Daily Archives

May 4, 2024

ଅନାଥ ନାବାଳକକୁ ଥଇଥାନ କଲେ ଆଇନ ସେବା ପ୍ରାଧିକରଣ

ମାଲକାନଗିରି: ଜଣେ ପିତୃମାତୃ ହୀନ ନାବାଳକ ଅତି ବିପନ୍ନ ଅବସ୍ଥାରେ ରହିଥିବା ବେଳେ ତାକୁ ବରିଷ୍ଠ ଓକିଲ ତଥା ଆଇନ ସେବା ପ୍ରାଧିକରଣର ମୂଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଅଶୋକ ପଟ୍ଟନାୟକ ଉଦ୍ଧାର କରିଥିଲେ। ପରେ ଆଇନ ସେବା ପ୍ରାଧିକରଣ ନିକଟରେ ହାଜର କରାଇଥିଲେ। ଶିଶୁଟି ସହ ଆଇନ ସେବା…
ଅଧିକ ଖବର ଦେଖନ୍ତୁ...

ବାୟୁସେନା ଗାଡ଼ି ଉପରେ ଆକ୍ରମଣ ଘଟଣା : ଗରୁଡ଼ କମାଣ୍ଡୋ ମୁତୟନ କଲା ବାୟୁସେନା

ଜମ୍ମୁ : ପୁଞ୍ଚରେ ବାୟୁସେନା ଗାଡ଼ି ଉପରେ ଆକ୍ରମଣ ପରେ ସତର୍କ ହୋଇଯାଇଛି ସେନା ଓ ବାୟୁସେନା । ସଂପୃକ୍ତ ଅଂଚଳରେ ବାୟୁସେନା ପକ୍ଷରୁ ଗରୁଡ଼ ସ୍ପେଶାଲ ଫୋର୍ସ ମୁତୟନ କରାଯାଇଛି। ଏ ନେଇ ଜଣେ ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ଏହି ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ସୁନା ଚୋରାଚାଲାଣ ଅଭିଯୋଗ ଆସିବା ପରେ ଇସ୍ତଫା ଦେଲେ ଆଫଗାନିସ୍ତାନର କୂଟନୀତିଜ୍ଞ

ମୁମ୍ବାଇ: ମୁମ୍ବାଇରେ ଥିବା ଆଫଗାନିସ୍ତାନ କନସୁଲେଟର ଜେନେରାଲ(କୂଟନୀତିଜ୍ଞ) ଜାକିଆ ୱାର୍ଡକ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ ପ୍ରସଙ୍ଗ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି। ବାସ୍ତବରେ ଜେନେରାଲ ଜାକିଆ ୱାର୍ଡକ ଦୁବାଇରୁ ଭାରତକୁ ୨୫ କିଲୋଗ୍ରାମ ସୁନା ଚୋରା ଚାଲାଣ କରିବାକୁ ଉଦ୍ୟମ କରିଥିବା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଆନୁଷ୍ଠାନିକ ଭାବେ ଯୋଗଶିକ୍ଷା ଆରମ୍ଭ: ପ୍ରଶାସନ ପକ୍ଷରୁ ମାଗଣା କ୍ଲାସ୍

ଇସଲାମାବାଦ: ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିବା ପରେ ଭାରତର ପ୍ରାଚୀନ ଶାରୀରିକ ଏବଂ ମାନସିକ ବ୍ୟାୟାମ ଯୋଗଶିକ୍ଷା ଆନୁଷ୍ଠାନିକ ଭାବରେ ପାକିସ୍ତାନରେ ମଧ୍ୟ ଆରମ୍ଭ ହୋଇଛି। ବାସ୍ତବରେ ପାକିସ୍ତାନର ରାଜଧାନୀ ଇସଲାମାବାଦର କ୍ୟାପିଟାଲ୍ ଡେଭଲପମେଣ୍ଟ ଅଥରିଟି (ସିଡିଏ) ଏହାର ଅଫିସିଆଲ୍…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ସହରରେ ଦିଲୀପ, ଯୋଗେଶଙ୍କ ପତ୍ନୀ ମାଗିଲେ ଭୋଟ୍‌

ସୁନ୍ଦରଗଡ଼: ସୁନ୍ଦରଗଡ଼ର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପଦ୍ମଶ୍ରୀ ଦିଲୀପ ତିର୍କି ଓ ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ ଯୋଗେଶ ସିଂଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ଶନିବାର ଅପରାହ୍ନରେ ଶହ ଶହ ସମର୍ଥକଙ୍କ ସହ ସୁନ୍ଦରଗଡ଼ ସହରର ୨ ନମ୍ବର ୱାର୍ଡର ଘରକୁ ଘର ଯାଇ ଭୋଟ ମାଗିଛନ୍ତି। କିମ୍ବଦନ୍ତୀ ହକି…
ଅଧିକ ଖବର ଦେଖନ୍ତୁ...

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪ ୱିକେଟରେ ଜିତିଲା

ବେଙ୍ଗାଲୁରୁ: ଆଇପିଏଲର ୫୨ ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଗୁଜୁରାଟ ଟାଇଟନ୍ସ(ଜିଟି)କୁ ୪ ୱିକେଟରେ ପରାଜିତ କରିଛି। ଧାର୍ଯ୍ୟ ୨୪୮ ରନ୍‌ର ପିଛା କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୩.୪ ଓଭରରେ ୬ ୱିକେଟ ହରାଇ ୧୫୨ ରନ୍ କରିଥିଲା। ବେଙ୍ଗାଲୁରୁର…
ଅଧିକ ଖବର ଦେଖନ୍ତୁ...

ଜେଏମ୍‌ଏମ୍‌ ପ୍ରାର୍ଥୀ ନିହାରଙ୍କ ପ୍ରାର୍ଥିପତ୍ର ନାକଚ

ରାଉରକେଲା: ଟିକଟ୍‌ ନ ମିଳିବାରୁ ବିଜେଡି ଛାଡ଼ି ଇଣ୍ଡି ମେଣ୍ଟ (ଜେଏମ୍‌ଏମ୍‌)ରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ନିହାର ସୁରିନଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଜାତୀୟ ଦଳର ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲବେଳେ ୧୦ ଜଣ ଲେଖାଏ ପ୍ରସ୍ତାବକ ଦେବାର ନିୟମ ରହିଛି। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ପ୍ରଜ୍ବଲ ରେଭାନ୍ନାକୁ ଠାବ କରିବାକୁ ସିବିଆଇର ସହାୟତା ମାଗିଲେ କର୍ଣ୍ଣାଟକ ସରକାର

 ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ଫେରାର ଜେଡିଏସ ସାଂସଦ ପ୍ରଜ୍ୱଲ ରେଭାନ୍ନାକୁ ଠାବ କରିବା ପାଇଁ ଅନ୍ୟ ଦେଶର ସହାୟତା ନେବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅନୁରୋଧ କରିଛନ୍ତି। ପ୍ରଜ୍ୱାଲଙ୍କ ବିରୋଧରେ ଅନେକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଯୋଗେଶଙ୍କ ବିଜୟ ପାଇଁ ମଇଦାନରେ ଦୁଇ ପ୍ରଫୁଲ୍ଲ: ‘ମେ କୋଡ଼ିଏ, ଶଂଖ ଯୋଡ଼ିଏ’ ନାରାରେ କମ୍ପିଲା ଗାଁ

ସୁନ୍ଦରଗଡ଼: ଗାଁ, ଗାଁରେ ନିର୍ବାଚନୀ ସଭା, ଘରେ ଘରେ ଭୋଟରଙ୍କୁ ଭେଟି ଭୋଟ ମାଗୁଛନ୍ତି ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ ଯୋଗେଶ କୁମାର ସିଂ। ନିର୍ବାଚନମଣ୍ଡଳୀରେ ପ୍ରଚାର ଜୋର୍ ଧରିଥିବାବେଳେ ଯୋଗେଶଙ୍କ ବିଜୟ ସଂକଳ୍ପ ନେଇ ଏବେ ମଇଦାନକୁ ଓହ୍ଲାଇଛନ୍ତି ଦୁଇ ବରିଷ୍ଠ ନେତା ତଳସରାର ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ଭୋଟିଂ ପୂର୍ବରୁ ଅଲଗା ଅଲଗା ସ୍ଥାନରୁ ମିଳିଲା ୧୬ ବୋମା

କୋଲକାତା: ତୃତୀୟ ପର୍ଯ୍ୟାୟ ନିର୍ବାଚନର ଦୁଇ ଦିନ ପୂର୍ବରୁ ମୁର୍ସିଦାବାଦର ବିଭିନ୍ନ ଅଞ୍ଚଳରୁ ଏକାଧିକ ବୋମା ଜବତ କରାଯାଇଛି | ମୁର୍ସିଦାବାଦ ଅଂଚଳର ବିଦ୍ୟାଳୟ ଏବଂ ଖେଳ ପଡିଆରୁ ଅନେକ ବୋମା ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ମୁର୍ସିଦାବାଦର ବିଭିନ୍ନ ଅଂଚଳରୁ ପାଖାପାଖି ୧୬ଟି…
ଅଧିକ ଖବର ଦେଖନ୍ତୁ...