ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ପୋଲିସ ଦ୍ବାରା ଏକ କାରରୁ ୧୦୧ କିଲୋ ଗଂଜେଇ ଜବତ କରାଯାଇଛି। ପୁଲିସ ପେଟ୍ରୋଲିଂ ବେଳେ ବୈପାରିଗୁଡା ଜୟପୁର ରାସ୍ତାର ନୂଆଗୁଡା ଛକ ଠାରେ ଏକ କାରରୁ ସର୍ଛ କରିବା ସହ ୧୦୧ କିଲୋ ଗଂଜେଇ ଜବତ କରିଛନ୍ତି। ଜବତ ଧଳା ରଙ୍ଗର ହଣ୍ଡା ସିଟି କାର୍ ଓଡି ୧୦ ବି ୭୬୨୯ ନଂ ବିଶିଷ୍ଟ କାରର ଡ଼୍ରାଇଭର ପୁଲିସକୁ ଦେଖି ଜଂଗଲ ଭିତରକୁ ଦୈାଡି ଫେରାର ହୋଇଯାଇଥିଲା।ଆଇ ଆଇ ସି ମହେନ୍ଦ୍ର କୁମାର ସାହୁ କହିବା ଅନୁଯାୟୀ କାରଟି ମାଲକାନଗିରି ଜିଲ୍ଲାରୁ ମଧ୍ୟପ୍ରଦେଶରକୁ ଯାଉଥିଲା।
୧୦୧ କିଲୋ ଗଂଜେଇ ଜବତ, ଡ୍ରାଇଭର ଫେରାର
/sambad/media/post_attachments/wp-content/uploads/2020/11/9c200cab-c332-4c80-928a-8368a563ab68.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)