Daily Archives

June 26, 2024

ହରିଣ ଶିକାର ମାମଲାରେ ଗିରଫ ହେଲେ ୪ଅଭିଯୁକ୍ତ, ଏବେବି ୨ ଫେରାର

ବେତନଟୀସଦର: ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ କଳମା ପଞ୍ଚାୟତର ପୁରୁଷୋତ୍ତମପୁର ଉପକଣ୍ଠ ହେମପୁର ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ବାହାର ଜଙ୍ଗଲରୁ ଖସି ଆସିଥିବା ଏକ ହରିଣକୁ ଧନୁତୀର ସାହାଯ୍ୟରେ ଶିକାର କରି ମୃତ ହରିଣକୁ ବାଇକରେ ଅନ୍ୟତ୍ର ବୋହି ନେଵା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଡିଭାଇଡରରେ ପିଟିହେଲା ସ୍କୁଟି, ୨ ମୃତ

ରାଉରକେଲା: ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍‌ ୱେ’ର କାଂଶବାହାଲ ନିକଟ ମାଣ୍ଡିଆକୁଦର ସୋନୁ ଢାବା ନିକଟରେ ଏକ ସ୍କୁଟର୍‌ (ଓଡି୧୬ଏମ୍‌ ୨୩୫୪) ଡିଭାଇଡରରେ ପିଟିହେବାରୁ ଏଥିରେ ଯାତ୍ରା କରୁଥିବା ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଦୁହେଁ ହେଲେ ରାଜଗାଙ୍ଗପୁର ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ଭାରତର ୫୦ ପ୍ରତିଶତ ଜନସଂଖ୍ୟା ଅଳସୁଆ: ମହିଳାଙ୍କ ସ୍ଥିତି ପୁରୁଷଙ୍କ ଅପେକ୍ଷା ଖରାପ,ଲାନସେଟ୍ ରିପୋର୍ଟରେ ପ୍ରକାଶ

ୱାଶିଂଟନ: ଶାରୀରିକ କାର୍ଯ୍ୟକଳାପ ଦୃଷ୍ଟିରୁ ଭାରତର ଜନସଂଖ୍ୟା ବିଶ୍ୱରେ ଦ୍ୱାଦଶ ସ୍ଥାନରେ ରହିଛି। ଦି ଲାନସେଟ୍ ଗ୍ଲୋବାଲ୍ ହେଲ୍‌ଥ ଜର୍ଣ୍ଣାଲ୍ ଅନୁଯାୟୀ ଭାରତର ୫୭ ପ୍ରତିଶତ ମହିଳା ଶାରୀରିକ ଦୃଷ୍ଟିରୁ ଅଳସୁଆ। ୪୨ ପ୍ରତିଶତ ଭାରତୀୟ ପୁରୁଷ ଅଳସୁଆ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କା ଟିମକୁ ବଡ ଝଟକା: ଇସ୍ତଫା ଦେଲେ ମାହେଲା ଜୟବର୍ଦ୍ଧନେ

କଲମ୍ବୋ: ଟି -୨୦ ବିଶ୍ୱକପ ୨୦୨୪ରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନ ପରେ ଭେଟେରାନ କ୍ରିକେଟର ମାହେଲା ଜୟବର୍ଦ୍ଧନେ ଶ୍ରୀଲଙ୍କା କ୍ରିକେଟ୍ ଦଳର ପରାମର୍ଶଦାତା ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ମାହେଲା ଜୟବର୍ଦ୍ଧନେ ୨୦୨୨ରେ ପରାମର୍ଶଦାତା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ…
ଅଧିକ ଖବର ଦେଖନ୍ତୁ...

ରିଲିଜର ପ୍ରଥମ ଦିନରେ ୧୦୦କୋଟି ଆୟ କରିବ ‘କଲ୍କି ୨୯୮୯ ଏଡି’ !

ମୁମ୍ବାଇ : ପ୍ରଶଂସକମାନେ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କି ୨୯୮୯ ଏଡି’କୁ ଅପେକ୍ଷା କରି ରହିଛନ୍ତି। ଏହି ଚଳଚ୍ଚିତ୍ରଟି ଜୁନ୍ ୨୭ରେ ଅର୍ଥାତ ଆସନ୍ତାକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ଏହାର କ୍ରେଜ୍ ଏବେ ଲୋକଙ୍କ ମଧ୍ୟରେ ଦେଖାଯିବାକୁ ଲାଗିଲାଣି। ଚଳଚ୍ଚିତ୍ରକୁ…
ଅଧିକ ଖବର ଦେଖନ୍ତୁ...

ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି: ସଚେତନତା ସୃଷ୍ଟି ପାଇଁ ୫.୬୫ ଲକ୍ଷ ଅଧିକାରୀଙ୍କୁ ତାଲିମ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମଏଚଏ) ତିନୋଟି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ୪୦ ଲକ୍ଷ ତୃଣମୂଳସ୍ତରର ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ଏହା ନିଶ୍ଚିତ କରିବ ଯେ ଲୋକମାନେ ନିୟମ ଏବଂ ସମସ୍ତଙ୍କ ଉପରେ ବିଶେଷ କରି ମହିଳା…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିବା ପରେ ଇଣ୍ଡିଆ ମେଣ୍ଟର ନେତାମାନଙ୍କୁ ଏହି ଅପିଲ କଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ: ଆଜି ରାଉସ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିନି ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ସିବିଆଇ କୋର୍ଟରୁ ପାଞ୍ଚ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା | ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୯ରେ ହେବ। ବର୍ତ୍ତମାନ ଆପ ସାଂସଦ ସଞ୍ଜୟ…
ଅଧିକ ଖବର ଦେଖନ୍ତୁ...

ପରକୀୟା ପ୍ରେମରେ ବାଧା ସାଜୁଥିଲେ ଶ୍ୱଶୁର, ମାରିଦେଲେ ବୋହୂ

ଜୟପୁର: ରାଜସ୍ଥାନର ଭରତପୁର ଜିଲ୍ଲାର ଭୁସାୱାର ଅଞ୍ଚଳରେ ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରୁଥିବା ଶ୍ୱଶୁରଙ୍କୁ ବୋହୂ ନିଜର ପ୍ରେମିକଙ୍କ ସହିତ ମିଶି ହତ୍ୟା କରିଥିଲେ। ଆଜି ପୁଲିସ ହତ୍ୟାକାଣ୍ଡର ଖୁଲାସା କରି ଅଭିଯୁକ୍ତ ବୋହୂ ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ବାସ୍ତବରେ ଭରତପୁରର…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟି ନେତାଙ୍କ ଦେହାନ୍ତ

ମାଲକାନଗିରି: ମାଓ ସଂଗଠନର ଆଗଧାଡିର ତଥା କେନ୍ଦ୍ରୀୟ କମିଟିର ପୋଲିଟ ବ୍ୟୁର ସଦସ୍ୟ କମ୍ରେଡ ମଟକମ ସୁଦର୍ଶନ ଅରଫ ଆନନ୍ଦଙ୍କର ଦେହାନ୍ତ ହୋଇଥିବା ନେଇ ଆଜି ମାଓ ସଂଗଠନ ପକ୍ଷରୁ ୩୨ ପୃଷ୍ଠା ସମ୍ବଳିତ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କମ୍ରେଡ ଆନନ୍ଦ ଗତ କିଛି ବର୍ଷ ହେଲା ମଧୁମେହ ଓ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ ଯୁବକଙ୍କୁ ବିବାହ କରିବାକୁ ସନାତନ ଧର୍ମ ଗ୍ରହଣ କରି ସମ୍ରିନରୁ ସୁମନ ହେଲେ ଯୁବତୀ

ବରେଲି: ହିନ୍ଦୁ ଯୁବକଙ୍କୁ ବିବାହ କଲେ ମୁସଲମାନ ଯୁବତୀ | ୟୁପିର ବରେଲିରେ ଘଟିଛି ଏହି ଘଟଣା | ଯୁବତୀଙ୍କ ନାମ ସମ୍ରିନ୍ ହୋଇଥିବାବେଳେ ଯୁବକଙ୍କ ନାମ ମିତ୍ରପାଲ୍ | ମିତ୍ରପାଲଙ୍କୁ ବିବାହ କରିବା ପରେ ସମ୍ରିନ୍ ବର୍ତ୍ତମାନ ସୁମନ ହୋଇଯାଇଛନ୍ତି। ସେ ତାଙ୍କର ଧର୍ମ ପରିବର୍ତ୍ତନ କରି ନିଜ ନାମ…
ଅଧିକ ଖବର ଦେଖନ୍ତୁ...