ରାୟଗଡ଼ା: ରାୟଗଡ଼ା ବିଶାଖାପାଟଣା ରେଳ ଲାଇନ୍‌ରେ ସୋମବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ବଡଆମଟା ରେଳ ଫାଟକ ନିକଟରେ ଏକ ଟ୍ରେନ୍‌ ଧକ୍କାରେ ୨୦ରୁ ଊର୍ଧ୍ୱ ଗାଈ ଗୁରୁତର ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଈ ଚରାଳି।