Daily Archives

May 13, 2024

ଆଜସୁର ପ୍ରାର୍ଥୀ ଆନ୍ତା ଆଲୋକ ବାସ୍କେ ଓ ସମନାଥ ମାଝୀଙ୍କ ପ୍ରାର୍ଥିପତ୍ର ଦାଖଲ

ରାଇରଙ୍ଗପୁର: ଚଳିତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହେବା ନିମନ୍ତେ ମୟୂରଭଂଜ ଜିଲ୍ଲା ରାଇରଂଗପୁର ଆସନରେ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସୋମବାର ଆଜସୁ ଦଳର ପ୍ରାର୍ଥି ଆନ୍ତା ଆଲୋକ ବାସ୍କେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷ ସଂପୂର୍ଣ୍ଣ ହେବ ଏୟାର ଇଣ୍ଡିଆ-ଭିସ୍ତାରା ମିଶ୍ରଣ

ମୁମ୍ବାଇ: ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଏୟାରଲାଇନ୍ସର ମିଶ୍ରଣ ଚଳିତ ବର୍ଷ ଶେଷ ହେବ । ଟାଟା ଗ୍ରୁପର ଏହି ଦୁଇ ଏୟାରଲାଇନ୍ସର ସିଇଓମାନେ ସୋମବାର ଏ ସଂକ୍ରାନ୍ତ ଯୋଜନାକୁ ଚୂଡ଼ାନ୍ତ କରିଛନ୍ତି। ଏହାବ୍ୟତୀତ ଉଭୟ ସିଇଓ କର୍ମଚାରୀଙ୍କ ସହ ଏକ ଲମ୍ବା ବୈଠକ ମଧ୍ୟ କରିଛନ୍ତି। ଏଥିରେ ଏହି…
ଅଧିକ ଖବର ଦେଖନ୍ତୁ...

ସମୁଦ୍ର କୂଳରେ ପିକନିକ କରୁଥିବାବେଳେ ଢେଉରେ ଭାସିଗଲେ ଗୋଟିଏ ପରିବାରର ୪ ସଦସ୍ୟ

ଅହମ୍ମଦାବାଦ: ଆଜି ଗୁଜୁରାଟର ଦାଣ୍ଡି ବେଳାଭୂମିରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି | ବାସ୍ତବରେ ଗତକାଲି ପିକନିକ୍ କରୁଥିବା ସମୟରେ ଜଣେ ମହିଳା, ତାଙ୍କ ଦୁଇ ପୁଅ ଏବଂ ଭାଣେଜୀ ସମୁଦ୍ରରେ ଭାସିଯାଇଥିଲେ | ଆଉ ଆଜି ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି | ମିଳିଥିବା ସୂଚନା ମୁତାବକ…
ଅଧିକ ଖବର ଦେଖନ୍ତୁ...

ପ୍ରେମ କରି ଧୋକା ଖାଇବା କଷ୍ଟକୁ ମୁଁ ଭୁଲି ପାରିନି କି ପାରିବି ନାହିଁ

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅନେକ ଫ୍ୟାନ ରହିଛନ୍ତି। ତାଙ୍କ ସଂଳାପକୁ ଆଜି ବି ଲୋକେ ମନେ ରଖିଛନ୍ତି। କୁହାଯାଏ ସଫଳତାର ସ୍ବାଦ ସହଜରେ ମିଳି ନଥ‌ାଏ। ଏଥିପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ। ସେ ରାଜନେତା ହୁଅନ୍ତୁ ଅବା ଅଧିକାରୀ କି କଳାକାର। ସମସ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ବିଜେପି ନେତା ଶୁଶୀଲ ମୋଦୀଙ୍କ ପରଲୋକ

ନୂଆଦିଲ୍ଲୀ: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ସୁଶୀଲ ମୋଦୀଙ୍କର ସୋମବାର ଦିଲ୍ଲୀ ଏମ୍ସ ହସ୍ପିଟାଲରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୭୨ ବର୍ଷୀୟ ବିଜେପି ନେତା କର୍କଟ ରୋଗରେ ପୀଡ଼ିତ ଥିଲେ। ପ୍ରାୟ ଛଅ ମାସ ତଳେ…
ଅଧିକ ଖବର ଦେଖନ୍ତୁ...

ରାତି ୮ଟା ସୁଦ୍ଧା ୬୨.୮୪% ମତଦାନ; ରାତି ୧୧ଟା ୪୫ରେ ସୁଦ୍ଧା ଆଉ ଏକ ଅପଡେଟ୍ ଆସିବ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ଦେଶର ୯୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ରାତି ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଏହି ପର୍ଯ୍ୟାୟରେ ୬୨.୮୪% ମତଦାନ ହୋଇଛି । ସନ୍ଧ୍ୟା ୬ଟାରେ…
ଅଧିକ ଖବର ଦେଖନ୍ତୁ...

ଶୋଭାଯାତ୍ରା କରି ଆସିଲେ: ନାମାଙ୍କନ ନ କରି ଫେରିଆସିଲେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା

ଭୁବନେଶ୍ବର: କଟକ ଜିଲ୍ଲା ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ସୋମବାର ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନାମାଙ୍କନ କରିବାକୁ ଆସିଥିଲେ। ହେଲେ ନାମାଙ୍କନ ନ କରି ସେ ଫେରି ଆସିଛନ୍ତି। ହେଲେ ନାମାଙ୍କନ ନ କରି ଫେରିଆସିବାର କାରଣ ସ୍ପଷ୍ଟ ହୋଇନାହିଁ। ସେ ହଜାର…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ ହାତାହାତି ‌ହେଲେ ପ୍ରଦୀପ ପାଣିଗ୍ରାହୀ ଓ ଶିବଶଙ୍କର ଦାସ

ବ୍ରହ୍ମପୁର: ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି।  ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି। ଏଥିରେ ବ୍ରହ୍ମପୁର ମଧ୍ୟ ଯୋଡ଼ି ହୋଇଯାଇଛି। ଏଠାରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ବାଧୀନ ବିଧାୟକ ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ଘୋଷଙ୍କ ଗାଡି ଉପରେ ହେଲା ପଥରମାଡ

କୋଲକାତା: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ପଶ୍ଚିମବଙ୍ଗର ୮ଟି ଲୋକସଭା ଆସନରେ ମଧ୍ୟ ମତଦାନ ହୋଇଥିଲା। ପ୍ରକାଶ ଥାଉକି, ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ହିଂସା ଘଟଣା ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁଯାୟୀ, ପଶ୍ଚିମ ବର୍ଦ୍ଧମାନର ଦୁର୍ଗାପୁରରେ ମତଦାନ…
ଅଧିକ ଖବର ଦେଖନ୍ତୁ...

ଗୁପଚୁପ ବିକ୍ରେତାଙ୍କ ଝିଅ ବାପା ଓ ମା‘ଙ୍କ ମୁହଁରେ ଫୁଟାଇଲା ହସ

ନୂଆଦିଲ୍ଲୀ: ଗୁଜୁରାଟ ମାଧ୍ୟମିକ ବୋର୍ଡର ଦଶମଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ବଡୋଦରାରେ ଜଣେ ଗୁପଚୁପ ବିକ୍ରେତାଙ୍କ ଝିଅ ୯୯.୭୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଝିଅର ଏହି ସଫଳତା ଦେଖି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବାପା ଓ ମା’ଙ୍କ ମୁହଁ‌ରେ ହସ ଫୁଟିଛି।…
ଅଧିକ ଖବର ଦେଖନ୍ତୁ...