Daily Archives

May 14, 2024

ତଳସରାରେ ଜୋର୍ ଧରିଛି ବିଜେଡିର ପ୍ରଚାର: ବିନୟ ଓ ଦିଲୀପଙ୍କ ପତ୍ନୀ ମାଗୁଛନ୍ତି ଭୋଟ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା କ୍ଷେତ୍ରରେ ଜୋର୍ ଧରିଛି ବିଜୁ ଜନତା ଦଳର ପ୍ରଚାର। ମଙ୍ଗଳବାର ବିଧାନସଭା ପ୍ରାର୍ଥୀ ବିନୟ କୁମାର ଟପ୍ପୋ ଓ ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କିଙ୍କ ପତ୍ନୀ ମୀରା ତିର୍କି ଘର ଘର ବୁଲି ଭୋଟ୍ ମାଗୁଛନ୍ତି। ନବୀନଙ୍କ ବିକାଶ ଓ ନବୀନ ଗ୍ଯାରେଣ୍ଟିର…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ କେତେ ସଂପତ୍ତି ରହିଛି ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରଣାସୀରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଏଠାରୁ ତୃତୀୟ ଥର ପାଇଁ ଲୋକସଭା ନିର୍ବାଚନ ଲଢୁଛନ୍ତି। ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ମୁଖ୍ୟ ହୋଇଥିଲେ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ସେମିତି କିଛି ଅଧିକ ନୁହେଁ।…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧୀ କେଶ କାଟିବା ଦାଢ଼ି ଟ୍ରିମ୍ କରିବା ପାଇଁ କେତେ ଟଙ୍କା ଦେଲେ, ୧,୦୦୦ ନା ୫୦୦, ଦୋକାନୀ କ’ଣ ଉତ୍ତର ଦେଲେ

ରାୟବରେଲି: ରାହୁଲ ଗାନ୍ଧୀଙ୍କ କିଛି ଫଟୋ ରାୟବରେଲିରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଦାଢ଼ି ସେଟ୍ କରୁଥିବା ଦେଖାଯାଉଛି। ଏହି ଫଟୋଗୁଡ଼ିକ ଲାଲଗଞ୍ଜର ବ୍ରଜେନ୍ଦ୍ର ନଗରରେ ଅବସ୍ଥିତ ନୂଆ ମୁମ୍ବା ଦେବୀ ହେୟାର କଟିଙ୍ଗ ସେଲୁନର ବୋଲି କୁହାଯାଉଛି। ରାହୁଲ ଗାନ୍ଧୀ ଲାଲଗଞ୍ଜରେ ବୈଠକ ଶେଷ…
ଅଧିକ ଖବର ଦେଖନ୍ତୁ...

ମେ’ ୧୫ରୁ ଇଣ୍ଡିଆ ସ୍କିଲ୍ସ ୨୦୨୪:  ଓଡ଼ିଶାରୁ ଭାଗ ନେବେ ୬୪ ଜଣ ପ୍ରତିଯୋଗୀ

ଭୁବନେଶ୍ୱର:  ବିଭିନ୍ନ ବିଷୟରେ ଭାରତର ଯୁବପିଢ଼ିଙ୍କ ଦକ୍ଷତାର ପ୍ରଦର୍ଶନ ଲାଗି ପ୍ରତି ଦୁଇ ବର୍ଷରେ ଥରେ ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତା କରାଯାଉଛି। ଚଳିତ ବର୍ଷ ମେ’୧୫ରୁ ୧୯ ଯାଏଁ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ‘ଓଡ଼ିଶା ସ୍କିଲ୍ସ’ରୁ ଶ୍ରେଷ୍ଠ ବିବେଚିତ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରୁ ଓଡ଼ିଶା ଅଭିମୁଖେ ଆସୁଥିଲା ଅଳଙ୍କାର ଭର୍ତ୍ତି ଗାଡ଼ି; ମାଡ଼ିବସିଲା ଜିଏସଟି ଫ୍ଲାଇଂ ସ୍କ୍ୱାର୍ଡ

ଭୁବନେଶ୍ବର: ଓଡିଶା-ପଶ୍ଚିମବଙ୍ଗ ସୀମାରେ ଏକ ଗାଡ଼ିକୁ ଧରିଛି ଜିଏସଟି ଫ୍ଲାଇଂ ସ୍କାର୍ଡ। ଗାଡ଼ିରୁ ୧୫ ପେଟି ବାହାରିଛି। ଆଉ ଏଥିରେ ସୁନା ଅଛି ବୋଲି ଅନୁମାନ କରାଯାଉଛି। ଜିଏସଟ ଆସିଷ୍ଟାଂଟ କମିସନର ରାକେଶ ମୁଦୁଲି ଗାଡିରେ ଅଳଙ୍କାର ଥିବା ସୂଚନା ଦେଇଛନ୍ତି। ତେବେ କି ଅଳଙ୍କାର ଅଛି ତାହା…
ଅଧିକ ଖବର ଦେଖନ୍ତୁ...

ଭାରତ ବିରୋଧରେ ନୂଆ ଅଭିଯୋଗ ଆଣିଲା ମାଳଦ୍ୱୀପ

ମାଲେ: ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ସରକାର ପୁଣି ଥରେ ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ମୁଇଜୁ ସରକାରଙ୍କ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସାମରିକ ପାଇଲଟମାନେ ବିନା ଅନୁମତିରେ ମାଳଦ୍ୱୀପରେ ଅପରେସନ୍ କରିଥିଲେ। ମାଳଦ୍ୱୀପ ସରକାରଙ୍କ ଏହି ଦାବିକୁ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ବିଜେପିର ଆସନ ସଂଖ୍ୟା ବଢିପାରେ : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ୪ଟି ପର୍ଯ୍ୟାୟ ମତଦାନ ହୋଇଛି। ଆଉ ୩ଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ସମଗ୍ର ଦେଶରେ ୩୮୦ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେପଟେ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ବିଜେପିକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ ୨୦୨୪: ସେମିଫାଇନାଲ୍ ଟାଇ ହେଲେ ଅବା ବର୍ଷା ଯୋଗୁ ମ୍ୟାଚ୍ ଶେଷ ନ ହେଲେ କେଉଁ ଦଳ ଫାଇନାଲ୍ ଖେଳିବେ?…

କୋଲକାତା: ଅଧିକାଂଶ ଦେଶ ଟି-୨୦ ବିଶ୍ୱକପ ପାଇଁ ନିଜ ଦଳ ଘୋଷଣା କରି ସାରିଛନ୍ତି। ଆଇପିଏଲ ପରେ ଦଳମାନେ ବିଶ୍ୱକପ ପାଇଁ ଆମେରିକା ଯିବେ। ଜୁନ୍ ୨ ରୁ ଟି-୨୦ ବିଶ୍ୱକପ୍ ଖେଳାଯିବ। ଏଥର ବିଶ୍ୱକପ ପାଇଁ ୨୦ଟି ଦଳ ରହିଛନ୍ତି। ଦଳ ଗୁଡ଼ିକ ଏ,ବି,ସି,ଡି ୪ଟି ଗ୍ରୁପ୍‌ରେ ବିଭକ୍ତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଉତ୍ସାହିତ ବିଜେଡି: ଯୋଗେଶଙ୍କୁ ଭେଟିବାକୁ ଭୋଟରଙ୍କ ଘଣ୍ଟାଏ ଅପେକ୍ଷା

ସୁନ୍ଦରଗଡ଼: ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୫ ଦିନ। ମତଦାନର ଦୁଇ ଦିନ ପୂର୍ବରୁ ୧୮ ତାରିଖ ସନ୍ଧ୍ଯାରେ ପ୍ରଚାର ବନ୍ଦ। ତାକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ଦିନରାତି ଏକ କରି ପ୍ରଚାର ଚଲାଇଛନ୍ତି। ମଙ୍ଗଳବାର ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ଯୋଗେଶ ସିଂ କୁଣ୍ଡୁକେଲା ଓ…
ଅଧିକ ଖବର ଦେଖନ୍ତୁ...

ସାଢ଼େ ୧୦ଟା ପର୍ଯ୍ୟନ୍ତ ହେଲା ଗଡ଼ପଦରରେ ମତଦାନ

ଜୟପୁର: ସୋମବାର ଯଦିଓ ପାଗ ସାମାନ୍ୟ କୋହଳା ରହିଥିଲେ ହେଁ କିଛି ବୁଥରେ ମଧ୍ୟାହ୍ନରେ ମତଦାତାଙ୍କ ସଂଖ୍ୟା କମିଥିଲା। ତେବେ ସାଢ଼େ ୫ଟା ପରେ ଅଚାନକ ଭାବେ ମତଦାତାଙ୍କ ସଂଖ୍ୟା ବଢ଼ିଥିଲା। ଜୟପୁର ବ୍ଲକର ଗଡ଼ପଦର ବୁଥରେ ସାଢ଼େ ୧୦ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ସେଭଳି ବ୍ଲକର ପାମ୍ପୁଣୀ,…
ଅଧିକ ଖବର ଦେଖନ୍ତୁ...