ମହିଳାଙ୍କୁ ମାଡ଼ପିଟ, ଯୁବକ ଗିରଫ

ରେଙ୍ଗାଲି: ଶାସନ ଥାନା ଖଟଖଟିଆ ପଡ଼ାର ଜଣେ ମହିଳାଙ୍କ ଘରକୁ ପଶି ମାଡପିଟ କରିବା ସହ ଅସଭ୍ୟ ବ୍ୟବହାର କରି ଜୀବନରେ ମାରିଦେବା ଧମକ ଦେଇ ଜଣେ ଯୁବକ ଗିରଫ ହୋଇଛି। ପୀତବାସ ମୁଗୁରିକୁ ଏନେଇ ଏକ ମାମଲାରେ କୋର୍ଟ ଚାଲାଣ କରାଯାଇଛି। ସେ ପଡାର କିଶୋରି ମହାନନ୍ଦିଆଙ୍କ ଘରକୁ ତାଙ୍କ ପୁଅକୁ ଆକ୍ରମଣ କରିବା ସହ ସେ ପିନ୍ଧିଥିବା ବସ୍ତ୍ର ଫାଡି ଦେଇଥିଲା। ଅଭିଯୋଗ ହେଲା ପରେ ଶାସନ ପୁଲିସ୍‌ ପୀତବାସକୁ ଗିରଫ କରିଛି।

ସମ୍ବନ୍ଧିତ ଖବର