ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲି ଏସ୍. ନରୱଣେ ଆଜି ଉଦିତନଗର ସ୍ଥିତ ଶାନ୍ତି ମେମୋରିଆଲ କୋଭିଡ୍ ହସପିଟାଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଚିକିତ୍ସାଧୀନ ରୋଗୀଙ୍କ ସହ ମତ ବିନିମୟ କରିଥିଲେ। ସେଠାରେ ଉପଲବ୍ଧ ସେବା, ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଏହାସହ ଏଠାରେ ଅଧିକ ସଂଖ୍ୟକ ଆଇସିୟୁ ବେଡ୍ ସ୍ଥାପନ କରିବାକୁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।
କୋଭିଡ୍ ହସପିଟାଲ ବୁଲିଲେ ଅତିରିକ୍ତ ଜିଲ୍ଲାପାଳ
/sambad/media/post_attachments/wp-content/uploads/2021/05/a43c7732-d44f-4463-99a6-62bae24eaecc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)