Daily Archives

June 21, 2024

ମାତ୍ର ତିନି ମାସରେ ବେଦାନ୍ତ ଗ୍ରୁପର ବଜାର ପୁଞ୍ଜି ୨.୨ ଲକ୍ଷ କୋଟି ଟଙ୍କା ବୃଦ୍ଧି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍,…

ମୁମ୍ବାଇ: ସାଧାରଣ ନିର୍ବାଚନ ପରେ ପୁଞ୍ଜି ବଜାରରେ ଦେଖାଦେଇଥିବା ଅସ୍ଥିରତାକୁ ପ୍ରତିହତ କରି ବେଦାନ୍ତ ଗ୍ରୁପ୍ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଷ୍ଟକ ବଜାରରେ ନିବେଶକମାନଙ୍କ ଲାଗି ସର୍ବାଧିକ ସମ୍ପତ୍ତି ସୃଷ୍ଟି କରିଛି । କମ୍ପାନିର ବଜାର ପୁଞ୍ଜି ଗତ ତିନିମାସରେ ପ୍ରାୟ ୨.୨ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ : ଇଂଲଣ୍ଡକୁ ୭ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

ସେଣ୍ଟ ଲୁସିଆ : ସେଣ୍ଟ ଲୁସିଆଠାରେ ଖେଳାଯାଇଥିବା ଆଇସିସି ଟି-୨୦ ବିଶ୍ବକପର ଏକ ରୋମାଞ୍ଚକର ସୁପର-୮ ମ୍ୟାଚରେ ଇଂଲଣ୍ଡକୁ ୭ ରନରେ ହରାଇ ଦେଇଛି ଦକ୍ଷିଣ ଆଫ୍ରିକା । ଇଂଲଣ୍ଡ ଆଗରେ ବିଜୟ ପାଇଁ ୧୬୪ ରନର ଲକ୍ଷ୍ୟ ଥିବାବେଳେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୬ ରନ ହିଁ…
ଅଧିକ ଖବର ଦେଖନ୍ତୁ...

ଲଢେଇ କରି ଥଣ୍ଡାପାନୀୟ ଲୁଟିନେଲେ ପାକିସ୍ତାନବାସୀ

ନୂଆଦିଲ୍ଲୀ: ପାକିସ୍ତାନରେ ଦିନକୁ ଦିନ ଅବସ୍ଥା ଖରାପ ହେବାରେ ଲାଗିଛି, ବିଶେଷ କରି ଖାଦ୍ୟ ସାମଗ୍ରୀରେ ସେଠାକାର ଲୋକମାନେ ଦରବୃଦ୍ଧିର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନର ଆର୍ଥିକ ଅବସ୍ଥା କାହାକୁ ଅଛପା ନାହିଁ। କିଛି ଦିନ ପୂର୍ବରୁ ଦେଶରେ ଅଟାକୁ ନେଇ ଝଗଡା ହେଉଥିବାର ଦେଖିବାକୁ ମିଳିଥିଲା…
ଅଧିକ ଖବର ଦେଖନ୍ତୁ...

‘ସ୍କୁଲ ଅଫ୍‌ ଇଞ୍ଜିନିୟରିଂ’ ବିଭାଗରେ ନାମଲେଖା ଲାଗି ଜୁନ୍ ୨୨ରୁ ଅନଲାଇନ ଆବେଦନ

ଭୁବନେଶ୍ୱର: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଲାଗି ଦକ୍ଷ ଯୁବପିଢ଼ିଙ୍କର ଚାହିଦା ରହିଛି। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ବର୍ଷିକିଆ ଆଡଭାନ୍ସଡ୍…
ଅଧିକ ଖବର ଦେଖନ୍ତୁ...

ଆର୍‌ଜିଏଚ୍‌ ଦୁର୍ନୀତିର ତଥ୍ୟ ମାଗିଲେ ବିଧାୟକ: କାର୍ଯ୍ୟାନୁଷ୍ଠାନ ପାଇଁ ଏଡିଏମ୍‌ ଓ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କୁ…

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ର ବିଭିନ୍ନ ବିଭାଗରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି। ତଦନ୍ତ ପରେ ନିର୍ଦ୍ଦେଶକ ଏହା ଜାଣିବାକୁ ପାଇଛନ୍ତି। ଏଥିରେ ଡାକ୍ତରଖାନା ମ୍ୟାନେଜର ଓ ଅନ୍ୟ କିଛି ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି। ନିକଟରେ…
ଅଧିକ ଖବର ଦେଖନ୍ତୁ...

ହାତରେ ରକ୍ତ ଲାଗିଥିବା ଫଟୋ ସେୟାର କରି ଟ୍ରୋଲ ହେଲେ ଡାକ୍ତରାଣୀ

ନୂଆଦିଲ୍ଲୀ: ନିକଟରେ ଜଣେ ଡାକ୍ତରାଣୀ ସୋସିଆଲ ମିଡିଆରେ ଅପରେସନ ଥିଏଟରର ଭିଡିଓ ସେୟାର କରି ଟ୍ରୋଲ ହୋଇଛନ୍ତି। ଏହି ଡାକ୍ତରାଣୀଙ୍କ ନାମ ଜିକରା ବୋଲି ଜଣାରପଡ଼ିଛି। ଡାକ୍ତର ଜିକରା ଏକ୍ସରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଅପରେସନ ବିଭାଗରେ ଥିବା ବେଳେ ଗାଉନ ପିନ୍ଧି…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀ ଚଳଚଂଚଳ ହୋଇଉଠିଛି। ଦେଶ-ବିଦେଶରୁ ଭକ୍ତମାନଙ୍କର ଆଗମନ ହୋଇଛି। ପୁରୀରେ ଗହଳି ଲାଗିଛି। ପୂର୍ବାହ୍ନଣ ଓ ମଧ୍ୟାହ୍ନରେ ବିଭିନ୍ନ ନୀତିକାନ୍ତି ପରେ…
ଅଧିକ ଖବର ଦେଖନ୍ତୁ...

ବସ୍ ସମୟ ନିର୍ଘଣ୍ଟକୁ ଗଣ୍ଡଗୋଳ: ବାରିପଦା ବସ୍‌ଷ୍ଟାଣ୍ଡରେ ବୁଲିଲା ଖଣ୍ଡା, ୫ ଆହତ

ବାରିପଦା: ବସ୍ ସମୟ ନିର୍ଘଣ୍ଟକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବାରିପଦା ବସ୍‌ଷ୍ଟାଣ୍ଡରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ଖଣ୍ଡା ଚୋଟରେ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ୩ ଜଣ ଆକ୍ରମଣକାରୀଙ୍କ ଉଠାଇ ନେଇ ଥାନାରେ ପଚରାଉଚରା…
ଅଧିକ ଖବର ଦେଖନ୍ତୁ...

ରେଣୁକାସ୍ୱାମୀଙ୍କ ହତ୍ୟା ମାମଲାରେ ପୁଲିସର ବଡ ଖୁଲାସା: ପ୍ରମାଣ ନଷ୍ଟ କରିବାକୁ ଅଭିନେତା ନେଇଥିଲେ ୪୦ ଲକ୍ଷ ଟଙ୍କା

ବେଙ୍ଗାଲୁରୁ: ରେଣୁକାସ୍ୱାମୀଙ୍କ ହତ୍ୟା ମାମଲାରେ ପୁଲିସ ଆଜି ବଡ ଖୁଲାସା କରିଛି | କର୍ଣ୍ଣାଟକ ପୁଲିସ କହିଛି ଯେ ରେଣୁକାସ୍ୱାମୀଙ୍କ ହତ୍ୟା ପରେ କନ୍ନଡ ଚଳଚ୍ଚିତ୍ର ଅଭିନେତା ଦର୍ଶନ ତୋଗୁଦେପା ଅନେକ ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ସ୍ୱୀକାର କରିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ସିଏସଆଇଆର୍ ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ, ଘୋଷଣା କଲା ଏନଟିଏ

ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଶୁକ୍ରବାର ମିଳିତ ସିଏସ୍ଆଇଆର-ୟୁଜିସି-ନେଟ୍ ପରୀକ୍ଷା ଜୁନ୍-୨୦୨୪କୁ ସ୍ଥଗିତ ରଖିବାକୁ ଘୋଷଣା କରିଛି। ଏହି ପରୀକ୍ଷା ଜୁନ୍ ୨୫ରୁ ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ମଧ୍ୟ ଏହି…
ଅଧିକ ଖବର ଦେଖନ୍ତୁ...