Daily Archives

June 3, 2024

ଝଡ଼ବର୍ଷାରେ ବ୍ୟାପକ କ୍ଷତି: ଭାଙ୍ଗି ଯାଇଛି ବିଦ୍ୟୁତ୍‌ ଖୁଣ୍ଟ, ଜଳ ଯୋଗାଣ ଠପ୍

କୋମନା: ଝଡ଼ବର୍ଷାରେ ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳରେ ବ୍ୟାପକ କ୍ଷତି ହେବା ସହ ଦୁଇଦିନ ହେବ ଜଳ ଯୋଗାଣ ଠପ୍ ହେବା ଫଳରେ ପାଣି ପାଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରବିବାର ଅପରାହ୍‌ଣରେ ହୋଇଥିବା ଝଡ଼ବର୍ଷାରେ କୋମନା ବ୍ଲକ୍‌ର ରଜନା ଓ ଅଗ୍ରେନ ପଞ୍ଚାୟତ ସମେତ ଆଖପାଖ…
ଅଧିକ ଖବର ଦେଖନ୍ତୁ...

ନେତାଙ୍କ ଛାତି ଧୁଡୁଧୁଡୁ: କେତେ ସତ ହେବ ଏକଜିଟ ପୋଲ

ମାଲକାନଗିରି: ଆସନ୍ତାକାଲି ଗଣତି ଥିବା ବେଳେ ପ୍ରଶାସନ ତରଫରୁ ପୂର୍ବ ପ୍ରସ୍ତୁତି ଏକ ପ୍ରକାର ସରିଯାଇଛି।ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ୧୫ ଜଣ ପ୍ରାର୍ଥୀ ଭାଗ୍ୟ ଇଭିଏମ ମେସିନରେ ବନ୍ଦ ରହିଛି।ସ୍ଥାନୀୟ ପୋଲିଟେକନିକ ମହାବିଦ୍ୟାଳୟରେ ମତଦାନ ଗଣତି କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପରେ ଘୋଡ଼ାବେପାରକୁ ରୋକିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୭ ପୂର୍ବତନ ବିଚାରପତି

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ ଘୋଡ଼ାବେପାର ରୋକିବା ପାଇଁ ସ୍ଥାପିତ ଗଣତାନ୍ତ୍ରିକ ଉଦାହରଣକୁ ଅନୁସରଣ କରିବା ସହ ସର୍ବବୃହତ୍ ମେଣ୍ଟକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବାକୁ ହାଇକୋର୍ଟର ୭ ଜଣ ପୂର୍ବତନ ବିଚାରପତି ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଖୋଲା ଚିଠି ଲେଖି…
ଅଧିକ ଖବର ଦେଖନ୍ତୁ...

ଯେପର୍ଯ୍ୟନ୍ତ ଜରୁରୀ ପଡ଼ିନାହିଁ ଦୟାକରି ଦ୍ବିପହର ସମୟରେ ଖାଦ୍ୟ ମଗାନ୍ତୁ ନାହିଁ: ଜୋମାଟୋ

ନୂଆଦିଲ୍ଲୀ: ଦେଶରେ ପ୍ରବଳ ଗରମ ପଡ଼ିଛି। ଗରମ ସହି ନପାରି ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ପ୍ରବଳ ଗରମ ହେତୁ ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୩୦ରୁ ଅଧିକ ରହିଥିବା କୁହାଯାଉଛି। ପ୍ରବଳ ଗରମ ‌ସତ୍ତ୍ବେ ଫୁଡ଼ ଡେଲିଭରି ବଏ ସେମାନଙ୍କ ଡିୟୁଟି କରୁଥିବା ବି…
ଅଧିକ ଖବର ଦେଖନ୍ତୁ...

ରାଗରେ ଭାରତ ଚାଲିଆସିଥିଲେ ଦଲଜିତ୍, ଏବେ ସ୍ବାମୀଙ୍କ ପାଖକୁ ଫେରିବାକୁ ଚାହୁଛନ୍ତି କି ଅଭିନେତ୍ରୀ?

ମୁମ୍ବାଇ: ଟେଲି ଅଭିନେତ୍ରୀ ଦଲଜିତ୍ କୌର ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଆସିଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ ଦ୍ୱିତୀୟ ବିବାହରେ ଥିବା ମତଭେଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦଲଜିତ ତାଙ୍କ ସ୍ୱାମୀ ନିଖିଲ ପଟେଲଙ୍କ ବିରୋଧରେ ଅନେକ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ରେଙ୍ଗ ଗୁରୁମାଯୋର ନଦୀ ଚେକ୍‌ଡ୍ୟାମ ନିର୍ମାଣରେ ଅନିୟମିତତା ଅଭିଯୋଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରେଶ୍ବର ପଞ୍ଚାୟତ ରେଙ୍ଗ ଗୁରୁମାଯୋର ନଦୀ ଚେକଡ୍ୟାମ ନିର୍ମାଣ କାମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଏହାକୁ ବିରୋଧ କରି ନିର୍ମାଣ କାମକୁ ବନ୍ଦ କରିଛନ୍ତି। କୋମନା ବ୍ଲକ କୁରେଶ୍ବର ପଞ୍ଚାୟତ ରେଙ୍ଗ ଓ…
ଅଧିକ ଖବର ଦେଖନ୍ତୁ...

ସକାଳ ହେଲେ ଭୋଟ ଗଣତି ପ୍ରସ୍ତୁତି ଶେଷ

ବୀରମହାରାଜପୁର: ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା, ୬୪ ବିଧାନସଭା ଏବଂ ୧୦ ବଲାଙ୍ଗୀର ଲୋକସଭା ପାଇଁ ଭୋଟ ଗଣତି ହେବ । ବୀରମହାରାଜପୁର ମହାବିଦ୍ୟାଳୟରେ ୬୪ ବୀରମହାରାଜପୁର ବିଧାନସଭା ଗଣତି ହେବ । ଗଣତି ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସେପଟେ…
ଅଧିକ ଖବର ଦେଖନ୍ତୁ...

ଛକା ମାରିବା ପରେ ଉଡ଼ିଗଲା କ୍ରିକେଟରଙ୍କ ପ୍ରାଣବାୟୁ

ଥାନେ: ମହାରାଷ୍ଟ୍ରର ଥାନେର ମିରା ରୋଡ ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ କ୍ରିକେଟ ମ୍ୟାଚ ଚାଲିଥିଲା। କ୍ରିକେଟ୍ ଖେଳୁଥିବା ବେଳେ ପଡ଼ିଆରେ ହିଁ ଜଣେ ଖେଳାଳିଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଘଟଣା ସାମ୍ନାକୁ ଆସିଛି। ଖେଳାଳିଙ୍କ ମୃତ୍ୟୁର ସିଧାସଳଖ ଦୃଶ୍ୟର ଏକ ଭିଡିଓ ବି…
ଅଧିକ ଖବର ଦେଖନ୍ତୁ...

ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବସ୍ତର ଆବୁଝମାଡ ଅଂଚଳର ମାସପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପୁଲିସ ଇନଫର୍ମର ସଂଦେହରେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ମାସପୁର ଗ୍ରାମକୁ ଘେରିଯାଇଥିଲେ।ଏହି ଗ୍ରାମର ସାଲୁ ପଟାଇ ନାମକ ବ୍ୟକ୍ତି ନିଜ ପରିବାର…
ଅଧିକ ଖବର ଦେଖନ୍ତୁ...

ମୁହଁ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ, କାରଣ ଜଣାଇଲେ ଉର୍ଫି

ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ…
ଅଧିକ ଖବର ଦେଖନ୍ତୁ...