Daily Archives

May 15, 2024

ନାଗରିକତା ସଂଶୋଧନ ନିୟମର ବିଜ୍ଞପ୍ତି ଜାରି ହେବା ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଜାରି

ଭୁବନେଶ୍ବର: ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର ବିଜ୍ଞପ୍ତି ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଆଜି ଜାରି କରାଯାଇଛି । କେନ୍ଦ୍ର ଗୃହ ସଚିବ  ଅଜୟ କୁମାର ଭଲ୍ଲା ଆଜି ନୂଆଦିଲ୍ଲୀର କିଛି ଆବେଦନକାରୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଗୃହ ସଚିବ ଆବେଦନକାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ରୁଷିଆ ପୁଣିଥରେ ଆମେରିକାକୁ ନାଲି ଆଖି ଦେଖାଇଲା: ଆମେରିକୀୟ  କ୍ଷେପଣାସ୍ତ୍ରକୁ ଧ୍ବଂସ କଲା

କିଭ୍: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ୟୁକ୍ରେନ ଗସ୍ତ ମଧ୍ୟରେ କ୍ରିମିୟାକୁ ଲକ୍ଷ୍ୟ କରି ଉତକ୍ଷେପଣ କରାଯାଇଥିବା ୧୦ କ୍ଷେପଣାସ୍ତ୍ରକୁ ରୁଷିଆ ବୁଧବାର ସକାଳେ ଗୁଳିମାଡ଼ କରି  ଧ୍ବଂସ କରିଛି।   ରୁଷିଆ କହିଛି ଯେ ଏହି ଏଟିଏସିଏମଏସ  କ୍ଷେପଣାସ୍ତ୍ରଗୁଡିକ ୟୁକ୍ରେନକୁ…
ଅଧିକ ଖବର ଦେଖନ୍ତୁ...

ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ

ନୂଆଦିଲ୍ଲୀ: ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଆକ୍ରମଣ କରାଯାଇଛି | ଆଉ ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି | ରିପୋର୍ଟ ଅନୁଯାୟୀ, ରାଜଧାନୀରୁ ପ୍ରାୟ ୧୫୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ହ୍ୟାଣ୍ଡଲୋଭା ସହରରେ ଏହି ଘଟଣା ଘଟିଛି। ଏହି ମାମଲାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ୪ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ପୂର୍ଣ୍ଣଚନ୍ଦ୍ର ପାହାନାଙ୍କ ୩ ପୁଅ ଦିଲୀପ, ଜିତେନ୍ଦ୍ର ଓ ବାପୁଜୀ। ଏହା ସହିତ ଅଭିମନ୍ୟୁ ପାହାନ ମଧ୍ୟ ଆହତ…
ଅଧିକ ଖବର ଦେଖନ୍ତୁ...

୮୦୦ ଦିନରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଶେଷ ହେବ! ୟୁକ୍ରେନ ଉପରେ ଭ୍ଲାଦିମିର ପୁଟିନଙ୍କ ବଡ ବିବୃତ୍ତି

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର କହିଛନ୍ତି ୟୁକ୍ରେନ ପ୍ରସଙ୍ଗରେ ତାଙ୍କ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଚୀନ୍ ଗସ୍ତ ପୂର୍ବରୁ ଏକ ସାକ୍ଷାତକାରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଚୀନ୍‌ର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ଶିହ୍ନୁଆକୁ ଦେଇଥିବା ଏକ ସାକ୍ଷାତକାରରେ…
ଅଧିକ ଖବର ଦେଖନ୍ତୁ...

ନାକଚ ହୋଇଗଲା ଶ୍ୟାମ୍‌ ରଙ୍ଗିଲାଙ୍କ ନାମାଙ୍କନ ପତ୍ର

ଲଖନଉ: ଉତ୍ତରପ୍ରଦେଶର ବାରାଣାସୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗିଲାଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି | ଯାଞ୍ଚ ପରେ ଶ୍ୟାମ ରଙ୍ଗିଲାଙ୍କ ନାମାଙ୍କନ ନାକଚ ହୋଇଯାଇଛି | ନାମାଙ୍କନପତ୍ର ନାକଚ ହେବା ପରେ ଶ୍ୟାମ ରଙ୍ଗିଲା କହିଛନ୍ତି ଯେ ଗଣତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆକୁ ବାହାରୁ ସମର୍ଥନ କରିବେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ଇଣ୍ଡିଆ ମିଳିତ ମେଣ୍ଟ ଅନ୍ତର୍ଗତ କଂଗ୍ରେସ ସହ ଆସନ ବାଣ୍ଟିବା ନେଇ ମତଭେଦ ପ୍ରକାଶ କରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ ନରମ ହେବାରେ ଲାଗିଛି। ସାଧାରଣ ନିର୍ବାଚନ ପରେ ଯଦି ବିରୋଧୀ ଦଳର ଇଣ୍ଡିଆ ଆଲାଇନ୍ସ କ୍ଷମତାକୁ ଆସେ ତେବେ ସେ ଏହାକୁ 'ବାହ୍ୟ…
ଅଧିକ ଖବର ଦେଖନ୍ତୁ...

ଦୟାକରନ୍ତୁ ମୋତେ ନେଇ ଏଭଳି ନକାରାତ୍ମକ ପ୍ରତିକ୍ରିୟା ଦିଅନ୍ତୁ ନାହିଁ

ମୁମ୍ବାଇ: ରିୟାଲିଟି ସୋ ବିଗ୍ ବସ୍ ୧୬ରେ ପ୍ରତିଯୋଗୀ ଭାବେ ଭାଗ ନେବା ପରଠାରୁ ଅବଦୁ ରୋଜିକ୍ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଅନେକ ଅନୁଗାମୀ ବି ଅଛନ୍ତି। ଯେଉଁମାନେ କି ଅବଦୁଙ୍କ ପ୍ରତିଟି ପୋଷ୍ଟକୁ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରି ରହିଥାଆନ୍ତି। ଦୁଇଦିନ ତଳେ ଅବଦୁ ରୋଜିକ୍…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା: ୫ ଜଣଙ୍କର ମୃତ୍ୟୁ

କେନ୍ଦୁଝର: ଦ୍ରୁତଗତି ମହାବିପତ୍ତି। ଏକଥା ସମସ୍ତେ ଜାଣି ଥିଲେ ବି ଲକ୍ଷ୍ୟ ସ୍ଥଳକୁ ଶୀଘ୍ର ପହଞ୍ଚିବା ପାଇଁ ଦ୍ରୁତଗତିରେ ଗାଡ଼ି ଚଳାଇଥାନ୍ତି। କିନ୍ତୁ ସମୟ ସବୁବ‌େଳେ ସମନ୍ତରାଳ ଭାବେ ଗତି କରେ ନାହିଁ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି ବାଇପାସ୍‌ରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା…
ଅଧିକ ଖବର ଦେଖନ୍ତୁ...

ପିଓକେରେ ଭାରତ ଜିନ୍ଦାବାଦର ସ୍ଲୋଗାନ ପରେ ପାକିସ୍ତାନ ଜାରି କଲା ସହାୟତା ପାଣ୍ଠି

ଇସଲାମାବାଦ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଚାରି ଦିନ ଧରି ଚାଲିଥିବା ହିଂସାତ୍ମକ ପ୍ରଦର୍ଶନ ଶେଷ ହୋଇଛି। ଏହି ବିରୋଧକୁ ବନ୍ଦ କରିବା ପାଇଁ ପାକିସ୍ତାନ ସରକାର ୨୩ ବିଲିୟନ ଟଙ୍କାର ସହାୟତା ପାଣ୍ଠି ଜାରି କରିଛନ୍ତି। ଯାହା ପରେପିଓକେରେ ହିଂସାକାଣ୍ଡ ବନ୍ଦ ହେବା ଆରମ୍ଭ ହୋଇଛି।…
ଅଧିକ ଖବର ଦେଖନ୍ତୁ...