Daily Archives

May 19, 2024

ରାତି ପାହିଲେ ନିର୍ବାଚନ: ୩୦୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର: ରାତି ପାହିଲେ ନିର୍ବାଚନ । ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ୫ ଲୋକସଭା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ସମେତ ଏହା ଅଧିନରେ ଥିବା ସମସ୍ତ ୩୫ ବିଧାନସଭା ପାଇଁ ମତଦାନ ପାଇଁ ପ୍ରସ୍ତୁତି ସରିଛି । ଦ୍ୱିତୀୟ ପର୍ଯ୍ୟାୟରେ ୩୦୫ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ…
ଅଧିକ ଖବର ଦେଖନ୍ତୁ...

ହେଲିକପ୍ଟର ଦୁର୍ଘଟଣା : ଏପର୍ଯ୍ୟନ୍ତ ମିଳିନି ଇରାନ ରାଷ୍ଟ୍ରପତିଙ୍କ ପତ୍ତା

ତେହେରାନ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ରବିବାର (ମେ ୧୯) ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜରବାଇଜାନ ସୀମା ନିକଟରେ ଇରାନର ଉତ୍ତର-ପଶ୍ଚିମରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ନିକଟତମ ସ୍ଥାନର ନାମ ତବ୍ରେଜ୍ ।…
ଅଧିକ ଖବର ଦେଖନ୍ତୁ...

ଜେଲରୁ ମାଇକ୍ ଚିହ୍ନରେ ଲୋକସଭା ନିର୍ବାଚନ ଲଢୁଛନ୍ତି ଅମୃତପାଲ ସିଂ: ଜୁନ୍ ୧ରେ ପଞ୍ଜାବର ୧୩ ଆସନରେ ମତଦାନ

ଚଣ୍ଡିଗଡ଼: ଜେଲରେ ଥିବା ମୌଳବାଦୀ ପ୍ରଚାରକ ଅମୃତପାଲ ସିଂ ପଞ୍ଜାବର ଖଡୁର ସାହେବ ଆସନରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅମୃତପାଲ ସିଂଙ୍କ ନିର୍ବାଚନୀ ଚିହ୍ନ ହେଉଛି 'ମାଇକ୍'। ନିର୍ବାଚନ ଚିହ୍ନ ଦିଆଯାଇଥିବା ମୋଟ ୩୨୮ ପ୍ରାର୍ଥୀଙ୍କ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କୁ କଂଗ୍ରେସ କର୍ମୀ ଆକ୍ରମଣ କରିଥିବାର ଆସିଲା ଅଭିଯୋଗ

ବଲାଙ୍ଗୀର: ଆସନ୍ତାକାଲି ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହେବ | ଏହାପୂର୍ବରୁ ରାଜନୈତିକ ହିଂସା ଦେଖିବାକୁ ମିଳିଛି | ବଲାଙ୍ଗୀରର ସଦର ଥାନା ମୟାବର୍ହା ଗାଁରେ ନିର୍ବାଚନ ପୂର୍ବରୁ ନିର୍ବାଚନକୁ ନେଇ ହିଂସା ଅଭିଯୋଗ ଆସିଛି । ଗାଁର ବିଜେଡି କର୍ମୀ…
ଅଧିକ ଖବର ଦେଖନ୍ତୁ...

ସୋମବାରଠାରୁ ସିଆଇଏସଏଫ୍ ହାତରେ ସଂସଦର ସୁରକ୍ଷା

 ନୂଆଦିଲ୍ଲୀ: ଆସନ୍ତା କାଲି ଅର୍ଥାତ୍ ସୋମବାରଠାରୁ ସଂସଦଭବନର ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିବାକୁ ଯାଉଛି । ଉଭୟ ନୂଆ ଓ ପୁରୁଣା ସଂସଦ ଭବନର ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ)କୁ ଦିଆଯାଇଛି। ମେ ୨୦ ରୁ ସଂସଦର ସୁରକ୍ଷାରେ ୩୩୧୭…
ଅଧିକ ଖବର ଦେଖନ୍ତୁ...

ନୀତୀଶ କୁମାରଙ୍କ ନିର୍ବାଚନ ରାଲିରେ ହଙ୍ଗାମା: ସରକାର ବିରୋଧୀ ସ୍ଲୋଗାନ ଦେଲେ ଲୋକେ

ପାଟନା: ସିୱାନରେ ସିଏମ୍ ନୀତୀଶ କୁମାରଙ୍କ ନିର୍ବାଚନୀ ରାଲିରେ କିଛି ଲୋକ ହଙ୍ଗାମା ସୃଷ୍ଟି କରିଥିଲେ। ଏହି ଲୋକମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ ଏବଂ ସିଏମ ନୀତୀଶ କୁମାରଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ସେମ‌େନେ କହିଥିଲେ ୨୦୦୫ରେ ନିର୍ବାଚନ ରାଲିରେ ସିଏମ ନୀତୀଶ କୁମାର…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରରେ ପର୍ଯ୍ୟଟକ ଦମ୍ପତିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ!

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପର୍ଯ୍ୟଟକ ଦମ୍ପତିଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ରହିଛି ବୋଲି ବିଜେପି ନେତା ଅଭିଯୋଗ କରିଛନ୍ତି। ଦକ୍ଷିଣ କଶ୍ମୀରର ସୋପିଆନରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୂର୍ବତନ ପଞ୍ଚାୟତ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସୋମବାର ୫ମ ପର୍ଯ୍ୟାୟ ନିର୍ବାଚନ : ଏସବୁ ବଡ଼ ନେତାଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ: ସୋମବାର ହେବାକୁ ଯାଉଛି ୫ମ ପର୍ଯ୍ୟାୟ ନିର୍ବାଚନ । ପଞ୍ଚମ ପର୍ଯ୍ୟାୟରେ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଓ ୬ଟି ରାଜ୍ୟର ୪୯ଟି ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ ୮୨ ଜଣ ମହିଳାଙ୍କ ସମେତ ମୋଟ ୬୯୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ୮.୯୫ କୋଟି ଭୋଟର ସେମାନଙ୍କ ମତଦାନ…
ଅଧିକ ଖବର ଦେଖନ୍ତୁ...

ବସୁନ୍ଧରା ବିଜେପି ପ୍ରତି ବିଦ୍ରୋହୀ ମନୋଭାବ ପ୍ରଦର୍ଶନ କରୁଥିବା ନେଇ ଚର୍ଚ୍ଚା: କାହିଁକି କଲେନି ପ୍ରଚାର ?

ଜୟପୁର: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବସୁନ୍ଧରା ରାଜେଙ୍କୁ ଚଳିତ ଲୋକସଭା ନିର୍ବାଚନ ସମୟରେ ଦେଖିବାକୁ ମିଳି ନ ଥିଲା। ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ କିନ୍ତୁ ସେ ତାଙ୍କ ପୁଅ ଦୁଷ୍ୟନ୍ତ ସିଂଙ୍କ ବ୍ୟତୀତ…
ଅଧିକ ଖବର ଦେଖନ୍ତୁ...

ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ମନର କଥା ବୁଝିଲେ ମୋଦୀ

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ପର୍ଯ୍ୟାୟ ମତଦାନ ସରିଯାଇଛି | ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହେବ | ଆଉ ଏହାରି ଭିତରେ ରାଜ୍ୟ ବିଜେପିର କାର୍ଯ୍ୟାଳୟରେ ପହଂଚି ଦଳର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର…
ଅଧିକ ଖବର ଦେଖନ୍ତୁ...