Daily Archives

May 14, 2024

ସୁନୀଲ ମହିଳା ବେଶରେ ଲୋକଙ୍କ କୋଳରେ କାହିଁକି ବସନ୍ତି: ସୁନୀଲ ପାଲ

ମୁମ୍ବାଇ: ହାସ୍ୟାଭିନେତା କପିଲ ଶର୍ମାଙ୍କ ସୋ’ ‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ର ଚାହିଦା ଦିନକୁ ଦିନ ବଢ଼ୁଥିବା ବେଳେ ଦର୍ଶକଙ୍କ ସଂଖ୍ୟା ବି କ୍ରମାଗତ ବୃଦ୍ଧି ପାଉଛି। ଦୀର୍ଘ ୬ବର୍ଷ ବିବାଦ ପରେ କପିଲ ଓ ସୁନୀଲ ଗ୍ରୋଭର ପୁଣି ଏକାଠି କମେଡି କରୁଥିବାର ନଜର ଆସିଛନ୍ତି। ଏଦୁହିଁଙ୍କ ଯୋଡ଼ିକୁ…
ଅଧିକ ଖବର ଦେଖନ୍ତୁ...

ବିଦେଶୀ ହୋଇଯିବ ହଳଦୀରାମ ! କିଣିବା ଦୌଡ଼ରେ ୩ ବିଦେଶୀ କମ୍ପାନି

ନୂଆଦିଲ୍ଲୀ: ଦେଶରେ ହୁଏତ ଏମିତି କେହି ଥିବେ ଯିଏ ହଳଦୀରାମ କମ୍ପାନିର ନମକିନ,ସୋନପାପଡି କିମ୍ବା ଅନ୍ୟକୌଣସି ଖାଦ୍ୟ ସାମଗ୍ରୀ ଖାଇନଥିବେ । କିନ୍ତୁ ଦେଶୀ ସ୍ୱାଦ ଦେଉଥିବା ଏହି କମ୍ପାନୀ ଏବେ ବିଦେଶୀ ହୋଇଯିବ ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ ହଳଦୀରାମକୁ ବିକ୍ରି କରିବା ନେଇ ଅନେକ ଥର ଗୁଜବ…
ଅଧିକ ଖବର ଦେଖନ୍ତୁ...

ଅସାବଧାନତା ଯୋଗୁଁ ଛାତରୁ ପଡ଼ି ବୃଦ୍ଧା ମୃତ 

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ସଦରସ୍ଥିତ ଗଣ୍ଡାବାହାଳ ଗ୍ରାମରେ ଛାତରୁ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁଘଟିଛି। ମୃତକ ହେଲେ ସୁନ୍ଦୁରୀ ବାରିକ( ୭୫)। ସୂଚନା ଅନୁସାରେ ଆଜି ଦିନ ପ୍ରାୟ ଗୋଟାଏ ସମୟରେ ବୃଦ୍ଧା ଜଣକ ତାଙ୍କ ଛାତ ଉପରକୁ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଓକିଲଙ୍କ ବିରୋଧରେ କଞ୍ଜ୍ୟୁମର କୋର୍ଟକୁ ଯାଇ ହେବ ନାହିଁ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ଯେତେବେଳେ ଜଣେ ବୃତ୍ତିଗତ ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତି ସେତେବେଳେ କଞ୍ଜ୍ୟୁମର କୋର୍ଟଙ୍କର ଦ୍ବାରସ୍ଥ ହୋଇଥାନ୍ତି । କିନ୍ତୁ ବର୍ତ୍ତମାନ ଏହି ବ୍ୟବସ୍ଥା ଓକିଲମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ନିକଟରେ ହୋଇଥିବା ଶୁଣାଣିରେ ଓକିଲମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପାଇଁ ବିଜୟ ଲକ୍ଷ୍ୟ ୨୦୯ ରନ୍

ନୂଆଦିଲ୍ଲୀ: ଆଇପିଏଲ୍‌ର ୬୪ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲ ଟସ୍ ଜିତି ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ବିବାହର ୨ମାସ ପରେ ମା’ ହେବାର ଖୁସି ଖବର ଦେଇଥିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ସାଉଥ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅମାଲା ପାଲ ଖୁସି ଖବର ଦେଇଛନ୍ତି। ଅମାଲା ସେୟାର କରିଥିବା ଫଟୋରେ ସେ ଖୁବଶୀଘ୍ର ମା’ ହେବାକୁ ଯାଉଥିବା ଜଣାପଡ଼ିଛି। ଅନ୍ତସତ୍ତ୍ବା ସମୟରେ ଅମାଲା ନିଜ କାମକୁ ନେଇ ବି ଖୁବ ଉତ୍ସାହିତ ଅଛନ୍ତି। ନିକଟ‌ରେ ସେ ସିନେମା ‘ଲେବଲ…
ଅଧିକ ଖବର ଦେଖନ୍ତୁ...

ପ୍ରାର୍ଥିପତ୍ର ଦାଖଲ କଲେ ରାଇରଙ୍ଗପୁର, ସାରସକଣା ବିଧାୟକ ପ୍ରାର୍ଥୀ

ରାଇରଙ୍ଗପୁର: ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ମଙ୍ଗଳବାର ଅନ୍ତିମ ଦିନ ଥିଲା। ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଜେଡି ତରଫରୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଏବଂ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକଙ୍କ ନାମାଙ୍କନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ହଜାର ହଜାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ଆପଣ କିଛି ରଚନାତ୍ମକ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ। ପିଲାଙ୍କ ଉପଲବ୍ଧିରେ ଗର୍ବ ଅନୁଭବ କରିବେ। ‌ ବୃଷ: ନିଜର ସମୟ ଓ ଶକ୍ତି ଅନ୍ୟମାନଙ୍କ ସାହାଯ୍ୟରେ ଲଗାନ୍ତୁ। ଜୀବନସାଥୀ ସହିତ ଆନନ୍ଦର କ୍ଷଣ ବିତାଇବେ।…
ଅଧିକ ଖବର ଦେଖନ୍ତୁ...

ପୃଥିବୀ ଆଡ଼କୁ ଆସୁଛି ଭୟଙ୍କର ସୌରଝଡ଼ ! ପ୍ରଭାବିତ ହୋଇପାରେ ବିଦ୍ୟୁତ ଗ୍ରୀଡ, ଟେଲିକମ ବ୍ୟବସ୍ଥା

ୱାଶିଂଟନ : ପୃଥିବୀକୁ ଏକ ନୂଆ ବିପଦ ଆସୁଛି । ବୈଜ୍ଞାନିକମାନେ ଏନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କିଛି ଦିନ ତଳେ ସୂର୍ଯ୍ୟରୁ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ, ଯାହା ଆମ ପୃଥିବୀକୁ ପ୍ରଭାବିତ କରିଛି, ବର୍ତ୍ତମାନ ଏକ ନୂତନ ଏବଂ ଶକ୍ତିଶାଳୀ ସୌର ଝଡ଼ ଚଳିତ ସପ୍ତାହରେ ପୃଥିବୀ…
ଅଧିକ ଖବର ଦେଖନ୍ତୁ...

ସ୍ପାମ୍ କଲ୍: ଆଉ ଆସିବନି ନକଲି ,ବ୍ୟକ୍ତିଗତ ଋଣ-କ୍ରେଡିଟ୍ କାର୍ଡ କଲ୍: ଏହି ନୂଆ ନିୟମ ଆଣିବାକୁ ଯାଉଛନ୍ତି…

ନୁଆଦିଲ୍ଲୀ: ଦିନସାରା ମୋବାଇଲ ବ୍ୟବହାରକାରୀଙ୍କ ପାଖକୁ ଆସୁଥିବା ବ୍ୟାଙ୍କିଙ୍ଗ୍ ଠକେଇ କଲ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଅତ୍ୟନ୍ତ କଠୋର ହେବ ବୋଲି କୁହାଯାଉଛି। ଏହା ନକଲି ସ୍ପାମ୍ କଲ୍‌କୁ ରୋକିବାକୁ ସକ୍ଷମ…
ଅଧିକ ଖବର ଦେଖନ୍ତୁ...