ଦୃଷ୍ଟିରେ ରଖି ପେଟ୍ରୋଲ ଏବଂ ଡିଜେଲ ବିକ୍ରୟ ତଥା କ୍ରୟ ଉପରେ ଏକ ସୀମା ଧାର୍ଯ୍ୟ କରିଛନ୍ତି। ଦୁଇ ଚକିଆ ଯାନ ପ୍ରତିଦିନ ୨୦୦ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ କିଣିବାକୁ ସକ୍ଷମ ହେବେ ଏବଂ ଚାରି ଚକିଆ…
ଅଧିକ ଖବର ଦେଖନ୍ତୁ...

ଉପହାର ଦେବା ପରେ ପ୍ରଶଂସକଙ୍କୁ ‌ଜୋତା ପିନ୍ଧିବାରେ ସାହାଯ୍ୟ କଲେ ଜନ୍

ନୂଆଦିଲ୍ଲୀ: ସମୟସମୟରେ ଅଭିନେତ୍ରୀ ଓ ଅଭିନେତାଙ୍କ ପ୍ରଶଂସକଙ୍କ ପ୍ରତି ସ୍ନେହ ଭଲପାଇବା ଥିବାର ହୃଦୟସ୍ପର୍ଶୀ ଦୃଶ୍ୟ କ୍ୟାମେରାରେ କୈଦ ହୋଇଯାଇଥାଏ। ନିକଟରେ ପ୍ରଶଂସକଙ୍କ ପ୍ରତି ‌‌ ଜନ ଅବ୍ରାହମଙ୍କ କେତେ ଭଲ ପାଇବା ଅଛି ତାହା ଆପଣମାନେ ଉପରୋକ୍ତ ଫଟୋରୁ ନିଶ୍ଚୟ ଜାଣି ପାରୁଥିବେ।…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ରାଇନାଙ୍କ ଭାଇ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪)ରେ କମେଣ୍ଟ୍ରି କରୁଥିବା ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି। ସୂଚନା ମିଳିଛି ଯେ, ରାଇନାଙ୍କ ଭାଇ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଜଣେ ଟ୍ୟାକ୍ସି ଡ୍ରାଇଭର…
ଅଧିକ ଖବର ଦେଖନ୍ତୁ...