Daily Archives

May 17, 2024

ରାଇରଙ୍ଗପୁରରେ କାଳବୈଶାଖୀ: ବଡ଼ଗଛ, ବିଦ୍ୟୁତ ଖୁଣ୍ଟ ଟଳିଲା

ରାଇରଙ୍ଗପୁର: କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ଅପରାହ୍ନ ଠାରୁ ରାତ୍ରୀ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ କାଳବୈଶାଖୀ ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ ବିଶାଳ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଟଳି ପଡ଼ିଛି। ରାଇରଙ୍ଗପୁର ସହରର ଦୁର୍ଗା ମଣ୍ଡପ ଛକଠାରୁ କଚେରୀକୁ…
ଅଧିକ ଖବର ଦେଖନ୍ତୁ...

ଭାରତର ଲୋକପ୍ରିୟ ଆମ୍ୟୁଜମେଣ୍ଟ ପାର୍କ ୱଣ୍ଡେର୍ଲା ଏବେ ଓଡ଼ିଶାରେ

ଭୁବନେଶ୍ୱର : ଭାରତର ସର୍ବବୃହତ ଆମୁ୍ୟଜମେଣ୍ଟ (ଆମୋଦ ପ୍ରମୋଦ) ପାର୍କ ଚେନ୍‌ ୱଣ୍ଡେର୍ଲା ହଲିଡେଜ୍‌ ଓଡ଼ିଶାକୁ ଆସିଛି । ଏହି ଆମ୍ୟୁଜମେଣ୍ଟ ପାର୍କ ଖୋର୍ଦ୍ଧା ନିକଟସ୍ଥ କୁମ୍ଭାରବସ୍ତରେ ଆସନ୍ତା ୨୪ ତାରିଖରେ ଉଦଘାଟନ ହେବ । ଏହା ୱଣ୍ଡେର୍ଲାର କୋଚି, ବେଙ୍ଗାଲୁରୁ ଏବଂ ହାଇଦରାବାଦ ପରେ…
ଅଧିକ ଖବର ଦେଖନ୍ତୁ...

ରାଜ ଠାକରେଙ୍କ ଉପରେ ଆକ୍ରମଣ କଲେ ଛଗନ ଭୁଜବଳ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ଛଗନ ଭୁଜବଳ ମହାରାଷ୍ଟ୍ର ନବନିର୍ମାନ ସେନା (MNS) ମୁଖ୍ୟ ରାଜ ଠାକରେଙ୍କ ଉପରେ ଆକ୍ରମଣ କରିଛନ୍ତି। ରାଜ ଠାକରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରି କହିଥିଲେ ଯେ ଆପଣ କିପରି ଛଗନ…
ଅଧିକ ଖବର ଦେଖନ୍ତୁ...

ଏକ୍ସପ୍ରେସ ଟ୍ରେନରେ ପୋକଯୁକ୍ତ ଖାଦ୍ୟ ପରଷା ଯିବା ପରେ ରେଳବାଇର ପ୍ରତିକ୍ରିୟା

ନୂଆଦିଲ୍ଲୀ: କିଛିଦିନ ହେବ ଚକୋଲେଟରେ, ଅନଲାଇନ ମଗାଯାଇଥିବା ଖାଦ୍ୟରେ, ବିମାନ ଓ ରେଳରେ ଯାତ୍ରୀଙ୍କୁ ପରଷା ଯାଇଥିବା ଖାଦ୍ୟରେ ପୋକା ବାହାରୁଥିବାର ଘଟଣା କ୍ରମାଗତ ଭାବେ ସ‌ାମ୍ନ‌ାକୁ ଆସୁଛି। ନିକଟରେ ଗୋରଖପୁରରୁ ମୁମ୍ବାଇ ଯାଉଥିବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ପରବେଜ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

ନୀଳଗିରି: ବାଲେଶ୍ବର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟର ଭେଜିଗୋଟ ଗ୍ରାମର ମେଦିନୀ ଶିଳା ଚଉଡମାଣିଆନାଳ ନିକଟରେ ବରହମପୁର ଥାନା ଅଧୀନ ଛତ୍ରପୁର ଗ୍ରାମର ମହେଶ୍ବର ଦାସଙ୍କ ପୁଅ ଶତ୍ରୁଘ୍ନ ଦାସ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଶତ୍ରୁଘ୍ନଙ୍କର ଛତ୍ରପୁର ବଜାରରେ ଏକ ତେଜରାତୁ ଦୋକାନ ରହିଛି।…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ପ୍ରାର୍ଥୀ କହ୍ନୈୟା କୁମାରଙ୍କୁ ଚାପୁଡ଼ା

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ର ନେତା ତଥା ଉତ୍ତର ପୂର୍ବ ଦିଲ୍ଲୀର କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାରଙ୍କୁ ମାଡ଼ ମରାଯାଇଥିବା ସୂଚନା ମିଳିଛି । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଉତ୍ତର…
ଅଧିକ ଖବର ଦେଖନ୍ତୁ...

ରୋଡ୍‌ ସୋ’ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କଲେ ବୀରମହାରାଜପୁର ବିଜେପି ବିଧାୟକ ପ୍ରାର୍ଥୀ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ଇଂ ରଘୁନାଥ ଜଗଦଲା ଶୁକ୍ରବାର ସନ୍ଧ୍ୟାରେ ଏକ ବିରାଟ ରୋଡ ସୋ’ରେ ସାମିଲ ହୋଇଛନ୍ତି। ଏହି ରୋଡ୍‌ ସୋ’ ମାଧ୍ୟମରେ ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏଥି ସହିତ ଉପଖଣ୍ଡ ସଦରମହକୁମାର…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ସହିତ ବିବାହ କରାଇବାର ପ୍ରତିଶୃତି ଦେଇ ଝିଅକୁ ହତ୍ୟା କଲେ ବାପା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜଫରନଗର ଜନପଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝିଅକୁ ହତ୍ୟା କରିବା ଅପରାଧରେ ପୁଲିସ ବାପାଙ୍କୁ  ଗିରଫ କରିଛି। ଏହି ଘଟଣା କୋତବାଲି ଅଞ୍ଚଳର କୁକଡ଼ା ଗ୍ରାମରେ ଘଟିଛି। ଏଠାରେ ସାହିଦ ନାମକ ବ୍ୟକ୍ତି ତାଙ୍କ ପରିବାର ସହିତ ବସବାସ କରନ୍ତି। ସାହିଦଙ୍କ…
ଅଧିକ ଖବର ଦେଖନ୍ତୁ...

ବିଷକ୍ରିୟା‌ରେ ଦମ୍ପତିଙ୍କ ମୃତ୍ୟୁ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତର ପାଞ୍ଚଆମ୍ବଗାଁରେ ଏକ ଦୁଃଖ ଘଟଣା ଘଟିଛି। ଗାଁରେ ରହୁଥିବା ଏକ ବୃଦ୍ଧ ଦମ୍ପତିଙ୍କ ବିଷକ୍ରିୟାରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଧୋବା ପ୍ରଧାନ(୬୦) ଓ ପତ୍ନୀ କୁନ୍ତଳା ପ୍ରଧାନ(୫୫)। ଏହି ଘଟଣା ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରିଥିଲେ। ବୈଠକ ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର…
ଅଧିକ ଖବର ଦେଖନ୍ତୁ...