ରାୟଗଡ଼ା: ଜାତୀୟ ଯୁବ ଦିବସ ଅବସରରେ ଶୁକ୍ରବାର ସ୍ଥାନୀୟ ଲାୟନସ କ୍ଲବ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ହୋନେଷ୍ଟି ଏଣ୍ଟରପ୍ରାଇଜେସ, ଆମ ଓଡ଼ିଶା ଓ ଲାୟନସ୍ କ୍ଲବ ପକ୍ଷରୁ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ର ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ପଦ୍ମନାଭ ଦାସ, ହୋନେଷ୍ଟି ଏଣ୍ଟରପ୍ରାଇଜେସର ସଂଯୋଜକ ପ୍ରଦୀପ ପଣ୍ଡା, ଆମ ଓଡ଼ିଶାର ସଂଯୋଜକ ପ୍ରମେନ୍ଦ୍ର ପରିଛା, ଲାୟନସ କ୍ଲବର ସଭାପତି ଭି ଭାସ୍କର ରାଓ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପାତ୍ର ଆଜିର ଯୁବ ଦିବସରେ କେବଳ ଯୁବକମାନେ ରକ୍ତଦାନ କରିଥିବାରୁ ସମସ୍ତଙ୍କୁ ଶୁଭେଛା ଜ୍ଞାପନ କରିଥିଲେ। ସେହିପରି ସମ୍ମାନିତ ଅତିଥି ପଦ୍ମନାଭ ଦାସ ଯୁବକମାନଙ୍କୁ ଜୀବନରେ ଜଣେ ସଫଳ ମଣିଷ ହେବାକୁ ହେଲେ ସମାଜସେବା ପ୍ରତି ମନବଳାଇବାକୁ ପରାମର୍ଶ ଦେଇଥିଲେ। ଜାତୀୟ ଯୁବ ଦିବସ ଭଳି ପବିତ୍ର ଦିବସରେ ୧୩୦ ଜଣ ଯୁବକ ରକ୍ତଦାନ କରି ନିଜକୁ ଗୌରବାନ୍ବିତ କରିଥିଲେ।ସମସ୍ତ ଯୁବକଙ୍କ ବୟସ ୨୫ ବର୍ଷ ମଧ୍ୟରେ ରହିଥିଲା।
ସ୍ବେଚ୍ଛାକୃତ ରକ୍ତଦାତାମାନେ ହେଲେ ପ୍ରଭାତ ଲାକ୍ରା, ରାକେଶ ମଣ୍ଡଳ, ଅଜୟ ଢାଲି, ପ୍ରତୀକ କୁମାର ସିଂ, ଆକାଶ ଟପନୋ, ନିଶିକାନ୍ତ ପଣ୍ଡା, ସତ୍ୟ ସାଗର ପରିଡ଼ା, ନରେନ୍ଦ୍ର ମହନ୍ତ, ସୁକେଶ ଡଙ୍ଗ ଡଙ୍ଗ, କରଣ କୁମାର ଚରଣ, ବିଶ୍ବଜିତ କାବତ, ଅଭିମନ୍ୟୁ ବେହେରା, ଧୀରେନ୍ଦ୍ର ସାହୁ, ସୁକାନ୍ତ ପରିଡ଼ା, ଦିଲୀପ କୁମାର ବେହେରା, କମଳାକାନ୍ତ ବେହେରା, ରଘୁନାଥ ବେହେରା, ଦୀପକ କୁମାର କୁଡାଇ, ଦୀପକ କୁମାର ନାୟକ, ପ୍ରସାଦ କୁମାର ସାହୁ, ପୁରୁଷୋତ୍ତମ ସାହୁ, ପ୍ରଭାତ ସାହୁ, ଶ୍ରୀକ୍ରିଷ୍ଣା ପ୍ରଧାନ, ଆଲୋକ କୁଡେଇ, ସିଦ୍ଧାନ୍ତ କୁମାର ସାହୁ, ଅଭୟ ବେହେରା, ମୋତିଲାଲ ପାତ୍ର, ରବି କହଁର, ବିମଳ କୁମାର ଜେନା, ସାଇକୃଷ୍ଣ ଦାସ, ରାଜ ମୋଲି, ଚିନ୍ମୟ କୁମାର ଗିରି, ସୁନାରାମ ଛତର, ମେକଲେମ କୁଜୁର, ସୁନୀଲ ପ୍ରଧାନ, ସଂଗ୍ରାମ ପ୍ରଧାନ, ପଞ୍ଚାନନ ସାହୁ, ଚିତ୍ତରଂଜନ ଜେନା, ରାହୁଲ ମୁଣ୍ଡା, ଭୀମ ମୁଣ୍ଡିଆ, ଅତୁନୁ ଗୁନଟାଟ ଓ ଜୟନ୍ତ ମଲ୍ଲିକ ରକ୍ତଦାନ କରିଥିଲେ।
ସେହିପରି ପ୍ରଦୀପ ପାତ୍ର, ପ୍ରକାଶ ସାମନ୍ତ, ହରିହର ପରିଡ଼ା, ସୁଜାତା ମାଝି, ନେହା ଛୋଟରାୟ, ଲିପି ମାରାଣ୍ଡି, ଅର୍ପିତା ତରେଇ, ଆପୁ ପ୍ରଧାନ, ଆଶିଷ ଓରାମ, ଶିବ ମାଝି, କିଶୋର ମିର୍ଦ୍ଧା, ଭୀଷ୍ମ କୁମାର ସିଂ, ପଙ୍କଜ କୁମାର ଭତ୍ରା, ମଧୁସୁଦନ ବନରା, ରୁଦ୍ର ନାରାୟଣ ଦଳେଇ, ଉମାକାନ୍ତ ମୁର୍ମୁ, ଜୀବନଜ୍ୟୋତି ସିଂ, ସୌମ୍ୟ ରଂଜନ ଦାସ, ଶିବରାମ ଦେହୁରି, ଲେଙ୍ଗା ସିଂ, ପ୍ରଦୀପ ପଣ୍ଡା, ରୋହନ ଡାଙ୍ଗ, ଶୁଭକାନ୍ତ ସାହୁ, ସେହଜାଦ ହାସଡକ, ଶୁଭକାନ୍ତ ସାହୁ, ସିମଲ ଧିର, ଅଭିନାଶ ପଣ୍ଡା, ରାଜେନ୍ଦ୍ର ହେମରମ, ଲକ୍ଷ୍ମୀଧର ମହରମ, ଅଭି ଭୋଇ, ଶୁବଜିତ ମାଇତି, ସଂଜୟ ମଣ୍ଡଳ, ସୁମନ ଡଙ୍ଗା, ରୁଦ୍ର ନାରାୟଣ ପ୍ରଧାନ, ବସନ୍ତ କୁମାର ବେହରା, ବିଶ୍ବଜିତ ନାୟକ, ଡବର ହେମରମ, ଅନୀଲ କୁମାର ସାହୁ, ରାଧାଶ୍ୟାମ ପରିଡା, ପ୍ରେମାନନ୍ଦ ଗିରି, ହୃଷୀକେଶ ଡାକୁଆ, କାହ୍ନୁ ଚରଣ ଶଂଖୁଆ, ରୋୟା ପୂର୍ତ୍ତି, ପ୍ରତାପ କୁମାର ମଲ୍ଲିକ, ରମେଶ ଚନ୍ଦ୍ର ସର୍ଦାର, କାହ୍ନା ମଲ୍ଲିକ, ବଳରାମ ଦାସ, ମିଥୁନ ବେହେରା, ଗଣେଶ ରାଉତ, ରଞ୍ଜିତ ନାୟକ,ଦୀପକ କୁମାର ମହନ୍ତ, ବିରେନ୍ଦ୍ରର ସେଠୀ, ନୃସିଂହ ପ୍ରଧାନ, ମହେନ୍ଦ୍ର ବୋରା, ରାକେଶ ଚନ୍ଦ୍ର ମଲ୍ଲିକ, ରାମ ସିଡୁ, ବିକାଶ କୁମାର ପାରାମଣିକ, ଖୟାମନିଧି ପୁଟ୍ଟା, ଏସ.କେ.ଆସଲମ, ବିଶ୍ବଜିତ ଦାସ, ପ୍ରବୀର ମୈତ୍ର, ଅସିମ ଦଳେଇ, ଚିନ୍ମୟ କୁମାର ସେନ, ଆକାଶ ଖମରାୟ, ପ୍ରତ୍ୟୁଷ କୁମାର ସାହୁ, ପରମାନନ୍ଦ ପଙ୍କ, ଅଜିତ ପତି, ସୌରଭ ପ୍ରଧାନ, ଶ୍ୟାମସୁନ୍ଦର ଡେଙ୍ଗମ, କୁକୁସିଂ ମହାନନ୍ଦିଆ, ସୁଧାଂଶୁ ଶେଖର ପରିଡା, ସୁମିତ ପଙ୍କ, ବିନୟ କୁମାର ଲେଙ୍କା, ସପନ ସେନାପତି, ଉମା ଆର.ଜିଆନ, ସୁଶାନ୍ତ ସାମଦ, ଶ୍ରୀରାମ ପୁର୍ଟି, ବୁଦ୍ଧିରାମ ଲଗୁରି, କପିଲଦେବ ଶବର, ସୁଜିତ ଦିଗାଲ, ମନୋଜ କୁମାର ଜେନା, ଶମ୍ଭୁ ମାଝି, ଚିତ୍ତରଂଜନ ବେହେରା, ବିକାନ କୁମାର ସାହୁ, ଶକ୍ତି ଜଗଦଲା, ଶଂକର ପ୍ରଧାନ, ସୁବାଷ ପୁର୍ଟି, ଆଶୁତୋଷ ବଳ, ଶିବ ପ୍ରସାଦ ସ୍ବାଇଁ, ଦୀପକ ଚାନ୍ଦ, ଆଲିଶ ନାୟକ, ଶୁଭମ ଓଝା, ରାଜେନ୍ଦ୍ର ଓଝା, ସଂଦେଶ ଜେନା, ଲକ୍ଷ୍ମୀକାନ୍ତ ସାହୁ, ବିକ୍ରମ କେଶରୀ ନାୟକ, ସଂଗ୍ରାମ ବେହେରା, ସୁମିତ ମୁଦୁଲି, ରାହୁଲ ଲେବେଟି, ସୁନୀଲ ବଳିଆରସିଂ, ସାହିଲ ସାମଲ, ମନୋଜ ପାଇକରାୟ, ସଂଜୟ କୁମାର ବେହେରା, ତୁଳଶୀ ପ୍ରସାଦ ବେବର୍ତ୍ତା, ଫିରୋଜ କୁମାର ସୂର୍ଯ୍ୟ,ଟିମକା ବୈକୁଣ୍ଠ, ସୁଦେଶ କୁମାର ପିପଲି, କିଷାନ କୁମାର ଗୌଡ଼, ଏସ.ଲୋହିତ କୁମାର, ସଂଜୟ ଜେନା, ଏ.ଦୀନେଶ କୁମାର, ଅରକ୍ଷିତ ରଣା, ଦିବ୍ୟସିଂ କାଣ୍ଡି, ପ୍ରକାଶ କୁମାର ବେହେରା।
ଏହି କାର୍ଯ୍ୟକ୍ରମକୁ ହୋନେଷ୍ଟି ଏଣ୍ଟରପ୍ରାଇଜେସର ନିର୍ଦେଶକ ପ୍ରଦୀପ ପଣ୍ଡା, ପ୍ରୀୟରଂଜନ ସାହୁ, ଆଲିଶ ନାୟକ, ବିକ୍ରମ ନାୟକ, ପ୍ରକାଶ ବେହେରା, ବିବେକ ବିଷୋୟୀ, ଲକ୍ଷ୍ମୀକାନ୍ତ ସାହୁ, ମୃତ୍ୟୁଞ୍ଜୟ ଅନ୍ଦିଆ, ରାକେଶ ମଲ୍ଲିକ, ଅଜୟ କୁମାର ନାୟକ, ଲାୟନସ କ୍ଲବର ସଭାପତି ଭି.ଭାସ୍କର ରାଓ, ସଂପାଦକ ପ୍ରତାପ ଚନ୍ଦ୍ର ବାଉରି, କୋଷାଧ୍ୟକ୍ଷ ଶ୍ରୀନିବାସ ରାଓ, ସତ୍ୟବାଦୀ ପତି, ରାଡେ ଚନ୍ଦ୍ରଶେଖର, ସୁଶ୍ରୀତା ଦାସ, ଅଶ୍ବିନୀ ଦାସ, ଜୟରାମ ରାଡେ, ଚନ୍ଦ୍ର ମାଉଲି, ଡ.ଭିଏଲଏନ ରାଜୁ,ଜି.ଶ୍ରୀନିବାସ ରାଓ, ଏଲ ବି ଲେଙ୍କା, ଡ.ସଂତୋଷ, ଜି.କୋଟେଶ୍ବର ରାଓ ପ୍ରମୁଖ ସହଯୋଗ କରିଥିବା ବେଳେ ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।