ମୟୂରଭଞ୍ଜ: ଦୁଇଟି ପିଲାର ପିତା ଦ୍ୱାରା ୭ବର୍ଷର ଝିଅ ଦୁଷ୍କର୍ମର ଶିକାର

ମୟୂରଭଞ୍ଜ: ମୟୁରଭଞ୍ଜ ବଇସିଂହା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ପିଲାର ପିତା ଜଣେ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମକାରୀ ନାମ ଲିପା ମାରାଣ୍ଡି ବୋଲି ଜଣାପଡ଼ିଛି। ଏହି ଦୁଷ୍କର୍ମ ଘଟଣା ବିଷୟରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର