Daily Archives

May 22, 2024

ଷ୍ଟ୍ରଙ୍ଗ ରୁମ୍ ପାଖରେ ଜଗିଛନ୍ତି ବିଜେପି କର୍ମୀ, ଗଣତି ପର୍ଯ୍ୟନ୍ତ ରଖିବେ ନଜର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସରିବା ପରେ ମଙ୍ଗଳବାର ଦିନ ବୀରମହାରାଜପୁର କଲେଜରେ ସମସ୍ତ ଇଭିଏମ୍ ମେସିନ୍ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି । ଏଠାରେ ବନ୍ଧୁକଧାରି ପୁଲିସ୍ ଜଗି ରହିଛନ୍ତି । କିନ୍ତୁ ବୀରମହାରାଜପୁର ବିଜେପି ଦଳ…
ଅଧିକ ଖବର ଦେଖନ୍ତୁ...

ଧର୍ମେନ୍ଦ୍ର ନୁହେଁ ଏହି ଅଭିନେତାଙ୍କ ପାଇଁ ଜିଦ କରିଥିଲେ ହେମା ମାଳିନୀ

ମୁମ୍ବାଇ: ଯେତେବେଳେ କୌଣସି ଅଭିନେତା କିମ୍ବା ଅଭିନେତ୍ରୀ ସଫଳତାର ଶିଖରରେ ଥାଆନ୍ତି, ସେତେବେଳେ ତାଙ୍କ ନାମ ଚଳଚ୍ଚିତ୍ର ଜଗତରେ ଲୋକପ୍ରିୟ ହୁଏ | ତା’ପରେ ସେ ନିର୍ଦ୍ଦେଶକ କିମ୍ବା ନିର୍ମାତାଙ୍କ ଇଚ୍ଛା ଅନୁଯାୟୀ ଚଳଚ୍ଚିତ୍ରରେ କାମ କରନ୍ତି, କିନ୍ତୁ ନିଜ ସର୍ତ୍ତ ମଧ୍ୟ ରଖିଥାନ୍ତି | ଏହି…
ଅଧିକ ଖବର ଦେଖନ୍ତୁ...

ସ୍ବାମୀ ସହିତ ଝଗଡ଼ା ପରେ ମୃତ ଝିଅକୁ ଧରି ରାସ୍ତାରେ ବୁଲୁଥିଲା ମା’

ନୂଆଦିଲ୍ଲୀ: ହତ୍ୟାକାରୀ ମା’ ସୂଚନା ସେଠଙ୍କୁ କିଏ ବା ଭୁଲିବ । ଯିଏକି ସ୍ବାମୀ ସହିତ ଝଗଡ଼ା କରିବା ପରେ ଗୋଆରେ ନିଜର ଚାରି ବର୍ଷର ପୁଅକୁ ଗଳା କାଟି ହତ୍ୟା କରିଥିଲା। ଏମିତି ଏକ ହୃଦୟବିଦାରକ ଘଟଣା ନାଗପୁରରେ ଘଟିଛି। ଏଠାରେ ଜଣେ ମହିଳା ନିଜର  ତିନି ବର୍ଷର ଝିଅକୁ ଗଳା କାଟି ହତ୍ୟା…
ଅଧିକ ଖବର ଦେଖନ୍ତୁ...

ପବିତ୍ରାଙ୍କ ସହ ବ୍ରେକଅପ ହେବା ପରେ ମୁଁ ଜୀବନ ହାରିଦେଇଥାନ୍ତି, ହେଲେ…

ମୁମ୍ବାଇ: ରିଆଲିଟି ସୋ’ ‘ବିଗ୍‌ ବସ୍‌-୧୪’ରୁ ପ୍ରେମ ସଂପର୍କରେ ଥିବା ଲଭ୍‌ବାର୍ଡସ ପବିତ୍ରା ପୁନିଆ ଓ ଏଜାଜ୍‌ ଖାନ୍‌ କିଛି ମ‌ାସ ତଳେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଦୁହେଁ ଗତ ୩ ବର୍ଷ ହେବ ଲିଭ୍‌-ଇନ୍‌ ସଂପର୍କରେ ଥିବା ବେଳେ ଗତବର୍ଷ ଏକ ସାକ୍ଷାତ୍‌କାରରେ ପବିତ୍ରା ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ଆଉଟ ହେଲେ ବି ଏହି ରେକର୍ଡ କରିଦେଲେ କୋହଲି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୪ର ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମୁହାଁମୁହିଁ ହୋଇଛନ୍ତି। ଅହମଦାବାଦରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ବୁଧବାର ସନ୍ଧ୍ୟାରେ ରାଜସ୍ଥାନ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।…
ଅଧିକ ଖବର ଦେଖନ୍ତୁ...

କିଛି ଅଘଟଣ ଘଟିଲେ ମା’କୁ ନା ପ୍ରେମିକା କାହାକୁ ବଞ୍ଚାଇବ ପ୍ରଶ୍ନର ହୃଦୟସ୍ପର୍ଶୀ ‌ଉତ୍ତର ଦେଇଥିଲେ ସଲମାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନ ତାଙ୍କ ପ୍ରେମିକାମାନଙ୍କୁ ନେଇ ସର୍ବଦା ଚର୍ଚ୍ଚାର ପରିସରରେ ରହିଥାଆନ୍ତି। ଇତିମଧ୍ୟରେ ସଲମାନଙ୍କ ଜୀବନରେ ଅନେକ ଯୁବତୀ ଆସିଛନ୍ତି ଓ ଚାଲି ମଧ୍ୟ ଯାଇଛନ୍ତି। ସଲମାନ କେବେ ବିବାହ କରିବେ ତାହା ଆଜି ବି ତାଙ୍କ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନବାଚୀ ହୋଇ…
ଅଧିକ ଖବର ଦେଖନ୍ତୁ...

କେମିତି ଭାଙ୍ଗିଲା ଐଶ୍ବର୍ଯ୍ୟାଙ୍କ ହାତ? ୧୧ତାରିଖରେ ଘଟିଥିଲା କ’ଣ?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଅଭିନେତ୍ରୀ ପ୍ରତ୍ୟେକ ଥର ତାଙ୍କ ଲୁକ୍ ସହିତ ତାଙ୍କ ପ୍ରଶଂସକଙ୍କୁ ପ୍ରଭାବିତ କରନ୍ତି। କିନ୍ତୁ ଏଥର ଐଶ୍ୱର୍ଯ୍ୟାଙ୍କ ହାତର ବ୍ୟାଣ୍ଡେଜ୍ ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥିଲା। ନିକଟରେ…
ଅଧିକ ଖବର ଦେଖନ୍ତୁ...

ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ର ସଦସ୍ୟମାନଙ୍କୁ ବୁଧବାର ସୁପ୍ରିମକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରି କୋର୍ଟ ସମସ୍ତ ୮ ଅଭିଯୁକ୍ତ ସଦସ୍ୟଙ୍କ ଜାମିନ ଖାରଜ କରିଛନ୍ତି। ଏହି ଆଠ ଜଣ ଦେଶରେ ଆତଙ୍କବାଦୀ…
ଅଧିକ ଖବର ଦେଖନ୍ତୁ...

ରାହୁଲ ଝାଡୁକୁ ଓ କେଜ୍ରିୱାଲ ହାତକୁ ହିଁ ଭୋଟ ଦେବେ: ରାଘବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଷଷ୍ଠ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରସୋରରେ ଚାଲିଛି | ଏହି ସମୟରେ ଆଜି ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଦିଲ୍ଲୀରେ ଏକ ରାଲି କରିଥିଲେ। ସେ କହିଛନ୍ତି ଯେ ଆମେ (ଆପ) ସରଳ, ସଚ୍ଚୋଟ ଏବଂ ଶିକ୍ଷିତ ଲୋକ। ସେ କହିଛନ୍ତି ଯେ ମୁଁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୪: ରାଜସ୍ଥାନକୁ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ

ଅହମଦାବାଦ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୪ର ଏଲିମିନେଟରରେ ରାଜସ୍ଥାନ ରୟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ବୁଧବାର ସନ୍ଧ୍ୟାରେ ରାଜସ୍ଥାନ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...