Daily Archives

May 18, 2024

ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀ: ସ୍ବାଧୀନ ପ୍ରାର୍ଥୀଙ୍କୁ ମିଳିଲା ଚିହ୍ନ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଓ ସାରସକଣା ସଂରକ୍ଷିତ ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର ଥିଲା ପ୍ରତ୍ୟାହାରର ଶେଷଦିନ। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ମୋଟ୍ ୧୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କୌଣସି ପ୍ରାର୍ଥୀତ୍ୱ ପ୍ରତ୍ୟାହାର…
ଅଧିକ ଖବର ଦେଖନ୍ତୁ...

ମତଦାନର ୪୮ ଘଣ୍ଟା ପୂର୍ବରୁ ଶଙ୍ଖ ଛାଡ଼ିଲେ, ପଦ୍ମ ଧରିଲେ ବୀରମହାରାଜପୁରର ଏହି ସବୁ ନେତା

ବୀରମହାରାଜପୁର: ନିର୍ବାଚନ ତାରିଖ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ପାଣିପାଗ ସେତିକି ସରଗରମ ବଢୁଛି। ଏହା ସହିତ ଦଳ ବଦଳ ସହିତ ମିଶ୍ରଣ ପର୍ବ ଜାରି ରହିଛି। ଏକ ମାସ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ୫ ଜଣ ବରିଷ୍ଠ ନେତା…
ଅଧିକ ଖବର ଦେଖନ୍ତୁ...

ଆଗ୍ରା : ଜୋତା ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, ଏପର୍ଯ୍ୟନ୍ତ ଜବତ ହେଲାଣି ୪୦ କୋଟି ନଗଦ ଟଙ୍କା

ଆଗ୍ରା: ୟୁପିର ଆଗ୍ରାରେ ତିନିଜଣ ଜୋତା ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ ପରେ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ ହୋଇଛି । ଆୟକର ଟିମ୍ ଆଗ୍ରାର ୩ ଜୋତା ବ୍ୟବସାୟୀ ବିକେ ସୁଜ୍, ମାନ୍ଶୁ ସୁଜ ଓ ଆଉ ଜଣଙ୍କ ଘରେ ଚଢ଼ଉ କରିଥିଲା। ଆଗ୍ରା ସମେତ ବିଭିନ୍ନ ସହରରେ ଆଇଟି ଟିମ୍ ଚଢ଼ଉ ଜାରି ରଖିଛି।…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ସାମଗ୍ରୀରେ କୀଟନାଶକ ବ୍ୟବହାର ବନ୍ଦ କରିବାରେ ଫାସାଇ ବିଫଳ: ଜବାବ୍ ତଲବ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖାଦ୍ୟ ଫସଲ ଏବଂ ଖାଦ୍ୟ ସାମଗ୍ରୀ ଉପରେ କୀଟନାଶକ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥର ବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଫସାଇ)କୁ ଜବାବ୍ ତଲବ୍ କରିଛନ୍ତି। ଏହି ପରିପ୍ରେକ୍ଷୀରେ…
ଅଧିକ ଖବର ଦେଖନ୍ତୁ...

ଇମ୍ପାକ୍ଟ ପ୍ଲେୟାର ନିୟମ ନେଇ ପ୍ରଶ୍ନ କଲେ କୋହଲି

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରେ ଲଗାତାର ଚୌକା ଓ ଛକା ବର୍ଷା ହେବାରେ ଲାଗିଛି | ଏହି ସିଜିନରେ ବଡ ବଡ ସ୍କୋର କରାଯାଉଛି | ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦ରୁ ଅଧିକ ସ୍କୋର ଅନେକ ଥର କରାଯାଇଛି | ବର୍ତ୍ତମାନ ଆଇପିଏଲରେ ଅଧିକ ରନ କରିବା ବହୁତ ସହଜ ମନେହେଉଛି | ତେବେ ଅନେକ କ୍ରିକେଟର ତଥା ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ଗବ୍ବର ସିଂ ସହ ତୁଳନା କରି ବିବାଦରେ ସଂଜୟ ସିଂ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ପୁଣି ଥରେ ଏକ ବିବାଦରେ ଫସିଯାଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋଲେ ଚଳଚ୍ଚିତ୍ରର କୁଖ୍ୟାତ ଡାକୁ ଗବ୍ବର ସିଂ ସହ ତୁଳନା କରିଛନ୍ତି । ଆଜି ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ବୟାନକୁ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ଖର୍ଚ୍ଚରେ ଅଖିଳେଶ ଆଗରେ

କନୌଜ: କନୌଜରେ ନିର୍ବାଚନୀ ଲଢ଼େଇରେ ଜିତିବାକୁ ଚେଷ୍ଟା କରୁଥିବା ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସାମ୍ନାକୁ ଆସିଛି। ଏଥିରେ ଏସପି ପ୍ରାର୍ଥୀ ଅଖିଳେଶ ଯାଦବ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କ ପରେ ବିଜେପି ପ୍ରାର୍ଥୀ ସୁବ୍ରତ ପାଠକ ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମୋଦୀ ଓ ଶାହାଙ୍କୁ ନିମନ୍ତ୍ରଣ ଦେବେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ​​ଇଣ୍ଡିଆ ମେଣ୍ଟ ଜିତିବ। ଶନିବାର ଦିନ ଦାଦରରେ ଏକ ରାଲିରେ ଉଦ୍ଧବ ଠାକରେ କହିଛନ୍ତି, "ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହା ଭଲରେ ଶୁଅନ୍ତୁ | ଜୁନ ୪ ପରେ ଇଣ୍ଡିଆ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୨୧୯ ରନ୍

ବେଙ୍ଗାଲୁରୁ: ଆଇପିଏଲ୍‌ର ୬୮ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ଚେନ୍ନାଇ ସୁପର କିଙ୍ଗସ୍(ସିଏସ‌କେ) ମୁହାଁମୁହିଁ ହୋଇଛନ୍ତି। ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଋତୁରାଜ ଗାଏକ୍ବାଡ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀଙ୍କ ପାଦ ମାଲିସ କରି ଟ୍ରୋଲ ହେଲେ ଅଙ୍କିତା

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ପ୍ରାୟତଃ ସ୍ବାମୀ ଭିକି ଜୈନଙ୍କ ପ୍ରତି ସ୍ନେହ ଓ ଭଲ ପାଇବା ଦେଖାଇଥାଆନ୍ତି। ଏହି ଦୁଇଜଣଙ୍କୁ ଏକାଠି ଦେଖିବା ପାଇଁ ସେମାନଙ୍କ ପ୍ରଶଂସକମାନେ ବି ଖୁବ ଭଲ ପାଆନ୍ତି। ନିକଟରେ ବିଗ୍ ବସ୍‌ରେ ଅଙ୍କିତା ଏବଂ ଭିକିଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...