Daily Archives

June 7, 2024

‘ଆନ୍ତର୍ଜାତିକ ଯୋଗ ଦିବସ’ର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତିର ସମୀକ୍ଷା

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟ ଆନ୍ତର୍ଜାତିକ ଯୋଗ ଦିବସ (ଆଇଡିୱାଇ) ୨୦୨୪ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଆଇ ଆଣ୍ଡ ବି) ସଚିବ ଶ୍ରୀ ସଞ୍ଜୟ ଜାଜୁ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା ଆଜି…
ଅଧିକ ଖବର ଦେଖନ୍ତୁ...

ୟୁପିରେ ଟୋଲ ପ୍ଲାଜା କର୍ମଚାରୀଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ଗାଡି, କ୍ୟାମେରାରେ କଏଦ ହେଲା ଘଟଣା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାପୁର ଜିଲ୍ଲା ଅନ୍ତର୍ଗତ ଦିଲ୍ଲୀ-ଲକ୍ଷ୍ନୌ ରାଜପଥର ଏକ ଟୋଲ୍‌ ବୁଥ୍‌ରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଧକ୍କାରେ ଜଣେ ଟୋଲ୍‌ ପ୍ଲାଜା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ଘଟଣାର ସିସିଟିଭି…
ଅଧିକ ଖବର ଦେଖନ୍ତୁ...

ଭୁଲ ଉତ୍ତର ୪୪ ଜଣ ଛାତ୍ରଛାତ୍ରୀଙ୍କୁ କଲା ନିଟ୍ ୟୁଜି ଟପ୍ପର 

ନୂଆଦିଲ୍ଲୀ: ଏଥର ଗୋଟିଏ ଭୁଲ ଯୋଗୁ ନିଟ୍ ଟପ୍ପରମାନଙ୍କ ସଂଖ୍ୟା ବଢ଼ିଛି। ୬୭ ଛାତ୍ରଛାତ୍ରୀ ନିଟ୍‌ରେ ପ୍ରଥମ ସ୍ଥାନ ପାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ଟପ୍ପରଙ୍କ ମଧ୍ୟରେ ୪୪ ଛାତ୍ରଛାତ୍ରୀ ଭୁଲ ଉତ୍ତର ଦେଇ ଟପ୍ପର ଘୋଷିତ ହୋଇଥିଲେ। ଏହି ଛାତ୍ରଛାତ୍ରୀମାନେ ପଦାର୍ଥ ବିଜ୍ଞାନ ସହିତ…
ଅଧିକ ଖବର ଦେଖନ୍ତୁ...

ଶ୍ବଶୁରଙ୍କ ଉପରେ କାର ଚଢ଼ାଇ ହତ୍ୟା କଲା ସରକାରୀ ଅଧିକାରୀ ବୋହୂ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।  ୩୦୦କୋଟିର ସମ୍ପତ୍ତି ପାଇଁ ବୋହୂ ଶ୍ବଶୁରଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ମଇ ୨୨ ତାରିଖରେ ନାଗପୁରର ମାନେୱାଡା ପରିସରରେ ପୁରୁ‌‌ଷୋତ୍ତମ ପୁଟ୍ଟେବାର…
ଅଧିକ ଖବର ଦେଖନ୍ତୁ...

ସ୍ବାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ; ହତ୍ୟାକାଣ୍ଡ ପରେ ଆତ୍ମସମର୍ପଣ

ରାଇରଙ୍ଗପୁର/ବାଦାମପାହାଡ଼: ସ୍ବାମୀ ହତ୍ୟା କଲା ନିଜ ସ୍ତ୍ରୀଙ୍କୁ। ହତ୍ୟା ପରେ ପୁଲିସ ପାଖରେ କଲା ଆତ୍ମସମର୍ପଣ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବଡ଼ ହାତନାବେଡ଼ା ଗ୍ରାମରେ। ସୂଚନା ଅନୁଯାୟୀ କୌଣସି କାରଣ ବଶତଃ ସ୍ଵାମୀ ପାନାଉ ତିରିଆ (୩୫)…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ ଆରମ୍ଭ; କ୍ଲାସିକ୍ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକଙ୍କ ଭିଡ଼

ଭୁବନେଶ୍ୱର: ତିନିଦିନିଆ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଶୁକ୍ରବାର ଦିନ ଆରମ୍ଭ ହୋଇଛି। ଭୁବନେଶ୍ୱର ଜୟଦେବ ଭବନଠାରେ ପୂର୍ବାହ୍ନରୁ ଚଳଚ୍ଚିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ଉତ୍ସବର ବିଶେଷ ଉଦଘାଟନୀ କାର୍ଯ୍ୟକ୍ରମ କରାଯାଇଥିଲା। ‘‘ମଣିଷ ଜୀବନର ଏକ ବଡ଼ ଆଧାର ହେଉଛି ଆମ…
ଅଧିକ ଖବର ଦେଖନ୍ତୁ...

ଚାକିରି ପାଇଁ ଜମି ମାମଲା: ଲାଲୁ ପ୍ରସାଦ ଯାଦବଙ୍କ ସମେତ ୭୭ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ଅନ୍ୟ ସଂପୃକ୍ତ ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଚାର୍ଜସିଟ୍‌ ଦାଖଲ କରିଛି। ଏହି ଚାର୍ଜସିଟ୍‌ରେ ୭୮ ଜଣ ଅଭିଯୁକ୍ତଙ୍କୁ ସାମିଲ କରାଯାଇଛି, ଯେଉଁଥିରେ ୩୮ ଜଣ ପ୍ରାର୍ଥୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ୟୁପିରେ ‘ପରାଜୟ’ ପରେ ଏବେ ବିଜେପିରେ ବିଦ୍ରୋହ: ପରସ୍ପରକୁ ଦାୟୀ କରୁଛନ୍ତି ନେତା !

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ପରେ ଏନଡିଏ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି। ଏହି ସମୟରେ ପରାଜୟକୁ ନେଇ ୟୁପିରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବିଜେପିର ରାଜ୍ୟ ୟୁନିଟ୍ ନେତାଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ଏହି ସମୟରେ ୟୁପିରୁ ବଡ ଖବର ବାହାରକୁ ଆସୁଛି। ଫତେହପୁର ଆସନରୁ…
ଅଧିକ ଖବର ଦେଖନ୍ତୁ...

ତିନିଜଣ ନାତିନାତୁଣୀ ଏକାସାଙ୍ଗରେ ନିଟ ପରୀକ୍ଷାରେ ସଫଳ ହେବା ପରେ ଜେଜେବାପାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଜୁନ ୪ ତାରିଖରେ ନିଟ ପରୀକ୍ଷାର ଫଳାଫଳ ବାହାରିବା ପରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କ ସଫଳତାର କାହାଣୀ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ଏହି କ୍ରମରେ ଆଗ୍ରାର ଏକ ପରିବାର ଚର୍ଚ୍ଚାର ପରିସରକୁ ଆସିଛି। ଏହି ପରିବାରର ତିନିଭାଇଭଉଣୀ ଏକାସାଙ୍ଗରେ ନିଟ ପରୀକ୍ଷାରେ ସଫଳ…
ଅଧିକ ଖବର ଦେଖନ୍ତୁ...

ଆୟର୍ଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୩୮ ରନ୍

ନ୍ୟୁୟର୍କ: ଟି-୨୦ ବିଶ୍ୱକପ୍ ୨୦୨୪ର ୧୩ ତମ ମ୍ୟାଚ୍‌ରେ ଗ୍ରୁପ-ଏର କାନାଡ଼ା ଏବଂ ଆୟର୍ଲାଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଆୟର୍ଲାଣ୍ଡ ଅଧିନାୟକ ପଲ୍ ଷ୍ଟିରଲିଂ ଟସ୍ ଜିତି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...