Daily Archives

May 20, 2024

ପୋଲାଭରମ ପ୍ରକଳ୍ପ ପ୍ରମାଦ ଟଳିନି: ଜଳମଗ୍ନ ହେବ ମାଲକାନଗିରି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବିସ୍ଥାପିତ ଶହ ଶହ ପରିବାରଙ୍କ କ୍ଷତ ଆଜି ବି ଭରଣ ହୋଇପାରି ନାହିଁ।ଅନ୍ୟପଟେ ପୋଲାଭରମ ପ୍ରକଳ୍ପକୁ ନେଇ ମାଲକାନଗିରିବାସୀ ଏବେ ମଧ୍ୟ ଆତଙ୍କିତ ଅଛନ୍ତି।ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ହଜାର ହଜାର ହେକ୍ଟର ଚାଷ ଜମି, ଜଂଗଲ…
ଅଧିକ ଖବର ଦେଖନ୍ତୁ...

ଝରିଗାଁ ବ୍ଳକରେ ବହୁ ଗ୍ରାମକୁ ସଂଯୋଗ ହୋଇନାହିଁ ପକ୍କା ରାସ୍ତା: ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟିଆ ଭରଷା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଥିବା ଆଦିବାସୀ ଗ୍ରାମଗୁଡିକରେ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ ହୋଇନଥିବା ବେଳେ ଆଉ କିଛି ଉପାନ୍ତ ଗ୍ରାମଗୁଡିକରେ ରାସ୍ତା ନିର୍ମାଣ ହୋଇନାହିଁ। ଆଗକୁ ବର୍ଷା ଦିନ ଥିବାବେଳେ ଏହି ଗ୍ରାମଗୁଡିକୁ ବର୍ଷା…
ଅଧିକ ଖବର ଦେଖନ୍ତୁ...

ମୁସଲିମ ସଂରକ୍ଷଣ ପ୍ରସଙ୍ଗରେ ରାହୁଲଙ୍କୁ ମୋଦୀଙ୍କ ଟାର୍ଗେଟ୍

କୋଲକାତା: ମୁସଲିମ ଆରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଘେରିଛନ୍ତି । ପଶ୍ଚିମବଙ୍ଗର ଝାରଗ୍ରାମରେ ଏକ ରାଲିରେ ରାହୁଲ ଗାନ୍ଧି ମୁସଲମାନ ସଂରକ୍ଷଣ ପାଇଁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି। ଯଦି ତାଙ୍କ ସରକାର ଗଠିତ ହୁଏ ତେବେ ସେ…
ଅଧିକ ଖବର ଦେଖନ୍ତୁ...

ଆଫ୍ରିକାକୁ ମ୍ୟାଲେରିଆ ଟିକା ରପ୍ତାନି ଆରମ୍ଭ କଲା ସେରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ: ଟିକା ନିର୍ମାତା ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ସୋମବାର କହିଛି ଯେ ଆଫ୍ରିକାକୁ ‘ଆର୍‌ ୨୧/ମ୍ୟାଟ୍ରିକ୍ସ-ଏମ୍‌’ ମ୍ୟାଲେରିଆ ଟିକା ରପ୍ତାନି ଆରମ୍ଭ କରିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ନୋଭାଭାକ୍ସର ମ୍ୟାଟ୍ରିକ୍ସ-ଏମ ଆଡଜୁଭେଣ୍ଟର ମିଳିତ ସହଯୋଗରେ…
ଅଧିକ ଖବର ଦେଖନ୍ତୁ...

ଭାଣେଜୀ ଅଲିଜେହଙ୍କୁ କେବେ ମୋ ଜୀବନ ଉପରେ ବହି ଲେଖିବାକୁ ଦେବି ନାହିଁ: ସଲମାନ

ମୁମ୍ବାଇ: ଭାଣେଜୀ ଅଲିଜେହଙ୍କୁ କେବେ ନିଜ ଜୀବନ ଉପରେ ବହି ଲେଖିବାକୁ ଦେବେ ନାହିଁ ସଲମାନ। ନିକଟରେ ଦୁବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବଲିଉଡ ସୁପରଷ୍ଟାର ସଲମାନ ଖାନ ଏଭଳି କହିଛନ୍ତି। ସେ ତାଙ୍କ ଭାଣେଜୀ ଅଲିଜେହ ଅଗ୍ନିହୋତ୍ରୀଙ୍କ ସହ ଏକ ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗ…
ଅଧିକ ଖବର ଦେଖନ୍ତୁ...

୨୪ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଅବପାତ, ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୨୨ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ୨୪ ମେ ସୁଦ୍ଧା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଡିପ୍ରେସନ ପ୍ରଭାବରେ ଆସନ୍ତା ୨୪ ତାରିଖଠାରୁ…
ଅଧିକ ଖବର ଦେଖନ୍ତୁ...

ଆଇନ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ ବଜାୟ ରଖିଲେ କେରଳ ହାଇକୋର୍ଟ

ଥିରୁବନ୍ତପୁରମ: ୨୦୧୬ରେ ପେରୁମ୍ବାଭୁରରେ ଜଣେ ୩୦ ବର୍ଷୀୟା ଦଳିତ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅମୀରୁଲ ଇସଲାମଙ୍କ ଫାଶୀ ଦଣ୍ଡାଦେଶକୁ କେରଳ ହାଇକୋର୍ଟ ସୋମବାର ବଜାୟ ରଖିଛନ୍ତି। ସେସନ୍‌ସ କୋର୍ଟଙ୍କ ରାୟ ବିରୋଧରେ ଇସଲାମଙ୍କ ଆବେଦନକୁ ହାଇକୋର୍ଟ…
ଅଧିକ ଖବର ଦେଖନ୍ତୁ...

ନବୀନ ସରକାର ଦେଲେ ବଡ ଗ୍ୟାରେଣ୍ଟି, ମିଶନ ଶକ୍ତି ମହିଳା ପାଇବେ ପେନସନ

ଭୁବନେଶ୍ବର : ରାଜ୍ୟ ସରକାର ରାଜ୍ୟର ଭିନ୍ନଭିନ୍ନ ବର୍ଗର ଲୋକଙ୍କ ପାଇଁ ଅନେକ ଜନହିତକର ଯୋଜନା କରିଛନ୍ତି। ରାଜ୍ୟରେ ନିର୍ବାଚନ ଚାଲିଥିବାବେଳେ ରାଜ୍ୟ ସରକାର ମିଶନଶକ୍ତିରେ କାମକରୁଥିବା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ରାଜ୍ୟରେ ପୁଣି ଥରେ ବିଜେଡି…
ଅଧିକ ଖବର ଦେଖନ୍ତୁ...

ଆମୀର ନୁହନ୍ତି ‘ଗଜନୀ’ ପାଇଁ ଏହି ଅଭିନେତା ଥିଲେ ପ୍ରଥମ ପସନ୍ଦ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ଫିଲ୍ମ 'ଗଜନୀ' ସୁପରହିଟ୍ ହୋଇଥିଲା। ଫିଲ୍ମରେ ଆମୀର ଖାନଙ୍କ ଲୁକ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଚଳଚ୍ଚିତ୍ର ଜରିଆରେ ଅଭିନେତ୍ରୀ ଆସିନ ବଲିଉଡ‌ରେ ଡେବ୍ୟୁ କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଆମୀର ଖାନ ଏହି ଚଳଚ୍ଚିତ୍ର ପାଇଁ…
ଅଧିକ ଖବର ଦେଖନ୍ତୁ...

ଶାନ୍ତିଶୃଙ୍ଖଳା ମଧ୍ୟରେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ 

ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟରେ ତଥା ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ସଂସଦୀୟ କ୍ଷେତ୍ର ଏବଂ ଉକ୍ତ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛି | ମିଳିଥିବା…
ଅଧିକ ଖବର ଦେଖନ୍ତୁ...