ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ପକ୍ଷରୁ ଗତକାଲି ରାତିରେ ଓ ଆଜି ସକାଳେ ଚଢ଼ାଉ କରାଯାଇ ବେଆଇନ୍ଭାବେ ଲଘୁ ଖଣିଜ ପଦାର୍ଥ ( ମୋରମ, ଚିପ୍ସ, ମେଟାଲ) ଚୋରା ଚାଲାଣ କରାଯାଉଥିବା ୧୦ଟି ଗାଡ଼ିକୁ ଜବତ କରାଯାଇଛି। ତହସିଲଦାର ପ୍ରଭାସ ବେହୁରା ଓ ଧର୍ମଶାଳା ପୁଲିସ ମିଳିତ ଭାବେ ଚଢ଼ାଉ କରି ଟିକସ ଫାଭ୍କି ଚୋରା କାରବାରରେ ସମ୍ପୃକ୍ତ ଗାଡ଼ିଗୁଡ଼ିକୁ ଜବତ କରିଛନ୍ତି।
ଯାଜପୁର: ବେଆଇନ ଲଘୁଖଣିିଜ ପ୍ରଦାର୍ଥ ଚାଲାଣ କରୁଥିବା ୧୦ଟି ଗାଡ଼ିକୁ ଜବତ କଲା ପ୍ରଶାସନ
/sambad/media/post_attachments/wp-content/uploads/2018/01/jajpur011-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)