ମୋରମ ଚାଲାଣ ଅଭିଯୋଗରେ ଏକଲକ୍ଷ ଜରିମାନା

ଆନନ୍ଦପୁର : ଘସିପୁରା ତହସିଲ ଖାଳିଆମେଣ୍ଟା ମୌଜାର ଚଉମୁହିଁରେ ଏକ ଜମିରୁ ମୋରମ ଚାଲାଣ ଅଭିଯୋଗରେ ଏକ ମେସିନ୍ ସହିତ ତିନୋଟି ଗାଡି ଜବତ୍ କରାଯାଇଥିଲା। ମୋରମ ଖୋଳାଯାଉଥିବା ଖବରପାଇ ତହସିଲଦାର ବାବୁଲ ପେରେଇ ଚଢଉ କରି ଗାଡି ଗୁଡିକୁ ଜବତ୍ କରିଥିଲେ। ରୟାଲଟି ଓ ଜରିମାନା ବାବଦରେ ମାଧବାନନ୍ଦ ସାହୁଙ୍କ ନିକଟରୁ ମୋଟ୍ ଏକଲକ୍ଷ ଟଙ୍କା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର