୯୬.୭୬୦ ଲିଟର ବେଆଇନ ବିଦେଶୀ ମଦ ଜବତ

ଗଞ୍ଜାମ: ସୋମବାର ଗଞ୍ଜାମ ପୁଲିସ ବେଆଇନ ବିଦେଶୀ ମଦ ଚାଲାଣ ସମୟରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ବଡ଼ାଙ୍ଗି ବଜାର ନିକଟରୁ ୯୬.୭୬୦ ଲିଟର ବେଆଇନ ବିଦେଶୀ ମଦ ଜବତ କରିଥିଲା।

ସମ୍ବନ୍ଧିତ ଖବର