Daily Archives

May 21, 2024

ଗୁଣିଆ ସଂଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ଘଟଣା: ୮ ଅଭିଯୁକ୍ତଙ୍କୁ ଗିରଫ

ମାଲକାନଗିରି: ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲୀ ପଞ୍ଚାୟତର ଟାଙ୍ଗୁରୁଗୁଡା ଗ୍ରାମର ଚେନସା ମାଢିଙ୍କୁ ଗାଁରେ ଗୁଣିଆ କରି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବିଗାଡୁଥିବା ସଂଦେହ କରି ନିସ୍ତୁକ ମାଡ ମାରିବା ସହ ଜୀବନରେ ମାରିଦେବା ପାଇଁ ଯୋଜନା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଗ୍ରାମବାସୀ କେବଳ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗର ମିଦନାପୁରରେ ମିଥୁନଙ୍କ ରୋଡସୋ ବେଳେ ପଥର ଓ କାଚ ବୋତଲ ମାଡ଼

କୋଲକାତା: ପଶ୍ଚିମବଙ୍ଗର ମିଦନାପୁର ସହରରେ ମଙ୍ଗଳବାର ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ରୋଡ୍ ସୋ' ବେଳେ କିଛି ଲୋକ ତାଙ୍କ ଉପରକୁ ପଥର ଫିଙ୍ଗିବା କାରଣରୁ ସଂଘର୍ଷ ଘଟିଛି। ପୁଲିସ ଏହି ସୂଚନା ଦେଇଛି। ମିଦନାପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅଗ୍ନିମିତ୍ର ପାଲ ଟିଏମସି କର୍ମୀଙ୍କୁ…
ଅଧିକ ଖବର ଦେଖନ୍ତୁ...

୪ ଜୁନ୍‌ରେ ମୋଦୀ ସରକାର ବିଦାୟ ନେବେ, ୩୦୦ରୁ ଅଧିକ ଆସନରେ ଜିତିବ ଇଣ୍ଡିଆ ମେଣ୍ଟ: କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦେଶର ଗୃହମନ୍ତ୍ରୀ ଅମିତ ଶାହ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଶାହ ଏଏପିର ସମର୍ଥକଙ୍କୁ ପାକିସ୍ତାନୀ ବୋଲି କହିଛନ୍ତି। କେଜ୍ରିୱାଲ ପୁଣି…
ଅଧିକ ଖବର ଦେଖନ୍ତୁ...

ଜିତିଲା କୋଲକାତା ନାଇଟ୍ ରାଇଡର୍ସ

ଅହମଦାବାଦ୍: ଆଇପିଏଲ କ୍ବାଲିଫାୟର-୧ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ସନ୍ ରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ)କୁ ପରାଜିତ କରିଛି। ଧାର୍ଯ୍ୟ ୧୬୦ ରନ୍‌ର ପିଛା କରି କୋଲକାତା ନାଇଟ୍ ରାଇଡର୍ସ ୧୩.୪ ଓଭରରେ ୨ ୱିକେଟ ହରାଇ ୧୬୪ ରନ୍ କରିଥିଲା। କୋଲକାତା ନାଇଟ୍ ରାଇଡର୍ସ…
ଅଧିକ ଖବର ଦେଖନ୍ତୁ...

କାମ୍ବୋଡିଆରେ ବନ୍ଧକଥିବା ଭାରତୀୟଙ୍କ ବିଦ୍ରୋହ, ଗିରଫ କଲା ସ୍ଥାନୀୟ ପୁଲିସ୍

ବିଶାଖାପାଟଣା : କାମ୍ବୋଡିଆରେ ଏକ ଭାରତୀୟ ମାନବ ଚାଲାଣ ରାକେଟର ପର୍ଦ୍ଦାଫାସ ହୋଇଛି। ଆନ୍ଧ୍ରପ୍ରଦେଶ ପୁଲିସ ମଙ୍ଗଳବାର କହିଛି ଯେ ଗତ ମେ ୨୦ ରେ କାମ୍ବୋଡିଆରେ ପ୍ରାୟ ୩୦୦ ଭାରତୀୟ ସେମାନଙ୍କ ହେଣ୍ଡଲରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଏହା ପରେ କାମ୍ବୋଡିରେ ସେମାନଙ୍କୁ ଗିରଫ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଭାରତରେ କରୋନାର କେପି-୧,କେପି-୨ ଭାରିଆଣ୍ଟ୍

ନୂଆଦିଲ୍ଲୀ: ସିଙ୍ଗାପୁରରେ କରୋନାର ନୂଆ ଲହରକୁ ନେଇ ସାରା ବିଶ୍ୱ ଚିନ୍ତିତ। ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ଯେ ସିଙ୍ଗାପୁରରେ ଆତଙ୍କ ସୃଷ୍ଟି କରିଥିବା କରୋନା ନୂଆ ଭାରିଆଣ୍ଟର ସଂକ୍ରମଣ ମାମଲା ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ଭାରତରେ କରୋନା ମାମଲା ଉପରେ ନଜର ରଖୁଥିବା ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଖଲ୍ଲିକୋଟରେ ନିର୍ବାଚନୀ ପରବର୍ତ୍ତୀ ହିଂସା: ବିଜେପି କର୍ମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗ

ଭୁବନେଶ୍ବର: ଗଂଜାମ ଜିଲ୍ଲା ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ବାରମ୍ବାର ହିଂସା ଦେଖିବାକୁ ମିଳୁଛି। ଗତ ୧୫ ତାରିଖ ଦିନ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯିବା ଘଟଣା ଓଡ଼ିଶାବାସୀ ଭୁଲିପାରି ନଥିବା ବେଳେ ଖଲ୍ଲିକୋଟ ବ୍ଲକର ବେଗୁନିଆପଡା ଥାନା ଅଞ୍ଚଳରେ ନିର୍ବାଚନୀ…
ଅଧିକ ଖବର ଦେଖନ୍ତୁ...

୯୩ବର୍ଷ ବୟସରେ ଭୋଟ ଦେଇ ପ୍ରେରଣା ଦେଲେ ରଣବୀରଙ୍କ ଅଜା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ରଣବୀର ସିଂଙ୍କ ଅଜା ୯୩ ବର୍ଷ ବୟସରେ ଭୋଟ୍ ଦେଇ ସମସ୍ତଙ୍କୁ ପ୍ରେରଣା ଯୋଗାଇଛନ୍ତି। ରଣବୀର ସିଂ ସୋସିଆଲ ମିଡିଆରେ ତାଙ୍କ ଅଜାଙ୍କ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ରଣବୀରଙ୍କ ଅଜା ଭୋଟ୍ ଦେବା ପରେ ଜଣେ ପୁଲିସ କର୍ମଚାରୀଙ୍କ ସହ ଛିଡ଼ା ‌ହୋଇଥିବା…
ଅଧିକ ଖବର ଦେଖନ୍ତୁ...

କଣ୍ଟାମାଳ ବିଧାନସଭା ଆସନ: ମେ’ ୨୩ରେ ଏହି ୨ଟି ବୁଥ୍‌ରେ ହେବ ସାନି ମତଦାନ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ଟି ବୁଥରେ ସାନି ମତଦାନ ହେବ। ଭାରତୀୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ଆସନ୍ତା ୨୩ ତାରିଖ ଦିନ ଏହି ନିର୍ବାଚନ ମଣ୍ଡଳୀର ୨୬ ଓ ୨୮ ନମ୍ବର ବୁଥରେ ସାନି ମତଦାନ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ…
ଅଧିକ ଖବର ଦେଖନ୍ତୁ...

ଭାରତ ଫେରି ପରିବାରର ଇଜ୍ଜତ ବଞ୍ଚାଅ, ପୁତୁରା ପ୍ରଜ୍ବଲଙ୍କୁ କହିଲେ କୁମାରସ୍ବାମୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ମୁଖ୍ୟ ଏଚ୍ ଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ୱଲ ରେଭାନ୍ନା ସେକ୍ସ ସ୍କାଣ୍ଡଲ ମାମଲାର ତଦନ୍ତରେ ସହଯୋଗ କରିବା ପାଇଁ ଭାରତ ଫେରି ନାହାନ୍ତି। କର୍ଣ୍ଣାଟକ ପୁଲିସ ସେମାନଙ୍କୁ ଖୋଜୁଛି। ପ୍ରଥମ ପର୍ୟ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କର…
ଅଧିକ ଖବର ଦେଖନ୍ତୁ...