Daily Archives

May 6, 2024

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୧୭୪ ରନ୍

ମୁମ୍ବାଇ: ଆଇପିଏଲ୍‌ର ୫୫ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ଏବଂ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍‌ଏଚ୍) ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ମୃତ୍ୟୁପରେ ରାସ୍ତାପାର୍ଶ୍ବ‌ରେ ଚିକେନ ରୋଲ ବିକ୍ରି କରୁଥିବା ବାଳକଙ୍କ ପାଠପଢ଼ା ଦାୟିତ୍ବ ନେବେ ଶିଳ୍ପପତି

ନୂଆଦିଲ୍ଲୀ: ଜଣେ ଫୁଡ ବ୍ଲଗରଙ୍କ ଦ୍ବାରା ସେୟାର କରାଯାଇଥିବା ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଲୋକଙ୍କୁ ଅନେକ ପ୍ରେରଣା ବି ଦେଉଛି। ଭିଡିଓରେ ଜଣେ ୧୦ବର୍ଷର ଶିଶୁ ଦିଲ୍ଲୀର ତିଲକ ନାଗରରେ ଏକ ଠେଲାରେ ଅଣ୍ଡା ଓ ଚିକେନ ରୋଲ ତିଆରି ଏବଂ…
ଅଧିକ ଖବର ଦେଖନ୍ତୁ...

ସମୀର ଓ ଅରୁନ୍ଧତୀଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର: ଟିକେଟ୍ କାଟିବା ପରେ ନିମାପଡ଼ା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିମାପଡ଼ା ଟିକେଟ୍ କଟିବା ପରେ ଅସନ୍ତୁଷ୍ଟ ଥିବା ସମୀର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

‌ମେଷ: ଭବିଷ୍ୟତ ଯୋଜନା ପାଇଁ ନୂଆ କୌଶଳରେ କାମ କରିବେ। ବ୍ୟବସାୟରେ ବଡ଼ ଗୋଷ୍ଠୀ ସହିତ ଯୋଡ଼ିବାର ମଉକା ପାଇବେ। ରାଜନୀତିକ ଲୋକଙ୍କର ସମାଜିକ ପ୍ରତିଷ୍ଠା ବଢ଼ିବ। ବୃଷ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ଯାହା ନିଷ୍ପତ୍ତି ନେବେ ଫଳପ୍ରଦ ସାବ୍ୟସ୍ତ ହେବ। ଆର୍ଥିକ ସ୍ଥିତି…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳବାର ୩ୟ ପର୍ଯ୍ୟାୟ ଭୋଟଗ୍ରହଣ : ୯୪ଟି ଆସନରେ ହେବ କଡ଼ା ମୁକାବିଲା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ଜାରି ରହିଛି। ଅନ୍ୟପକ୍ଷରେ ମଙ୍ଗଳବାର ୧୨ଟି ରାଜ୍ୟର ୯୪ଟି ଲୋକସଭା ଆସନ ପାଇଁ ତୃତୀୟ ପର୍ୟ୍ୟାୟ ମତଦାନ ହେବ। ଏହା ପୂର୍ବରୁ ପ୍ରଥମ ପର୍ୟ୍ୟାୟରେ ୧୦୨ ଟି ଆସନ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ୮୮ ଟି ଆସନ ପାଇଁ ମତଦାନ ହୋଇଥିଲା । ତୃତୀୟ…
ଅଧିକ ଖବର ଦେଖନ୍ତୁ...

ପରମାଣୁ ଯୁଦ୍ଧ ମୁହାଁ ପୁଟିନ୍: ସୈନ୍ୟଙ୍କୁ ଆଣବିକ ଅସ୍ତ୍ରଶସ୍ତ୍ର ଅଭ୍ୟାସ କରିବାକୁ ଦେଲେ ନିର୍ଦ୍ଦେଶ

ମସ୍କୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୬ ମାସରୁ ଅଧିକ ସମୟ ଧରି ଚାଲିଛି । ବର୍ତ୍ତମାନ ଏହି ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ। ଏପରିସ୍ଥଳେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ତାଙ୍କର ବିପଜ୍ଜନକ ଉଦ୍ଦେଶ୍ୟ ଦର୍ଶାଇଛନ୍ତି। ପରମାଣୁ ଅସ୍ତ୍ରଶସ୍ତ୍ରର ଅଭ୍ୟାସ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଦରମା ମାସକୁ ୧୫ହଜାର ଟଙ୍କା ପାଉଥିବା ବେଳେ ଘରୁ ଜବତ ହେଲା ୩୦କୋଟିର ନଗଦ ଟଙ୍କା

ନୂଆଦିଲ୍ଲୀ: ରାଞ୍ଚିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଝାଡ଼ଖଣ୍ଡ ସରକାରର ମନ୍ତ୍ରୀ ଆଲମଗୀର ଆଲମଙ୍କ ଘରୋଇ ସଚିବଙ୍କ ସହାୟକଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଇଡ଼ି ବିପୁଳ ପରିମାଣରେ ଟଙ୍କା ଜବତ କରିଥିବା ଖବର ମିଳିଛି। ଜବତ ହୋଇଥିବା ଟଙ୍କାର ଆନୁମାନିକ ମୂଲ୍ୟ ୩୦କୋଟି ଟଙ୍କା…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁର ଆଇଟିଆଇ ପରିସରରେ ବଜ୍ରପାତରେ ଜଣେ ମୃତ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଇରଙ୍ଗପୁର ଆଇଟିଆଇ ପରିସରରେ ବଜ୍ରପାତରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ରାଇରଙ୍ଗପୁର ଆଇଟିଆଇରେ ଜାମଦା ଥାନା ଅନ୍ତର୍ଗତ ଟେଣ୍ଡରା ଗ୍ରାମର ଡବର ତିରୀଆ (୬୦) ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ।…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀରେ ଉପଖଣ୍ଡ ଚିକିତ୍ସାଳୟର ଉଡ଼ିଲା ଛାତର ଟିଣ-ଆଜବେଷ୍ଟ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ତାଙ୍କ ସମ୍ପର୍କୀୟ

ରାଇରଙ୍ଗପୁର: ଉତ୍ତମ ଚିକିସ୍ଥା ଯୋଗାଇବା ସହ ଚିକିତ୍ସାଳୟର ସୋନ୍ଦର୍ଯ୍ୟକରଣ ନିମନ୍ତେ ସମସ୍ତ ମେଡିକାଲକୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସେଗୁଡ଼ିକର ରୁପାନ୍ତିକରଣ କରାଯାଇଛି। ବିଭିନ୍ନ ଠିକା ସଂସ୍ଥା ଦ୍ୱାରା ଏହି ନିର୍ମାଣ କାର୍ଯ୍ୟ ଦାୟିତ୍ଵସମ୍ପନ୍ନ କରାଯାଇଥିବାବେଳେ ଠିକା ସଂସ୍ଥା…
ଅଧିକ ଖବର ଦେଖନ୍ତୁ...

ନିଜକୁ ବିଗ୍ ବିଙ୍କ ସହ ତୁଳନା କରି ଏ କ’ଣ କହିଦେଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଅଭିନୟରୁ ବିରତି ନେଇ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି। ବିଜେପି ତାଙ୍କୁ ହିମାଚଳର ମଣ୍ଡିରୁ ପ୍ରାର୍ଥୀ କରିବା ପରେ ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ସେ କ୍ରମାଗତ ଭାବେ ରାଲି କରୁଛନ୍ତି। ରାଲି ସମୟରେ କଙ୍ଗନା ଏଭଳି ଅନେକ କିଛି କଥା…
ଅଧିକ ଖବର ଦେଖନ୍ତୁ...