Daily Archives

May 18, 2024

ବର୍ତ୍ତମାନ ରାଜ୍ୟରେ ଆଉଟସୋର୍ସ ସରକାର ଚାଲିଛି: ଅପରାଜିତା

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଆଉଟସୋର୍ସ ସରକାର ଚାଲିଛି। ତାମିଲ ଭାଷାରେ ଓଡ଼ିଆ କହୁଥିବା ବ୍ୟକ୍ତି ଶାସନ ଚଳାଉଛନ୍ତି, ଯାହାକୁ ପ୍ରତ୍ୟଖାନ କରିବାର ଅଛି। ବାଲେଶ୍ବରରେ ବିଜେପିର କାର୍ଯ୍ୟକର୍ତ୍ତା ବୈଠକରେ ଶନିବାର ସାଂସଦ ଅପରାଜିତା ଷଡ଼ଙ୍ଗୀ କର୍ମୀଙ୍କୁ ବାର୍ତ୍ତା ଦେଇ ଏହା କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟବାସୀ ବିଜେପିକୁ ସୁଯୋଗ ଦେଲେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବୁ: ଧର୍ମେନ୍ଦ୍ର

ବାଲେଶ୍ବର: ବାଲେଶ୍ୱରରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି। ଏହାସହ କାର୍ଯ୍ୟକର୍ତ୍ତା ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ଉପରେ ବର୍ଷିଛନ୍ତି। ୨୪ ବର୍ଷ ହେବ ରାଜ୍ୟରେ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି। ତାକୁ ବଦଳାଇବାକୁ ଆହ୍ୱାନ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମୋର କେହି ଉତ୍ତରାଧିକାରୀ ନାହାନ୍ତି, ଦେଶବାସୀ ମୋ ଉତ୍ତରାଧିକାରୀ : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିଲ୍ଲୀରେ ଏକ ରାଲିକୁ ସମ୍ବୋଧିତ କରି ବିଜେପି ଓ ଆପକୁ ଟାର୍ଗେଟ କରିଛନ୍ତି।  ମୋଦୀ କହିଛନ୍ତି ଯେ ତାଙ୍କର କୌଣସି ଉତ୍ତରାଧିକାରୀ ନାହାନ୍ତି। ୧୪୦ କୋଟି ଦେଶବାସୀ, ହିଁ ତାଙ୍କର ଉତ୍ତରାଧିକାରୀ।  ଏବେ ଭାରତ ବିକାଶର ଅଗ୍ରଗତି କରୁଛି।…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ଥମିଲା ପ୍ରଚାର, ୨୦ରେ ମତଦାନ

ଝାରସୁଗୁଡ଼ା: ଆସନ୍ତା ୨୦ ତାରିଖରେ ମତଦାନ ହେବାକୁ ଯାଉଛି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ, ଆଜି ସନ୍ଧ୍ୟା ୬ଟାରୁ ପ୍ରଚାର ଥମିଛି। ସମସ୍ତ ରାଜନୈତିକ ଦଳ ଆଜିଠାରୁ ପ୍ରଚାର ବନ୍ଦ କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏଦିଗରେ କଟକଣା କଡ଼ାକଡ଼ି କରାଯାଇଛି। କିଭଳି ଭାବେ ଆଦର୍ଶ…
ଅଧିକ ଖବର ଦେଖନ୍ତୁ...

ବ୍ରିଟିଶମାନେ ଚାଲିଗଲେ, କିନ୍ତୁ କଂଗ୍ରେସକୁ ଛାଡ଼ିଗଲେ: ଗର୍ଜିଲେ ମୋହନ ଯାଦବ

ମୁମ୍ବାଇ: ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ଲକ୍ଷ୍ୟ କରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ବ୍ରିଟିଶମାନେ ଭାରତ ଛାଡି ଚାଲିଗଲେ କଂଗ୍ରେସକୁ ଛାଡିଗଲେ।କଂଗ୍ରେସ ବିଭାଜନ ସୃଷ୍ଟିକାରୀ ରାଜନୀତି କରୁଛି। ଗତକାଲି ରାହୁଲ ଗାନ୍ଧୀ କହିଥିଲେ ଯେ ଯେତେବେଳେ ସେ ପିତାଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ମୋଦୀ ରାହୁଲଙ୍କ ସହ ହିନ୍ଦୁଧର୍ମ ଉପରେ ବିତର୍କ କରିପାରିବେ ନାହିଁ, ମୋ ଭାଇ ଜଣେ ଭଲ ପ୍ରଧାନମନ୍ତ୍ରୀ ହେବେ:…

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଅଭିଯାନ ଶନିବାର ଅପରାହ୍ନ ୫ଟାରେ ବନ୍ଦ ହୋଇଯାଇଛି। ଏହି ପର୍ଯ୍ୟାୟରେ ୮ ଟି ରାଜ୍ୟରେ ୫୭ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଯେଉଁଥିରେ ରାୟବରେଲି ସିଟ୍ ମଧ୍ୟ ଅନ୍ତର୍ଭୁକ୍ତ। ଏଥର ରାହୁଲ ଗାନ୍ଧୀ ସୋନିଆ ଗାନ୍ଧୀଙ୍କ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅପିଲ କଲେ ରତନ ଟାଟା

ନୂଆଦିଲ୍ଲୀ: ଟାଟା ସନ୍ସର ଚେୟାରମ୍ୟାନ୍ ତଥା ବ୍ୟବସାୟ ଜଗତର ଚର୍ଚିତ ବ୍ୟକ୍ତିତ୍ୱ ରତନ ଟାଟା ଲୋକସଭା ନିର୍ବାଚନ ​​୨୦୨୪ ପାଇଁ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଲୋକସଭା ନିର୍ବାଚନରେ ​​ଚାରିଟି ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯାଇଛି। ବର୍ତ୍ତମାନ ପଞ୍ଚମ ପର୍ଯ୍ୟାୟ…
ଅଧିକ ଖବର ଦେଖନ୍ତୁ...

ଛତ୍ରପୁର ବଡ଼ଷ୍ଟେସନ ଠାରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବଡ଼ଷ୍ଟେସନ ଠାରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌। ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନ ଚ୍ୟୁତ ହୋଇଥିବା ବେଳେ ରେଳବାଇ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ତେବେ ଟ୍ରେନରେ ମାଲ୍‌ ବୋଝେଇ ହୋଇଥିବା ବେଳେ କେଉଁ ଠାରୁ କେଉଁଠିକି…
ଅଧିକ ଖବର ଦେଖନ୍ତୁ...

ଦେଶର ସବୁଠାରୁ କମ ଉଚ୍ଚତା ଥିବା ମହିଳାଙ୍କୁ କଣ୍ଢେଇ ଭଳି ହାତରେ ଉଠାଇ ‌ଖେଳୁଛନ୍ତି ଖଲି

ନୂଆଦିଲ୍ଲୀ: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ଦ ଗ୍ରେଟ୍‌ ଖଲି ନିଜ ଇନଷ୍ଟାଗ୍ରାମରେ ନିକଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଦେଖି ଲାଗୁଛି ଖଲି ଏକ କଣ୍ଢେଇ ସହିତ ଖେଳୁଛନ୍ତି। କିନ୍ତୁ ବାସ୍ତବ କଥା ହେଲା ସେ ଦୁନିଆର ସବୁଠାରୁ କମ ଉଚ୍ଚତା ଥିବା ମହିଳାଙ୍କୁ ହାତରେ କଣ୍ଢେଇ ଭଳି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ:-ମନରେ ନୂଆ ନୂଆ ବିଚାର ସମାବେଶ ହେବ। ପ୍ରୟାସରେ ଭଲ ପରିଣାମ ପାଇବେ। ପ୍ରସାଧନ ଦୋକାନୀଙ୍କର ଉନ୍ନତି ହେବ। ଅଫିସରେ ପୂର୍ବ ଅପେକ୍ଷା ଅଧିକ କାମ କରିବାକୁ ପଡ଼ିପାରେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ରାଜନୀତିକ ନେତାଙ୍କର ସମାଜରେ…
ଅଧିକ ଖବର ଦେଖନ୍ତୁ...