ଟ୍ରେନ୍ ଧକ୍କାରେ ୨୦ରୁ ଊର୍ଧ୍ୱ ଗାଈ ଗୁରୁତର

ରାୟଗଡ଼ା: ରାୟଗଡ଼ା ବିଶାଖାପାଟଣା ରେଳ ଲାଇନ୍‌ରେ ସୋମବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ବଡଆମଟା ରେଳ ଫାଟକ ନିକଟରେ ଏକ ଟ୍ରେନ୍‌ ଧକ୍କାରେ ୨୦ରୁ ଊର୍ଧ୍ୱ ଗାଈ ଗୁରୁତର ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଈ ଚରାଳି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.